ସମ୍ପାତି ଚଢ଼େଇ

ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଏକ ଭିନ୍ନ ପରମ୍ପରା ଦେଖାଯାଏ। ଏଠାରେ ସଂସ୍କୃତ ରାମାୟଣର ଚରିତ୍ର (ଅଷ୍ଟବୀର)ଙ୍କୁ ସମ୍ପାତି ଚଢ଼େଇ ଉପରେ ବସାଯାଇ ଉପାସନା କରାଯାଏ। ଏହି ଅଷ୍ଟବୀର ହେଲେ ସୁଗ୍ରୀବ, ଅଙ୍ଗଦ, ନଳ, ନୀଳ, ହନୁମାନ, ଜାମ୍ବବାନ, ସୁଶେଣ ଓ ଗନ୍ଧମାଦନ। ରାମାୟଣରେ ଘଟିଥିବା ଘଟଣାକୁ ଦୁର୍ଗାପୂଜାରେ ସାମିଲ କରି ଐତିହ୍ୟକୁ ସ୍ମରଣୀୟ ରଖିବା ଉଦ୍ଦେଶ୍ୟରେ ଏହି ପରିକଳ୍ପନା। ପୁରୀ ସାତବଖରା ଜାଗା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏହି ନିଆରା ପରମ୍ପରା ଦୁର୍ଗାପୂଜାର ଅନ୍ୟତମ ଆକର୍ଷଣ ସାଜିଛି। ସମ୍ପାତି ହେଉଛି ଜଟାୟୁର ଭାଇ ତଥା ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଙ୍କ ଭକ୍ତ। ଐତିହ୍ୟ ରହିଛି ଅଷ୍ଟବୀରଙ୍କୁ ସମ୍ପାତି ନିଜ ପିଠିରେ ବହନ କରି ଲଙ୍କାରେ ପହଞ୍ଚାଇ ଦେଇଥିଲା। ସେହି ସ୍ମୃତି ସ୍ବରୂପ ଶ୍ରୀକ୍ଷେତ୍ରରେ ଏହି ସମ୍ପାତି ଉପାସନା ହୋଇଆସୁଛି। ସମ୍ପାତି ଉପରେ ଯେଉଁମାନେ ବସିଛନ୍ତି ସେମାନେ ରାମାୟଣର ଜଣେ ଜଣେ ବୀର ଓ କୁଶଳୀ ଚରିତ୍ର। ନଳ ଏବଂ ନୀଳ ହେଉଛନ୍ତି ସେତୁବନ୍ଧ ପ୍ରତିଷ୍ଠାର ମୁଖ୍ୟ କର୍ଣ୍ଣଧାର। ସେମାନଙ୍କୁ ରାମାୟଣରେ ସ୍ଥପତି ଭାବେ ଅଭିହିତ କରାଯାଇଛି। ଏଥିସହ ଶ୍ରୀଜଗନ୍ନାଥଙ୍କ ଉପାସନା ସହିତ ଏମାନଙ୍କ ଘନିଷ୍ଠତା ମଧ୍ୟ ରହିଛି। ସେହି ବୀରତ୍ୱର ପ୍ରତୀକମାନଙ୍କୁ ଶକ୍ତିମନ୍ତ୍ରରେ ଶାରଦୀୟ ପୂଜାରେ ଉପାସନା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର, ୩୦।୫(ବ୍ୟୁରୋ): ପୁରୀକୁ ଟ୍ରେନ୍‌ ଚଳାଚଳ ବନ୍ଦ ହେଲା। ଏ ନେଇ ରେଲଓ୍ବେ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ୍‌...

ରେଭେନ୍ସା ଛାତ୍ରସଂଘ-କର୍ତ୍ତୃପକ୍ଷ ମୁହାଁମୁହିଁ

କଟକ ଅଫିସ,୧୯ା୫: ଗେଟ୍‌ ବିବାଦକୁ ନେଇ ରେଭେନ୍ସାରେ ଛାତ୍ରସଂଘ ଏବଂ କର୍ତ୍ତୃପକ୍ଷ ମୁହାଁମୁହିଁ ହୋଇଛନ୍ତି। ବହୁଥର ଆଲୋଚନା ପରେ କର୍ତ୍ତୃପକ୍ଷ ଦାବିକୁ ମାନି ନ ନେବାରୁ...

ଗ୍ରୀନ୍‌ ମହାନଦୀ ମିଶନରେ ଗତବର୍ଷ ୬୯କୋଟିରୁ ଅଧିକ ଖର୍ଚ୍ଚ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୨୦୧୮-୧୯ ବର୍ଷରେ ଗ୍ରୀନ୍‌ ମହାନଦୀ ମିଶନ ଯୋଜନାରେ ରାଜ୍ୟ ସରକାର ମହାନଦୀ, ଇବ୍‌, ତେଲ ଏବଂ ଏହାର ଶାଖା/ପ୍ରଶାଖାର ଉଭୟ ପାର୍ଶ୍ୱରେ ୧୪୫୨.୨୫...

ଜୟ ଜଗନ୍ନାଥ, ରସଗୋଲା ଆମର…

ଭୁବନେଶ୍ୱର,୨୬।୧୦(ବ୍ୟୁରୋ): ରସଗୋଲା କାହାର? ଓଡ଼ିଶାର ନା ପଶ୍ଚିମବଙ୍ଗର? ଏହାକୁ ନେଇ ପୂର୍ବରୁ ଅନେକ ବିତର୍କ ହୋଇଆସୁଛି। ଗୋଟିଏ ପଟେ ଓଡ଼ିଶାବାସୀ ରସଗୋଲା ଆମର ବୋଲି କହୁଥିବା...

ଗୁଳିମାଡ଼ରେ ଗୋଟିଏ ପରିବାରର ୩ ଗୁରୁତର

ଆଠଗଡ଼,୧୨।୨(ସ୍ବ.ପ୍ର.): କଟକ ଜିଲା ଆଠଗଡ଼ ଥାନା ଅଧୀନ ଜେନାପଦା ମଝି ସାହିରେ ରବିବାର ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ ଗୋଟିଏ ପରିବାରର ୩ଜଣ ଗୁରୁତର ହୋଇଛନ୍ତି।...

ଯୁବକଙ୍କ ପତ୍ତା ପାଉନି ପୋଲିସ

ଖୋର୍ଦ୍ଧା ଅଫିସ,୨୦।୧୧: ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ କୁମ୍ଭିଲୋ ଗ୍ରାମର ସନ୍ତୋଷ କୁମାର ବେହେରା ଓରଫ ରାଜା(୨୫)ଗାଈ ଚରାଇବାକୁ ଯାଇ ଅକ୍ଟୋବର ୨୪ରୁ ନିଖୋଜ ଅଛନ୍ତି।...

ମୈଥାନ କର୍ମଚାରୀଙ୍କ ଧାରଣା: ୩୮ଘଣ୍ଟା ପରେ ନଜରବନ୍ଦୀରୁ ମୁକୁଳିଲେ ରୀତା ସିଂ

କଳିଙ୍ଗନଗର,୫ା୧୨(ଡି.ଏନ.ଏ.): କଳିଙ୍ଗନଗରସ୍ଥିତ ମୈଥାନ କାରଖାନା କର୍ମଚାରୀଙ୍କ ଦ୍ୱାରା ନଜରବନ୍ଦୀ ଥିବା ମେସ୍କୋ ଗ୍ରୁପର ଅଧ୍ୟକ୍ଷା ରୀତା ସିଂ ୩୮ ଘଣ୍ଟା ପରେ ମୁକୁଳିଛନ୍ତି । ବୁଧବାର...

ବିଛାଖଣ୍ଡି ବେଆଇନ ଖନନ ମାମଲା ଏନ୍‌ଜିଟିରେ ଖାରଜ

ଯାଜପୁର ଅଫିସ,୧୪ା୫: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ ଓ ତତ୍‌ସଂଲଗ୍ନ ଜଙ୍ଗଲ ଜମିରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ବେଆଇନ...

Advertisement
Archives

Model This Week