ଆକ୍ରମଣର ୬ ମାସ ପରେ ସଲମାନଙ୍କ ପୁସ୍ତକ ଉନ୍ମୋଚିତ

ଲଣ୍ଡନ,୬ା୨: ଭାରତୀୟ ବଂଶୋଭବ ଲେଖକ ସଲମାନ ରୁଶଦୀଙ୍କୁ ନ୍ୟୁୟର୍କରେ ଗତବର୍ଷ ଛୁରାମାଡ଼ ହୋଇଥିଲା। ଏହି ଆକ୍ରମଣରେ ସେ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚିତତ୍ଲେ। ଏପରିକି ଗୋଟିଏ ଆଖି ମଧ୍ୟ ହରାଇଥିଲେ। ଏହି ସମୟରେ ସଲମାନ ତାଙ୍କର ନୂତନ ପୁସ୍ତକ ‘ଭିକ୍ଟ୍ରି ସିଟି’ ପ୍ରକାଶ କରିଛନ୍ତି। ଏହି ପୁସ୍ତକଟି ଚତୁର୍ଦ୍ଦଶ ଶତାବ୍ଦୀରୁ ଏକ ‘ମହାକାବ୍ୟ କାହାଣୀ’ ଅଟେ। ଯାହାକି ଜଣେ ମହିଳାଙ୍କ ଉପରେ ଆଧାରିତ। ମହିଳା ଜଣକ ଶାସନ କରିବାକୁ ସମଗ୍ର ବିଶ୍ୱକୁ ଚ୍ୟାଲେଞ୍ଜ କରନ୍ତି।

ପୁସ୍ତକଟିକୁ ଆକ୍ରମଣ ପୂର୍ବରୁ ସଲମାନ ଲେଖିଥିଲେ। ଏହା ସଂସ୍କୃତରେ ଲିଖିତ ଏକ ଐତିହାସିକ ଉପନ୍ୟାସର ଅନୁବାଦ ଅଟେ। ଏହି ବହି ଅନାଥ ଝିଅ ପମ୍ପା କମ୍ପାନାର କାହାଣୀ କହେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ-୧୯ ସହ ଲଢିବାକୁ ଭାରତକୁ ସାହାଯ୍ୟ କରିବ ଚାଇନା

ବେଜିଂ,୨୦।୩: କୋଭିଡ-୧୯ ସହ ଲଢିବାକୁ ଶୁକ୍ରବାର ଚାଇନାଠାରୁ ପରାମର୍ଶ ନେଇଛନ୍ତି ୟୁରୋଏସିଆନ ଓ ସାଉଥ୍‌ ଏସିଆନର ପ୍ରାୟ ୧୦ ଦେଶ। ଭିଡିଓ କନଫରେନ୍‌ସିଂ ଜରିଆରେ ଏମାନେ...

‘ଭାରତ ଆମେରିକାର କେବଳ ସହଯୋଗୀ ନୁହେଁ, ଏକ ବଡ଼ ଶକ୍ତି’

ଓ୍ବାଶିଂଟନ,୯ା୧୨: ଆମେରିକାର ହ୍ବାଇଟ୍‌ ହାଉସ ବିଶ୍ୱରେ ଭାରତର ପ୍ରଭାବ ଉପରେ ପ୍ରତିକ୍ରିୟା ରଖିଛି। ହ୍ବାଇଟ୍‌ ହାଉସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭାରତ ଆମେରିକାର ସହଯୋଗୀ...

ଭାରତକୁ ଶୁଭେଚ୍ଛା ଜଣାଇଲା ଡବ୍ଲୁଏଚଓ

ଜେନେଭା,୨୧ ।୧୦: ଦେଶରେ କରୋନା ମହାମାରୀ ସହ ଲଢିବାକୁ ଦିଆଯାଉଥିବା ଟିକା ଗୁରୁବାର ୧୦୦କୋଟି ଅତିକ୍ରମ କରିଛି । ଏହି ଅବସରରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ)ର...

ୱାଗନର ପିଏମସିକୁ ଅପରାଧିକ ସଙ୍ଗଠନ ଘୋଷଣା କଲା ଆମେରିକା, ଆସନ୍ତା ସପ୍ତାହରେ ଘୋଷଣା ହେବ ପ୍ରତିବନ୍ଧକ

ୱାଶିଂଟନ,୨୧ ।୧: ହ୍ୱାଇଟ ହାଉସର ପ୍ରବକ୍ତା ଜନ କିର୍ବି କହିଛନ୍ତି, ଆମେରିକା ଶୁକ୍ରବାର ‘ୱେଗନର’ ପିଏମସିକୁ ପାରମ୍ପରିକ ଅପରାଧିକ ସଙ୍ଗଠନ ଘୋଷଣା କରିଛି । ହ୍ୱାଇଟ...

ଗୋଟାବାୟାଙ୍କ ବିରୋଧରେ ଆସିବ ମହାଭିଯୋଗ

କଲମ୍ବୋ, ୧୪ା୪: ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇଛି। ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ...

ଏଲନ ମସ୍କଙ୍କ ଜୀବନକୁ ଭୟ, କହିଲେ କେହିବି କରିପାରେ ଗୁଳି, ଖୋଲା କାରରେ କୁଆଡେ ଯାଉନାହିଁ

ୱାଶିଂଟନ,୫ ।୧୨: ଟୁଇଟରର ନୂଆ ମାଲିକ ତଥା ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଜୀବନକୁ ଭୟ କରୁଛନ୍ତି । ଶନିବାର ମସ୍କ...

ବ୍ରାଜିଲ ବନ୍ୟାରେ ୩୬ ମୃତ

ବ୍ରାସିଲିଆ,୨୦ା୨: ବ୍ରାଜିଲର ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଭୂସ୍ଖଳନ ଘଟି ୩୬ ଜଣଙ୍କର ମୃତ୍ୟୁ ହୋଇଥିବା...

ପ୍ରାଣୀଙ୍କ ମିନି ରେଷ୍ଟୁରାଣ୍ଟ

ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ସହରରେ ଏବେ ଲକ୍‌ଡାଉନ୍‌ ଚାଲିଥିବାରୁ ରାଜରାସ୍ତା ଉପରେ ବେଶ୍‌ ଆରାମରେ ବୁଲୁଛନ୍ତି ବିଭିନ୍ନ ଜୀବ। ରାସ୍ତା ଉପରେ ସେମାନଙ୍କୁ ହଇରାଣ କରିବା...

Advertisement
Archives

Model This Week