Advertisement
Posted inଜାତୀୟ

ମେଟା ନ୍ୟୁ ଇଣ୍ଡିଆର ମୁଖ୍ୟ ହେଲେ ସନ୍ଧ୍ୟା ଦେବନାଥନ୍‌

ନୂଆଦିଲ୍ଲୀ,୧୭।୧୧: ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ଗୁରୁବାର ସନ୍ଧ୍ୟା ଦେବନାଥନ୍‌ଙ୍କୁ ଭାରତର ନୂତନ ମୁଖ୍ୟ ଭାବେ ନିଯୁକ୍ତ କରିଛି। ଅଜିତ ମୋହନଙ୍କ ଇସ୍ତଫା ପରେ ସନ୍ଧ୍ୟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ବ୍ୟାଙ୍କିଙ୍ଗ, ପେମେଣ୍ଟ ଏବଂ ଟେକ୍ନୋଲୋଜିରେ ତାଙ୍କର ୨୨ ବର୍ଷର ଅଭିଜ୍ଞତା ରହିଛି। ଲିଙ୍କ ଡ ଇନ୍‌ ପ୍ରୋଫାଇଲରେ ସେ ୨୦୦୦ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମ୍ୟାନେଜମେଣ୍ଟ ଷ୍ଟଡିଜରୁ ଏମ୍‌ବିଏ ସମାପ୍ତ କରିଥିବା ଉଲ୍ଲେଖ ରହିଛି। ଏପରି କି ସେ ୨୦୧୬ରେ ମେଟାରେ ଯୋଗ ଦେଇଥିଲେ। ସିଙ୍ଗାପୁର ଏବଂ ଭିଏତନାମ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଟେକ ଜଏଣ୍ଟର ଇ- ବାଣିଜ୍ୟ ପଦକ୍ଷେପ ଗଠନ କରିବାରେ ତାଙ୍କର ଅବଦାନ ରହିଥିଲା। ଏଥିରେ ପ୍ରଭାବିତ ହୋଇ କମ୍ପାନୀ ତାଙ୍କୁ ଏହି ଗୁରୁଦାୟିତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରଗ୍ସ ସହ ଭାଜପା ନେତ୍ରୀ ଗିରଫ

କୋଲକାତା, ୨୧ା୨ ଯୁବ ଭାଜପା ନେତ୍ରୀ ପାମେଲା ଗୋସ୍ବାମୀ ଓ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ପଶ୍ଚିମବଙ୍ଗ ସାଉଥ୍‌ କୋଲକାତାର ନୂଆ ଆଲିପୋର ଅଞ୍ଚଳରୁ ଶୁକ୍ରବାର ଗିରଫ...

ସାବଧାନ! ଏଣିକି ଘରେ କୁକୁର ରଖିଲେ କରିବାକୁ ପଡ଼ିବ ଲାଇସେନ୍ସ, ଜାଣନ୍ତୁ ଏ ବାବଦରେ କେତେ ଅର୍ଥ ଦେବାକୁ ପଡ଼ିବ

ଡେରାଡୁନ,୨୪ା୧୦: ଏଣିକି ଘରେ କୁକୁର ରଖିବାକୁ ହେଲେ ଲାଇସେନ୍ସ କରିବାକୁ ପଡ଼ିବ। ଯଦି ଆପଣଙ୍କ ଘରେ କୁକୁର ଅଛି ଆଉ ଆପଣ ଏଥିପାଇଁ ଲାଇସେନ୍ସ କରିନାହାନ୍ତି...

ଏଲ୍‌ଏସିରେ ଚାଇନାର ନୂଆ ସର୍ତ୍ତ: ଭାରତ କଲା ବିରୋଧ

ନୂଆଦିଲ୍ଲୀ, ୧୭।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଥମିବାର ନା ଧରୁନି। ଏପରିସ୍ଥଳେ ଚାଇନା ଭାରତ ସମ୍ମୁଖରେ ନୂଆ ସର୍ତ୍ତ...

‘କେଜ୍‌ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ଭାଜପା’

ନୂଆଦିଲ୍ଲୀ,୩୦।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଭାଜପା...

କରୋନା ମାତା ମନ୍ଦିର ଉପରେ ପୋଲିସ ଚଳାଇଲା ବୁଲ୍‌ଡୋଜର…

ପ୍ରତାପଗଡ଼,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। କରୋନାରୁ ଦୂରେଇ ରହିବା ପାଇଁ ଉତ୍ତରପ୍ରଦେଶ ପ୍ରତାପଗଡ଼ରେ ଲୋକେ କରୋନା...

ଆସନ୍ତାକାଲିଠାରୁ ବିଦେଶ ଗସ୍ତରେ ଯିବେ ମୋଦି

ନୂଆଦିଲ୍ଲୀ,୨୫ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଅର୍ଥାତ୍‌ ରବିବାରଠାରୁ ତିନିଦିନିଆ ବିଦେଶ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ଜି-୭ ଶିଖର ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ୨୬...

ବିମାନବନ୍ଦରରେ ଏଣ୍ଟ୍ରି ନ ମିଳିବାରୁ ବନ୍ଦ କରିଦେଲେ ଜଳ ଯୋଗାଣ

ତିରୁପତି,୧୪।୧: ତିରୁପତି ବିମାନବନ୍ଦର ଓ ଷ୍ଟାଫ ରେସିଡେନିସିଆଲ କ୍ୱାଟର୍ସରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ରେନିଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର ସୁନିଲ ଓ ତିରୁପତି ଡେପୁଟି...

‘ମନ୍‌ କି ବାତ୍‌’ ବେଳେ ଥାଳି ମାଡ଼

ନୂଆଦିଲ୍ଲୀ, ୨୮।୧୨: କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ମାସେ ହେଲା ଆନ୍ଦୋଳନ ଚଳାଇଥିବା ଚାଷୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କୀ ବାତ୍‌’...

Advertisement
Archives

Model This Week