ସିଲ୍‌ ହେଲା ସନ୍‌ରାଇଜ୍‌ ହସ୍ପିଟାଲ

କେନ୍ଦୁଝର,୨ା୩(ସ୍ବ.ପ୍ର.): କଲେଜ ରୋଡ୍‌ସ୍ଥିତ ବଣିଆ ପାଟ ଅଞ୍ଚଳରେ ଥିବା ସନ୍‌ରାଇଜ ହସ୍ପିଟାଲକୁ ଗୁରୁବାର ଜିଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ସିଲ୍‌ କରାଯାଇଥିବା ତହସିଲଦାର ଆଶିଷ ମହାପାତ୍ର କହିଛନ୍ତି। ଯୋଡ଼ା ଅଞ୍ଚଳର ଜଣେ ରୋଗୀଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କାର୍ଡ ବନ୍ଧକ ରଖିଥିବା ନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ ପରେ ଏହାର ତଦନ୍ତ କରାଯାଇଥିଲା। ତଦନ୍ତ ବେଳେ ରୋଗୀଙ୍କ କାର୍ଡ ସେଠାରେ ମିଳିବା ପରେ ତା’ର ପଞ୍ଜୀକରଣକୁ ପ୍ରଶାସନ ବାତିଲ କରିବା ପରେ ଆଜି ସିଲ୍‌ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଖୋଲିବା ପରେ ଶହ ଶହ ସଂଖ୍ୟାରେ ଉଡ଼ିଆସିଲେ ଚେମେଣିଆ

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟି ରବିବାର ଖୋଲିଛି ରତ୍ନଭଣ୍ଡାର। ୧୧ ଜଣିଆ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରି ପ୍ରଥମେ ବାହାର ରତ୍ନଭଣ୍ଡାର ଦ୍ୱାର...

କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର

ଦିଗପହଣ୍ଡି,୧୪ା୭: ଗଞ୍ଜାମ ଜିଲା ଦିଗପହଣ୍ଡିର ଫାଶିଗୁଡ଼ାରେ ଏକ ଅଘଟଣ ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ୧୦ ଶିଶୁ ଗୁରୁତର ହୋଇଛନ୍ତି। ମନ୍ଦିର ପ୍ରତିଷ୍ଠା ପାଇଁ ରାମାୟଣ...

ରତ୍ନଭଣ୍ଡାର ଖୋଲିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ବଡ଼ ବୟାନ, ଜାଣନ୍ତୁ କ’ଣ କହିଲେ…

ପୁରୀ ଅଫିସ,୧୪।୭: ଦୀର୍ଘ ୪୬ ବର୍ଷ ପରେ ଖୋଲିଛି ରତ୍ନଭଣ୍ଡାର। ରବିବାର ୧୧ ଜଣିଆ ଟିମ୍‌ ଶ୍ରୀମନ୍ଦିର ଯାଇ ନିର୍ଦ୍ଧାରିତ ସମୟ ୧ଟା ୨୮ ମିନିଟ୍‌ରେ...

ଖୋଲିଲା ରତ୍ନଭଣ୍ଡାର

ପୁରୀ,୧୪ା୭: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ୪୬ ବର୍ଷ ପରେ ଆଜି ଖୋଲିଛି ରତ୍ନଭଣ୍ଡାର। ରବିବାର ଅପରାହ୍ନ ୧ଟା ୨୮ରେ ଶୁଭମୁହୂର୍ତ୍ତରେ ଖୋଲିଛି ରତ୍ନଭଣ୍ଡାର।...

ମା’ ବିମଳାଙ୍କଠାରୁ ଗୁଆ ନେଲେ ଟିମ୍‌, ବନ୍ଦ ହେଲା ୩ ଦ୍ୱାର; ଆଉ କିଛି ମିନିଟ୍‌ରେ…

ପୁରୀ ଅଫିସ,୧୪।୭: ଖୋଲାଯିବ ରତ୍ନଭଣ୍ଡାର। ଏହାକୁ ନେଇ ପୁରୀ ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମେ ଶ୍ରୀମନ୍ଦିର ଭିତରେ ଥିବା ଭକ୍ତଙ୍କୁ ବାହାର କରାଯିବା...

ରତ୍ନଭଣ୍ଡାର ଅଳଙ୍କାର ରହିବା ପାଇଁ ଆସିଲା ସିନ୍ଦୁକ: ଜାଣନ୍ତୁ କିଏ, କେତେ ସମୟରେ କେଉଁଥିରେ କଲେ ତିଆରି

ପୁରୀ,୧୪।୭: ଆଜି ଖୋଲିବ ରତ୍ନଭଣ୍ଡାର, ଭିତରେ ଥିବା ସିନ୍ଦୁକରୁ ଅଳଙ୍କାର ଗଣତି କରାଯାଇ ଅନ୍ୟ ସିନ୍ଦୁକରେ ରଖାଯିବା ପାଇଁ ୬ ସିନ୍ଦୁକ ଆସି ପୁରୀରେ ପହଞ୍ଚିଛି।...

ଖୋଲିବ ରତ୍ନଭଣ୍ଡାର; ଜଷ୍ଟିସ ରଥ କହିଲେ-”ଆଖି ଦେଖୁଛି ମୁଣ୍ଡକୁ ଯାଉଛି, ତୁଣ୍ଡକୁ ଯିବନି କି ହାତକୁ ଆସିବନି”

ପୁରୀ,୧୪।୭: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ଗୁରୁତ୍ୱପୂର୍ଣ୍ଣ ବୈଠକରେ କିଏ କିଏ ରତ୍ନଭଣ୍ଡାର ଭିତରକୁ ଯିବେ ସେ ନେଇ ନିଷ୍ପତ୍ତି...

ଧିରେ ଧିରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ: ମନ୍ଦିର ଭିତରକୁ ଗଲେ ଯାଞ୍ଚ ଟିମ୍‌  

ପୁରୀ,୧୪।୭: ଶ୍ରୀମନ୍ଦିର ଭିତରକୁ ରତ୍ନଭଣ୍ଡାର ଯାଞ୍ଚ ଟିମ୍‌   ବର୍ତ୍ତମାନ ପ୍ରବେଶ କରିଛନ୍ତି। କମିଟିର ସଦସ୍ୟମାନେ ପାରମ୍ପରିକ ପୋଷାକରେମନ୍ଦିର ଭିତରକୁ ଯାଇଛନ୍ତି । ତେବେ ପ୍ରଥମେ ପତିତପାବନଙ୍କ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri