Posted inଖେଳ

ବାଥରୁମ୍‌ ଟଓ୍ବେଲରୁ ମିଳିଲା ରକ୍ତ ଚିହ୍ନ

କୋ ସାମୁଇ(ଥାଇଲାଣ୍ଡ),୬।୩: ନିକଟରେ ପ୍ରାଣ ହରାଇଥିବା କିମ୍ବଦନ୍ତୀ ଅଷ୍ଟ୍ରେଲିଆନ କ୍ରିକେଟର ଶେନ ଓ୍ବର୍ନଙ୍କ ଘର ଚଟାଣ ଏବଂ ବାଥ ଟଓ୍ବେଲରୁ ମିଳିଛି ରକ୍ତ ଚିହ୍ନ। ପୂର୍ବତନ ଲେଗ୍‌ ସ୍ପିନରଙ୍କ ମୃତଦେହ ମିଳିବା ପରେ ପୋଲିସ ତାଙ୍କ ଭିଲାରେ ସର୍ଚ୍ଚ କରିବାରୁ ତାଙ୍କ ରୁମ ସ୍ଥାନର ଚଟାଣରେ ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି ବୋଲି ଥାଇଲାଣ୍ଡ ପୋଲିସ ପକ୍ଷରୁ କୁହାଯାଇଛି।

୫୨ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଶୁକ୍ରବାର ରାତିରେ ଥାଇ ଇଣ୍ଟରନ୍ୟାଶନାଲ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଏକ ବିଳାସପୂର୍ଣ୍ଣ ଭିଲାରେ ତାଙ୍କୁ ପ୍ରାୟ ୫ଟା ବେଳେ ଅଚେତ ଅବସ୍ଥାରେ ଉଦ୍ଧାର କରିଥିଲେ ତାଙ୍କର ଜଣେ ବନ୍ଧୁ। ଆମ୍ବୁଲାନସ ଆସିବା ପର୍ଯ୍ୟନ୍ତ ସାଙ୍ଗମାନେ ଓ୍ବର୍ନଙ୍କୁ ସିପିଆର୍‌ ଦେଇଥିଲେ। ସିପିଆର ଦିଆଗଲା ବେଳେ ତାଙ୍କର ରକ୍ତବାନ୍ତି ହୋଇଥିଲା ବୋଲି ଓ୍ବର୍ନଙ୍କ ସାଙ୍ଗମାନେ ପୋଲିସକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ପଷ୍ଟ କଲେ କୋହଲି: ଖେଳିବେ ନାହିଁ ଏହି ବରିଷ୍ଠ ଖେଳାଳି

ଅହମ୍ମଦାବାଦ,୧୧।୩ : ବିଶ୍ୱର ବୃହତ୍‌ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାର ଖେଳାଯିବ ପ୍ରଥମ ଟି୨୦ ମ୍ୟାଚ୍‌। ଏହି ମ୍ୟାଚ୍‌ରେ ବରିଷ୍ଠ ଓପନର ଶିଖର...

ବିରାଟ କୋହଲି ପିନ୍ଧିଥିବା ଘଣ୍ଟାର ମୂଲ୍ୟ କେତେ ଜାଣନ୍ତି

କରୋନା ଯୋଗୁ ଏବେ ସବୁ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆରେ...

କୋଭିଡ୍‌-୧୯: ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତ ସ୍ଥଗିତ

ଜୋହାନ୍ସବର୍ଗ,୨୦।୪(ପି.ଟି.): କୋଭିଡ୍‌- ୧୯ ସଂକ୍ରମଣ କାରଣରୁ ଦକ୍ଷିଣ ଆଫ୍ରିକାର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖାଯାଇଛି। ଜୁନ୍‌ରେ ଦକ୍ଷିଣ ଆଫ୍ରିକା ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା।...

ବଡ଼ ଉପଲବ୍ଧି ହାସଲ କଲେ ପନ୍ତ

ଚଟ୍ଟଗ୍ରାମ,୧୪।୧୨: ଚଟ୍ଟଗ୍ରାମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବ୍ୟକ୍ତିଗତ ସଫଳତା ହାସଲ କରିବାରେ ସଫଳ...

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ...

ସ୍ବଦେଶ ଫେରିଲା ଭାରତୀୟ ଦଳ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

ଆଘାତ ସହ ସଂଘର୍ଷ କରୁଥିବା ଭାରତୀୟ ଦଳ ଗୁରୁବାର ଐତିତିହାସିକ ପ୍ରଦର୍ଶନ ପରେ ଘରକୁ ଫେରିଛି। ବିମାନବନ୍ଦରଠାରେ ପ୍ରଶଂସକମାନେ ସେମାନଙ୍କ ପ୍ରିୟ ଖେଳାଳିଙ୍କ ଝଲକ ପାଇବାକୁ...

ଭାରତ ଟୁର୍ନାମେଣ୍ଟରୁ ବାଦ୍‌ ପଡିବା ପରେ ସେହ୍ବାଗ ଛାଡିଲେ ଏମିତି ଫଟୋ, ହସି ହସି ଗଡିଲେ ୟୁଜର୍ସ

ନୂଆଦିଲ୍ଲୀ,୮।୧୧: ଭାରତୀୟ କ୍ରିକେଟ ଦଳ ଆଇସିସି ଟି -୨୦ ବିଶ୍ୱକପରୁ ବାଦ ପଡିଛି। ରବିବାର ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡର ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିବାରେ...

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି...

Advertisement
Archives

Model This Week