Posted inଖେଳ

ସଙ୍ଗକାରା ରାଜସ୍ଥାନ ରୟାଲ୍ସ କ୍ରିକେଟ ନିର୍ଦ୍ଦେଶକ

ନୂଆଦିଲ୍ଲୀ, ୨୫ା୧ (ପି.ଟି.)-ଶ୍ରୀଲଙ୍କାର ମହାନ୍‌ ବ୍ୟାଟ୍ସମ୍ୟାନ କୁମାର ସଙ୍ଗକାରା ରବିବାର ଆସନ୍ତା ସିଜନ୍‌ ପାଇଁ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର କ୍ରିକେଟ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ତାଙ୍କ ନିର୍ଦ୍ଦେଶ ଅନୁସାରେ କୋଚିଂ ଢାଞ୍ଚା, ନିଲାମ ଯୋଜନା, ଦଳର ରଣକୌଶଳ, ପ୍ରତିଭା ଚିହ୍ନଟ ସମେତ ନାଗପୁରସ୍ଥିତ ରୟାଲ୍ସ ଏକାଡେମୀର ବିକାଶ ଆଦି କାର୍ଯ୍ୟ ଚାଲିବ। ସଙ୍ଗକାରା ହେଉଛନ୍ତି ଶ୍ରୀଲଙ୍କାର ଜଣେ ସଫଳ କ୍ରିକେଟର। ତାଙ୍କ ୧୬ ବର୍ଷ କ୍ୟାରିୟରରେ ସେ ତାଙ୍କ ଦେଶ ପାଇଁ ୨୮,୦୦୦ରୁ ଅଧିକ ରନ ସଂଗ୍ରହ କରିଛନ୍ତି। ୪୬ ବର୍ଷ ମଧ୍ୟରେ ଟେଷ୍ଟରେ ଯେକୌଣସି ଖେଳାଳିଙ୍କଠାରୁ ତାଙ୍କ ବ୍ୟାଟିଂ ଆଭରେଜ ସର୍ବାଧିକ। ଆସନ୍ତା ସିଜନ୍‌ ପାଇଁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କ ସ୍ଥାନରେ ସଞ୍ଜୁ ସାମ୍‌ସନ ରାଜସ୍ଥାନ ରୟାଲ୍ସର ଅଧିନାୟକ ମନୋନୀତ ହୋଇଛନ୍ତି। ବୋର୍ଡରେ ଭେଟେରାନ ଉଇକେଟକିପରଙ୍କୁ ପାଇ ସେ ଖୁବ୍‌ ଆନନ୍ଦିତ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଶାଖା କେସିସି ବ୍ୟାଙ୍କ ମ୍ୟାନେଜର ଗିରଫ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ

ମାଲକାନଗିରି, ୫।୫ (ଦୁର୍ଯ୍ୟୋଧନ ପାତ୍ର): ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିବା ଅଭିଯୋଗରେ କୋରାପୁଟ ଭିଜିଲାନ୍ସ ସୋମବାର କୋରାପୁଟ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ (କେସିସି)ର ମାଲକାନଗିରି…

ଚୌକା-ଛକା ବର୍ଷା କଲେ ରୋହିତ ଶର୍ମା: ରଚିଲେ ଇତିହାସ

ନୂଆଦିଲ୍ଲୀ,୫।୫: ରୋହିତ ଶର୍ମା କ୍ରମାଗତ ପାଞ୍ଚଟି ମ୍ୟାଚ ପାଇଁ ବାହାରେ ଥିଲେ। ଦଳକୁ ଫେରିବା ପରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷରେ ଇତିହାସ ରଚିଛନ୍ତି। ସେ…

ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଝଟକା ଦେଲା Jio, ବନ୍ଦ କରିଦେଲା ଏହି ଶସ୍ତା ପ୍ଲାନ୍‌

