୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା: ପ୍ରସବ କରି ନ ପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ

ନୟାଗଡ,୧।୬(ଲୋକନାଥ ମିଶ୍ର): ୩୦ ହଜାର ନଦେବାରୁ ମିଳିଲା ନାହିଁ ସେବା। ଚିକିତ୍ସା ଅବହେଳାରୁ ପ୍ରସବ କରିନପାରି ଗର୍ଭବତୀ ମହିଳାଙ୍କ ମୃତ୍ୟୁ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ (ଡିଏଚଏଚଏଚ) ରେ ଏନେଇ ଉତେଜନା ଦେଖାଦେଇଛି ।

ସୂଚନାଥାଉ କି, ବାଲୁଗାଁର ଭାଜପା ଯୁବନେତା ସଂଜୟ କୁମାର ନାୟକଙ୍କ ପତ୍ନୀ ମମତା ସ୍ବାଇଁ(୨୭)ଙ୍କର ପ୍ରସବ ବେଦନା ବଢିବାରୁ ଗତକାଲି ରାତିରେ ନୟାଗଡ ଜିଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇଥିଲେ । ଦାୟିତ୍ୱରେ ଥିବା ନର୍ସମାନେ ଅସ୍ତ୍ରୋପଚାର ପାଇଁ ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେବାରୁ ପ୍ରସୂତି ଡାକ୍ତର ସିଜରିଙ୍ଗି କଲେନି କି ରେଫର କଲେନି । ଏହାପରେ ସେବା ନମିଳିବାରୁ ପ୍ରସ୍ତୁତି ଶନିବାର ରାତିରେ ପ୍ରାଣ ହରାଇଛନ୍ତି । ଡାକ୍ତରଙ୍କୁ ଗିରଫ ଦାବିରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଖୋଭ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2027 trade: ରାଜସ୍ଥାନ ରୟାଲ୍ସରୁ ଖେଳିବେ ଶାମି, ସାମ୍‌ କୁରାନଙ୍କୁ କିଣିଲା…

ନୂଆଦିଲ୍ଲୀ,୧୭ା୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିିଏଲ୍‌) ୨୦୨୭ ସିଜନରେ ରାଜସ୍ଥାନ ରୟାଲ୍ସରୁ ଖେଳିବେ ଭେଟେରାନ ଭାରତୀୟ ପେସ୍‌ ବୋଲର ମହମ୍ମଦ ଶାମି। ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସରୁ…

ତିକ୍ଷୀରିରେ ବୁଲିଲା ବୁଲଡୋଜର୍: ୧୨୪ ଜବରଦଖଲ ଗୃହ ଉଚ୍ଛେଦ ଅଭିଯାନ

ମହାକାଳପଡ଼ା, ୧୭/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅନ୍ତର୍ଗତ ବହୁଚର୍ଚ୍ଚିତ ତିକ୍ଷୀରି ପଞ୍ଚାୟତର ଟିଖିରୀ ମୌଜାରେ ସରକାରୀ ଜମି ଜବରଦଖଲ କରି ନିର୍ମାଣ…

ବାତ୍ୟାକୁ ନେଇ ୨ଦିନ ସ୍କୁଲ ଛୁଟି ଘୋଷଣା, ଜାଣନ୍ତୁ କେଉଁଠି?

ଭୁବନେଶ୍ୱର, ୧୭।୧୧: ଆସୁଛି ବାତ୍ୟା ଅକୱାନ୍ । ଆଜି ରାତି ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇପାରେ ବାତ୍ୟା । ବାତ୍ୟାର ନୂଆ ଟ୍ରାକ୍ ମଧ୍ୟ ଜାରି…

କଣ୍ଟିଲୋ ନୀଳମାଧବ ଜୀଉଙ୍କ ପୀଠରେ ଧୁମ୍‌ଧାମ୍‌ରେ ପାଳିତ ହେଲେ ଗୋଷ୍ଠାଷ୍ଟମୀ

ଖଣ୍ଡପଡ଼ା,୧୭ା୧୧(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡା, ଖଳିସାହି, କୋସକା, ଜଗନ୍ନାଥପ୍ରସାଦ, ବେଣାଗାଡିଆ, ସିଧାମୂଳା, ଶାଳଝରିଆ ଆଦି ଅଞ୍ଚଳରେ ମଙ୍ଗଳବାର ଗୋଷ୍ଠାଷ୍ଟମୀ ଉତ୍ସବ ପାରମ୍ପରିକ ରୀତିରେ ଅନୁଷ୍ଠିତ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ ୧୧କୋଟି ଦରମା? ଆଇପିଏଲ ୨୦୨୭ ରେ ମିଳିବ କୋଟି କୋଟି ଟଙ୍କା!

ନୂଆଦିଲ୍‌ଲୀ,୧୭।୧୧: ବୈଭବ ସୂର୍ଯ୍ୟବଂଶୀଙ୍କୁ ରାଜସ୍ଥାନ ରୟାଲ୍ସ ୨୦୨୫ ମେଗା ଅକ୍ସନରେ ୧ କୋଟି ୧୦ ଲକ୍ଷ ଟଙ୍କାରେ କିଣିଥିଲା। ସେତେବେଳେ ବୈଭବଙ୍କ ବୟସ ୧୪ ବର୍ଷ ଥିଲା,…

VIDEO: CSK ମାଲିକାଣୀଙ୍କ ବଡ଼ ଖୁଲାସା, ଧୋନୀ ହିଁ କହିଥିଲେ ସନ୍ୟାସ ନେବାକୁ, ଆଉ ସେହି ସମୟରେ ସମ୍ଭାଳିପାରିଲାନି…

ନୂଆଦିଲ୍ଲୀ,୧୭।୧୧: ଚେନ୍ନାଇ ସୁପର କିଙ୍ଗ୍ସ (CSK) ର ମାଲିକାଣୀ ରୁପା ଗୁରୁନାଥ କୁହନ୍ତି ଯେ ଗତ ଶନିବାର, ତିନି ଦିନ ପୂର୍ୱେ ଏମ.ଏସ. ଧୋନୀ, CSK ର…

‘ଓ ମାହି, ଓ ମାହି…’ ଧୋନୀଙ୍କ ସନ୍ୟାସ ଖବରରେ ଭାବୁକ ହେଲେ, ମଇଦାନରେ କଟ୍ଟର ଶତ୍ରୁ ହେଲେ କହିଲେ…

ନୂଆଦିଲ୍ଲୀ,୧୭।୧୧: MS ଧୋନୀଙ୍କ ଆଇପିଏଲ ସନ୍ନ୍ୟାସକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏକ ଭାବପୂର୍ଣ୍ଣ ମେସେଜ ଲେଖିଛି। ମଇଦାନରେ ଉଭୟ ଦଳ ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ,…

ଦାରିଙ୍ଗବାଡ଼ି ପର୍ଯ୍ୟଟନରେ ଯୋଡ଼ିହେଲା ନୂଆ ଫର୍ଦ୍ଦ, ଉଦ୍‌ଘାଟିତ ହେଲା ‘ରୁରାଲିଆ’

ଦାରିଙ୍ଗବାଡ଼ି, ୧୭/୧୧ (ଅରୁଣ ସାହୁ): ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ରାଜ୍ୟ ତଥା ରାଜ୍ୟ ବାହାରର ପର୍ଯ୍ୟଟକଙ୍କୁ ସର୍ବଦା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?