Posted inଖେଳ

ହସ୍ପିଟାଲରୁ ଘରକୁ ଫେରିଲେ ଗାଙ୍ଗୁଲି

କୋଲକାତା,୩୧।୧: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପଟେନ ତଥା ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହସ୍ପିଟାଲରୁ ଘରକୁ ଫେରିଛନ୍ତି। ସେ ଗୋଟିଏ ସପ୍ତାହ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ଡାକ୍ତରଙ୍କ ମତରେ ଗାଙ୍ଗୁଲିଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଠିକ୍‌ ଅଛି।
ଗାଙ୍ଗୁଲି ହୃଦଘାତର ଶିକାର ହୋଇ ହୋଇଥିଲେ। ଏହି ବର୍ଷ ଆରମ୍ଭରେ ସେ ଦୁଇ ଦୁଇଥର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମଥର ଆଞ୍ଜିୟୋପ୍ଲାଷ୍ଟି ପରେ ଗାଙ୍ଗୁଲି ସୁସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସର୍ଫରାଜଙ୍କ ଫିଟ୍‌ନେସ୍‌କୁ ଅଖତାରଙ୍କ ସମାଲୋଚନା

କାର୍ଡିଫ,୧।୬- ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ଓ୍ବେଷ୍ଟଇଣ୍ଡିଜଠାରୁ ବୃହତ୍‌ ପରାଜୟବରଣ କରିଛି। ଏଥିରେ ପୂର୍ବତନ ପେସର ଶୋଏବ ଅଖତାର ପାକିସ୍ତାନ ଅଧିନାୟକ ଅହମ୍ମଦ ସର୍ଫରାଜଙ୍କ ଫିଟ୍‌ନେସ୍‌କୁ...

‘ଭାରତ ବିନା ଟେଷ୍ଟ କ୍ରିକେଟ ତିଷ୍ଠିବ ନାହିଁ’

ଚଣ୍ଡିଗଡ଼, ୧୪।୫:କରୋନା ଭାଇରସ୍‌ ସଂକ୍ରମଣ ପ୍ରଭାବରୁ ଟେଷ୍ଟ କ୍ରିକେଟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଚିନ୍ତା ପ୍ରକଟ କରିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ଏହାର...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ : ଅମିତ ପଙ୍ଘାଲଙ୍କ ସହଜ ବିଜୟ

ଏକାଟରିନବର୍ଗ (ରୁଷିଆ), ୧୪ା୯ (ପି.ଟି.)-ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ ସହଜ ବିଜୟ ସହ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ରେ ତାଙ୍କ ପଦକ ଅଭିଯାନ ଆରମ୍ଭ କରିଛନ୍ତି। ଶନିବାର...

ରଣ୍‌ଜୀ ଟ୍ରଫି: ଧାଓ୍ବନଙ୍କ ଶତକ

ନୂଆଦିଲ୍ଲୀ, ୨୫।୧୨: ରଣ୍‌ଜୀ ଟ୍ରଫି କ୍ରିକେଟ୍‌ ପ୍ରତିଯୋଗିତାର ୩ୟ ପର୍ଯ୍ୟାୟ ବୁଧବାରଠାରୁ ଦେଶର ବିଭିନ୍ନ ଗ୍ରାଉଣ୍ଡରେ ଆରମ୍ଭ ହୋଇଛି। ଆହତଜନିତ ସମସ୍ୟା ପରେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ...

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ,...

ରାଜ୍ୟ ଆଥଲେଟିକ୍‌ ମିଟ୍‌: ଦ୍ୱିତୀୟ ଦିବସରେ ୫ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଆଥ୍‌ଲେଟିକ ଆସୋସିଏଶନ ଆନୁକୂଲ୍ୟରେ କଟକ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୬୭ତମ ରାଜ୍ୟ ଆଥଲେଟିକ୍‌ ମିଟ୍‌ର ଦ୍ୱିତୀୟ ଦିବସରେ ୫ଟି ମିଟ୍‌...

ଜୁନିୟର ମହିଳା ହକି: ଆୟର୍ଲାଣ୍ଡଙ୍କୁ ହରାଇଲା ଭାରତ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୮ା୬ (ପି.ଟି.)-ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଏକ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ଲାଲରିଣ୍ଡିକି, ଇଶିକା ଚୌଧାରୀ...

କୋହଲିଙ୍କ ଅଧିନାୟିକତ୍ୱରେ ଲଜ୍ଜାଜନକ ରେକର୍ଡ

ଲିଡ୍ସ,୨୬।୮: ଲିଡ୍ସ ଟେଷ୍ଟରେ ଭାରତୀୟ ଦଳର ପ୍ରଦର୍ଶନ ବେଶ୍‌ ଖରାପ ରହିଛି। ପ୍ରଥମେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଇଂଲଣ୍ଡର ଦ୍ରୁତ ବୋଲରଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ...

Advertisement
Archives

Model This Week