Posted inଜାତୀୟ

ଆର୍‌ଜେଡ଼ିର ନୂଆ ପ୍ରସ୍ତାବ: ତେଜସ୍ବୀ ମୁଖ୍ୟମନ୍ତ୍ରୀ ହେଲେ ନୀତିଶ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ

ପାଟନା,୨୯।୧୨: ବିହାର ନିର୍ବାଚନ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ହୋଇସାରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ଏନ୍‌ଡିଏ ମେଣ୍ଟ ସରକାରରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇନାହିଁ। ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ମେଣ୍ଟରେ ଫାଟ ଦେଖାଦେଇଥିବା ନେଇ ରାଜନୈତିକ ମହଲରେ ଟୁପ୍‌ଟାପ୍‌ ଆରମ୍ଭ ହୋଇଛି। ଏପରିସ୍ଥଳେ ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ବରଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି ଉଦୟ ନାରାୟଣ ଚୌଧୁରୀ ନୀତିଶଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି ଯେ, ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ୨୦୨୪ ଲୋକ ସଭା ନିର୍ବାଚନରେ ନୀତିଶଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯିବ। ନୀତିଶଙ୍କ ପ୍ରାର୍ଥୀତ୍ୱକୁ ବିରୋଧୀ ଦଳଗୁଡ଼ିକର ସମର୍ଥନ ମିଳିବ ବୋଲି ସେ କହିଛନ୍ତି। ଉଦୟଙ୍କ ଏଭଳି ପ୍ରସ୍ତାବ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୫ ମିନିଟ୍‌ରେ ୬ ସନ୍ତାନ ଜନ୍ମ ଦେଲେ ମହିଳା

ଶୋପୁର,୨୯।୨: ମଧ୍ୟ ପ୍ରଦେଶ ଶୋପୁରର ଜିଲା ହସ୍ପିଟାଲରେ ଜଣେ ମହିଳା ଶନିବାର ସକାଳେ ମାତ୍ର ୩୫ ମିନିଟ୍‌ ମଧ୍ୟରେ ୬ ସନ୍ତାନ ଜନ୍ମ ଦେଇଥିବା ସୂଚନା...

ପ୍ରତ୍ୟାହାର ହେବ ନାହିଁ ‘ଅଗ୍ନିପଥ ଯୋଜନା’: ଏଫଆଇଆର୍‌ ଥିବା ଯୁବକଙ୍କୁ ମିଳିବନି ଚାକିରି

ନୂଆଦିଲ୍ଲୀ,୧୯।୫: ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ପ୍ରଦର୍ଶନ ମଧ୍ୟରେ ସେନା ପକ୍ଷରୁ ରବିବାର ମିଳିତ ଖବରଦାତା ସମ୍ମିଳନୀ କରି ଏହି ଯୋଜନା ବିଷୟରେ ବିସ୍ତୃତ ସୂଚନା...

ସେମାନେ ଆମକୁ ଗୁଳି କରି ପାରିବେ, ଜେଲ ପଠାଇ ପାରିବେ: ଠାକରେ ପରିବାର ସୁରକ୍ଷା ହ୍ରାସ ନେଇ କହିଲେ ସଞ୍ଜୟ…

ମୁମ୍ବାଇ,୨୨।୬ : ରାଜ୍ୟସଭା ଏମପି ସଞ୍ଜୟ ରାଉତ ଗୁରୁବାର କହିଛନ୍ତି ଉଦ୍ଧବ ଠାକରେଙ୍କ ପରିବାରର ସୁରକ୍ଷାକୁ ହ୍ରାସ କରିବା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ଏହା ଇଡି...

ଶ୍ରୀନଗରରେ ଫାରୁକ୍‌ ଗୃହବନ୍ଦୀ

ଶ୍ରୀନଗର,୧୫।୨: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍‌ଫରେନ୍ସ ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲାଙ୍କୁ ସୋମବାର ତାଙ୍କ ଶ୍ରୀନଗରସ୍ଥିତ ବାସଭବନରେ ଗୃହବନ୍ଦୀ ରଖାଯାଇଛି। ପୁଲ୍‌ଓ୍ବାମା ଆକ୍ରମଣର ତୃତୀୟ...

ଡେଙ୍ଗୁ, ମ୍ୟାଲେରିଆ ମମତାଙ୍କ ବନ୍ଧୁ: ଶାହା

ନୂଆଦିଲ୍ଲୀ,୨୫।୩: ୫ଟି ରାଜ୍ୟସଭା ନିର୍ବାଚନ ପାଇଁ ବର୍ତ୍ତମାନ ଜୋର୍‌ଦାର ପ୍ରଚାର ଚାଲିଛି। ପଶ୍ଚିମବଙ୍ଗ ଏବଂ ଆସାମରେ ଗୁରୁବାର ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଥମ ପର୍ଯ୍ୟାୟ ନିର୍ବାଚନ...

ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ନେଲା ପ୍ରଥମ ଜୀବନ…

ନୂଆଦିଲ୍ଲୀ,୨୪।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଶେଷ ନ ହେଉଣୁ ପୁଣି ନୂଆ ବିପଦ ସମ୍ପର୍କରେ ବିଶେଷଜ୍ଞ ସୂଚନା ଦେଇଛନ୍ତି। ଡେଲ୍ଟା ଭାରିଆଣ୍ଟ୍‌ର...

ଧର୍ମ ସଂସଦଠାରୁ ଦୂରତା ବଢ଼ାଇଲା ଆର୍‌ଏସ୍‌ଏସ୍‌, ମୋହନ ଭାଗଓ୍ବତ କହିଲେ ଏଭଳି…

ନୂଆଦିଲ୍ଲୀ, ୭।୨ : ଧର୍ମ ସଂସଦରେ ପ୍ରଦାନ କରାଯାଇଥିବା ମନ୍ତବ୍ୟ ନେଇ ସଂସଦଠାରୁ ଆର୍‌ଏସ୍‌ଏସ୍‌ ନିଜର ଦୂରତା ବଢ଼ାଇଛି। ରବିବାର ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ...

ଆସାମରେ କଂଗ୍ରେସକୁ ଝଟକା

ଗୁଆହାଟି,୧୭ ।୪: ଆସାମ କଂଗ୍ରେସର ବରିଷ୍ଠ ନେତା ରିପୁନ ବୋରା କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି । ଆସାମର ପୂର୍ବତନ ଏମପି ତଥା ରାଜ୍ୟର ପୂର୍ବତନ...

Advertisement
Archives

Model This Week