Posted inଖେଳ

ରୋହିତଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ମୁମ୍ବାଇ ୧୩୧/୬

ଚେନ୍ନାଇ,୨୩।୪: କିଙ୍ଗ୍ସ ପଞ୍ଜାବ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ୨୦ ଓଭରରେ ୬ ଉଇକେଟ ହରାଇ ମାତ୍ର ୧୩୧ ରନ୍‌ କରିଛି। ଅଧିନାୟକ ରୋହିତ ଶର୍ମା ଖେଳିଥିଲେ ୬୩ (୫ ଚୌକା ଓ ୨ ଛକା) ରନ୍‌ର ଅର୍ଦ୍ଧଶତକୀୟ ପାଳି। କିନ୍ତୁ ଏଥି ନେଇ ତାଙ୍କୁ ୫୨ ବଲର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସୂର୍ଯ୍ୟକୁମାର ଯାଦବ ୩୩ ଓ କିରନ ପୋଲାର୍ଡ (୧୬*)ଙ୍କ ବ୍ୟତୀତ ଅନ୍ୟ କେହି ସଫଳ ହୋଇ ନ ଥିଲେ। ଡେଥ୍‌ ଓଭରରେ ଖରାପ ବୋଲିଂ ପାଇଁ ସମାଲୋଚନାର ସମ୍ମୁଖୀନ ହୋଇଥିବା ମହମ୍ମଦ ଶାମି ଓ ରବି ବିଷ୍ଣୋଇ ୨ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପଞ୍ଜାବକୁ ୧୪୪ରନ୍‌ର ଟାର୍ଗେଟ

ମୁମ୍ବାଇ,୩।୫: ଚଳିତ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଆସୁଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଟିମ୍‌ ମଙ୍ଗଳବାର ଖେଳାଯାଉଥିବା ମ୍ୟାଚ୍‌ରେ ନିରାଶାଜନକ ପ୍ରଦର୍ଶନ କରିଛି। କେବଳ ସାଇ...

ଭାରତର ସହଜ ବିଜୟ

ଭାରତର ସହଜ ବିଜୟଲିଡ୍ସ, ୬।୭(ପି.ଟି.)- ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲଙ୍କ ଶତକ ସହାୟତାରେ ଚଳିତ ବିଶ୍ୱକପ୍‌ରେ ଭାରତ ତା’ର ଅନ୍ତିମ ଲିଗ୍‌...

ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍‌ ଖେଳିବ ଭାରତ; ଜାଣନ୍ତୁ କେବେ, କେଉଁଠି ଆଉ କେମିତି ଦେଖିବେ ସିଧା ପ୍ରସାରଣ

ଦୁବାଇ,୧୮।୧୦: ଭାରତ-ଇଂଲଣ୍ଡ ମଧ୍ୟରେ ସୋମବାର ଟି-୨୦ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଅନୁଷ୍ଠିତ ହେବ। ଉଭୟ ଟିମ୍‌ ସୁପର-୧୨ରେ ଅଛନ୍ତି। ଚଳିତ ସପ୍ତାହରୁ ଦଳଗୁଡ଼ିକ ନିଜ ନିଜର...

ଭାରତ ବିପକ୍ଷ ଟେଷ୍ଟ ସିରିଜ: ନ୍ୟୁଜିଲାଣ୍ଡ ଦଳକୁ ବୋଲ୍ଟଙ୍କ ପ୍ରତ୍ୟାବର୍ତ୍ତନ

ଓ୍ବେଲିଂଟନ,୧୭।୨: ଆଗାମୀ ଭାରତ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଏକ ୧୩ ଜଣିଆ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରାଯାଇଛି। ଅଭିଜ୍ଞ ଦ୍ରୁତ...

ଦିନିକିଆରେ ବୁମ୍‌ରାଙ୍କ ଅସଲ ପରୀକ୍ଷା

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ପ୍ରଦର୍ଶନ ଅତ୍ୟନ୍ତ ପ୍ରଭାବୀ ରହିଥିଲା। ମାତ୍ର ତାଙ୍କର ଅସଲ ପରୀକ୍ଷା ଆଗକୁ...

ବିମଣ୍ଟ, ନାଇଟଙ୍କ ପ୍ରଭାବୀ ବ୍ୟାଟିଂ

ବ୍ରିଷ୍ଟଲ, ୧୭।୬-  ଭାରତ ଓ ଇଂଲଣ୍ଡ ମଧ୍ୟରେ ଏକମାତ୍ର ମହିଳା କ୍ରିକେଟ ଟେଷ୍ଟ ମ୍ୟାଚ ବୁଧବାର ଆରମ୍ଭ ହୋଇଛି। ପାଖାପାଖି ୭ ବର୍ଷ ବ୍ୟବଧାନରେ ଭାରତୀୟ...

ଆଥ୍‌ଲେଟଙ୍କ ଟିକାକରଣ ନେଇ ଆଇଓଏ ତଥ୍ୟ ମାଗିଲା

ନୂଆଦିଲ୍ଲୀ,୨୭।୫(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟମାନଙ୍କ ଟିକାକରଣ ନେଇ ବିଭିନ୍ନ ଜାତୀୟ ଫେଡେରେଶନଗୁଡିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ ତଥ୍ୟ ମାଗିଛି। ଟିକା ନେଇଥିବା...

ଜୟ ଶାହାଙ୍କ କାର୍ଯ୍ୟକାଳ ବଢ଼ିଲା

କଲମ୍ବୋ,୧୯।୩: ବିସିସିଆଇ ସଚିବ ଜୟ ଶାହାଙ୍କ ଏସିଆନ୍‌ କ୍ରିକେଟ୍‌ ପରିଷଦ (ଏସିସି) ସଭାପତି ଭାବରେ କାର୍ଯ୍ୟକାଳ ଶନିବାର ଗୋଟିଏ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଏସିସିର...

Advertisement
Archives

Model This Week