ନୂଆ ଲୁକ୍‌କୁ ନେଇ ଚର୍ଚ୍ଚାରେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ଜବରଦସ୍ତ ଲୁକ୍‌ ଏବଂ ଅଭିନୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ଫିଲ୍ମ ‘ପୁଷ୍ପା’ରେ ଆଇଟମ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିବା ସାମନ୍ଥା ଏବେ ପୁଣି ଚର୍ଚ୍ଚାରେ। ସାମନ୍ଥାଙ୍କ ଏକ ସୁନ୍ଦର ଫଟୋ ସାମ୍ନାକୁ ଆସିଛି। ଯାହାକୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରୁଛନ୍ତି। ଏହା ହେଉଛି ସାମନ୍ଥାଙ୍କ ‘ଶକୁନ୍ତଳମ’ର ଲୁକ୍‌। ଗୁଣଶେଖରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଶକୁନ୍ତଳମ’ରେ ସେ ନଜର ଆସିବେ। ତେବେ ଏହାର ପ୍ରଥମ ଲୁକ୍‌ ସାମନ୍ଥା ଇନଷ୍ଟାଗ୍ରାମରେ ଶେୟାର କରି ଲେଖିଛନ୍ତି, ଶକୁନ୍ତଳା ବହୁତ ସୁନ୍ଦର, ସୂକ୍ଷ୍ମ ଏବଂ ସରଳତାରେ ପରିପୂର୍ଣ୍ଣ । ଏହି ପୋଷ୍ଟଟି ଶେୟାର ହେବା ମାତ୍ରେ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବା ସହ ପସନ୍ଦ ମଧ୍ୟ କରୁଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ମୃତ୍ୟୁ ପରେ କାହିଁକି ଚୁପ୍‌ ଥିଲେ ଧୋନୀ

ମହେନ୍ଦ୍ର ସିଂ ଧୋନୀ, ଏହି ନାମରୁ ପରିଚୟ ବାରି ହୋଇପଡେ॥ ଧୋନୀ ମାନସିକ ସ୍ତରରେ କେତେ ଶକ୍ତିଶାଳୀ ତାହା ମଧ୍ୟ ତାଙ୍କ କ୍ରିକେଟ ନେତୃତ୍ୱରୁ ଜଣାପଡେ।...

ଶୁଟିଂ ସେଟ୍‌ରେ ଆହତ ହେଲେ ଅନୁପମ ଖେର

ମୁମ୍ବାଇ: ବଲିଉଡର ଅନ୍ୟତମ ପ୍ରତିଭାବାନ ଅଭିନେତାଙ୍କ ମଧ୍ୟରୁ ଅନୁପମ ଖେର ଅନ୍ୟତମ। ସେ ଚଳଚ୍ଚିତ୍ରରେ ଅନେକ ପ୍ରକାରର ଭୂମିକା ଗ୍ରହଣ କରି ନିଜର ସ୍ବତନ୍ତ୍ର ପରିଚୟ...

ଏହି ବଲିଉଡ୍‌ ଅଭିନେତା କୋଟିଏ ଟଙ୍କା ଦାନ କଲେ …

ମୁମ୍ବାଇ,୨୫।୪: କରୋନା ମହାମାରୀ ସଂକ୍ରମଣ ଅସମ୍ଭାଳ ସ୍ଥିତି ସୃଷ୍ଟି କରିଛି। ସବୁବେଳେ ପୀଡ଼ିତଙ୍କ ପ୍ରତି ସହାନୁଭୁତି ପ୍ରକାଶ କରୁଥିବା ବଲିଉଡ୍‌ ଅଭିନେତା ଖିଲାଡ଼ି ବୟ ଅକ୍ଷୟ...

ଏହି ସବୁ ଅଭିନେତ୍ରୀ ବଲିଉଡ୍‌ ଜଗତର ବାହାରେ ବାଛିଥିଲେ ଜୀବନସାଥୀ

ବଲିଉଡ୍‌ ଅଭିନେତ୍ରୀ ଓ ଅଭିନେତାଙ୍କ ବାସ୍ତବ ଜୀବନ ସମ୍ପର୍କରେ ଜାଣିବାକୁ ପ୍ରାୟ ସମସ୍ତେ ଆଗ୍ରହୀ। ସୁନ୍ଦର ଯୋଡିମାନଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଥାଏ। ମାତ୍ର ବାସ୍ତବରେ...

ପ୍ରଥମଥର ପାଇଁ ପିତାଙ୍କ ସହ ଫିଲ୍ମରେ କାମ କଲେ ଜାହ୍ନବୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ମିଲି’ର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ଶୁଟିଂ...

ହଓ୍ବା ହଓ୍ବାଇ ଗର୍ଲଙ୍କ ବିଷୟରେ କିଛି ଅଜଣା କଥା

ବଲିଉଡ୍‌ର ହଓ୍ବା ହଓ୍ବାଇ ଗର୍ଲ ଶ୍ରୀଦେବୀ। ଅନେକ ସଫଳ ଚରିତ୍ର ତଥା ସୁପରହିଟ୍‌ ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀଙ୍କ ଜୀବନ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ...

ଆହତ ହେଲେ ସାମନ୍ଥା-ବିଜୟ

ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି ।...

ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜ୍‌ରନ୍‌’

ବମ୍ବେ: ଚର୍ଚ୍ଚାରେ ବିଗ୍‌ବସ୍‌ର ନୂଆ ଯୋଡ଼ି ‘ତେଜରନ୍‌’। ଶୋ’ର ପ୍ରତିଯୋଗୀ କରନ କୁନ୍ଦ୍ରା-ତେଜସ୍ବୀ ପ୍ରକାଶଙ୍କ କ୍ୟୁଟ୍‌ ଯୋଡ଼ି ଦର୍ଶକଙ୍କ ହୃଦୟ ଜିତୁଛି। ପ୍ରଶଂସକମାନେ ଉଭୟଙ୍କ ଛୋଟ...

Advertisement
Archives

Model This Week