ନୂଆଦିଲ୍ଲୀ,୫।୫: ରିଲାଏନ୍ସ ଜିଓ ଏହାର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। କମ୍ପାନୀ ଏହାର ଏକ ଲୋକପ୍ରିୟ ଏବଂ ସୁଲଭ ପ୍ରିପେଡ ଯୋଜନା ବନ୍ଦ…

ଆନ୍ଧ୍ର ହାଟରେ ଗଛ ଉପୁଡ଼ି ଓଡ଼ିଶାର ୩ ମହିଳା ମୃତ୍ୟୁ ଘଟଣା, ମୁଚିମପୁଟ ଥାନାରେ କ୍ଷତିପୂରଣ ଦାବି କଲେ…

ନନ୍ଦପୁର/ପାଡୁଆ,୫।୫(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କାଳବୈଶାଖୀ ପ୍ରଭାବରେ ସୋମବାର ଓଡ଼ିଶା ସୀମାନ୍ତ ଆନ୍ଧ୍ର ପେଦାବାଇଲି ହାଟ ମଝିରେ ଏକ ବିରାଟ ଗଛ ଉପୁଡ଼ି ନନ୍ଦପୁର ବ୍ଲକରେ ତିନିଜଣଙ୍କ…

ବଙ୍ଗଳାରେ ହଲଚଲ; ଏହି ତାରିଖ ପୂର୍ବରୁ ନୂଆ ସରକାରଙ୍କ ଶପଥ ଗ୍ରହଣ, ଜାଣନ୍ତୁ କାରଣ

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ବିପୁଳ ବିଜୟ ପରେ, ସରକାର ଗଠନ ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏକ ରିପୋର୍ଟ ଅନୁସାରେ, ବଙ୍ଗରେ…

ତାମିଲନାଡୁରେ କାହା ସହିତ ସରକାର ଗଠନ କରିବ ଟିଭିକେ? ଅଭିନେତା ବିଜୟ ହେବେ ମୁଖ୍ୟମନ୍ତ୍ରୀ! ଜାଣନ୍ତୁ ପୂରା ଫର୍ମୁଲା

ଚେନ୍ନାଇ,୫।୫: ତାମିଲନାଡୁରେ କିଏ ଗଠନ କରିବ ସରକାର? ଅଭିନେତା ବିଜୟ କ’ଣ ମୁଖ୍ୟମନ୍ତ୍ରୀ ହେବେ? ଥାଲାପଥି ବିଜୟଙ୍କ ଦଳ, ଟିଭିକେ, କିପରି ସରକାର ଗଠନ କରିପାରିବ? ଟିଭିକେକୁ…

ହର୍ମୁଜ ପ୍ରଣାଳୀରେ ସଂଘର୍ଷ… ଆମେରିକା ୬ଟି ଇରାନୀ ଡଙ୍ଗା ନଷ୍ଟ କରିଥିବା ଦାବି; IRGC କହୁଛି…

ତେହରାନ,୫।୫: ଆମେରିକା ସେନା ଛଅଟି ଛୋଟ ଇରାନୀ ଡଙ୍ଗାକୁ ନଷ୍ଟ କରିଥିବା ଦାବି କରିଛି। ଏହା ସହିତ, ଏହା କହିଛି ଯେ ଏହା ସଫଳତାର ସହ ଇରାନୀ…

ବଙ୍ଗରେ କିପରି ଭୁଶୁଡ଼ିଲା ମମତା ବାନାର୍ଜୀଙ୍କ ଦୁର୍ଗ: କ୍ଷମତା ହରାଇବାର ୫ ବଡ଼ କାରଣ, ଜାଣନ୍ତୁ…

କୋଲକାତା,୫।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଭାଜପା ୨୦୬ ଆସନ ଜିତି ଇତିହାସ ସୃଷ୍ଟି କରିଛି। ଏହା ପ୍ରଥମ ଥର ହେବ ଯେତେବେଳେ ଭାଜପା ରାଜ୍ୟରେ ସରକାର ଗଠନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri