Posted inଖେଳ

ଧୋନୀ, କୋହଲିଙ୍କ ସ୍ବତନ୍ତ୍ର କ୍ଲବରେ ଜାଡେଜା

ମେଲବୋର୍ନ,୨୯।୧୨: ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଙ୍ଗଳବାର ଏକ ସ୍ବତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ବର୍ତ୍ତମାନ କ୍ୟାପଟେନ ବିରାଟ କୋହଲିଙ୍କ ଭଳି ମହାନ ଭାରତୀୟ କ୍ରିକେଟରଙ୍କ କ୍ଲବରେ ସ୍ଥାନ ହାସଲ କରିଛନ୍ତି ଜାଡେଜା। ଏମାନେ ସମସ୍ତ ଫର୍ମାଟ(ଟେଷ୍ଟ, ଦିନିକଆ ଓ ଟି୨୦)ରେ ଖେଳିଛନ୍ତି ୫୦ କିମ୍ବା ତା’ଠାରୁ ଅଧିକ ମ୍ୟାଚ୍‌। ପୂର୍ବରୁ ଅନ୍ତର୍ଜାତୀୟ ସ୍ତରରେ ୫୦ଟି ଟି୨୦ ଓ ୧୬୮ ଦିନିକିଆ ମ୍ୟାଚ୍‌ ଖେଳିସାରିଥିବା ଜାଡେଜାଙ୍କ ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ମେଲବୋର୍ନ ଟେଷ୍ଟ ଥିଲା କ୍ୟାରିୟରର ୫୦ତମ ଟେଷ୍ଟ।

ପ୍ରତ୍ୟେକ ଫର୍ମାଟରେ ୫୦ରୁ ଊର୍ଦ୍ଧ୍ୱ ମ୍ୟାଚ୍‌ ଖେଳିଥିବା ମାହି ଭାଇ ଓ ବିରାଟଙ୍କ କ୍ଲବରେ ସାମିଲ ହେବା ମୋ ପାଇଁ ସମ୍ମାନର ବିଷୟ। ଏଥିନେଇ ବିସିସିଆଇ ଓ ଦଳୀୟ ସାଥିଙ୍କୁ ଧନ୍ୟବାଦ। ସେମାନେ ସର୍ବଦା ମୋତେ ସମର୍ଥନ କରିଛନ୍ତି। ଜୟ ହିନ୍ଦ୍‌ ବୋଲି ଜାଡେଜା ଟୁଇଟ୍‌ କରିଛନ୍ତି।

ଉଲ୍ଲେଖଥାଉ କି, ୨୦୦୪ରେ ଅନ୍ତର୍ଜାତୀୟ ସ୍ତରରେ ପଦାର୍ପଣ କରିଥିବା ଧୋନୀ କ୍ୟାରିୟରରେ ୯୦ ଟେଷ୍ଟ, ୩୫୦ ଦିନିକିଆ ଓ ୯୮ ଟି୨୦ ଖେଳିଛନ୍ତି। ଅନ୍ୟପକ୍ଷରେ ୮୭ ଟେଷ୍ଟ, ୨୫୧ ଦିନିକିଆ ଓ ୮୫ ଟି୨୦ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି କୋହଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭର୍ଷ୍ଟାପେନ୍‌ଙ୍କୁ ମୋନାକୋ ଗ୍ରାଁ ପ୍ରି ଟାଇଟଲ

ମୋନାକୋ, ୨୪ା୫: ରେଡ୍‌ବୁଲ୍‌ର ମ୍ୟାକ୍ସ ଭର୍ଷ୍ଟାପେନ୍‌ ମୋନାକୋ ଫର୍ମୁଲା ଓ୍ବାନ ଗ୍ରାଁ ପ୍ରି ମୋଟର ରେସ୍‌ ଜିତିଛନ୍ତି। ଏଥିସହିତ ଚାମ୍ପିୟନଶିପ୍‌ ଟେବୁଲରେ ମର୍ସିଡିଜ ଡ୍ରାଇଭର ଲୁଇସ୍‌...

ହାରୁଥିବା ବାଜି କିଭଳି ଜିତାଯାଏ, ଭାରତୀୟ ଖେଳାଳି ଜାଣନ୍ତି: ଇଂଲଣ୍ଡ କୋଚ୍‌

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସା କରିଛନ୍ତି। ପ୍ରଥମ ଇନିଂସରେ ୯୯ରନ୍‌ରେ ପଛୁଆ ରହିବା ସତ୍ତ୍ୱେ...

ଦୂତି ଚାନ୍ଦଙ୍କୁ ଝଟକା, ଡୋପିଂ କାରଣରୁ ୪ ବର୍ଷ ପାଇଁ ହେଲେ ବାସନ୍ଦ

ନୂଆଦିଲ୍ଲୀ,୧୮।୮: ଭାରତୀୟ ଆଥଲେଟ ଦୂତି ଚାନ୍ଦଙ୍କ ଉପରେ ୪ବର୍ଷ ପାଇଁ ବାସନ୍ଦ କରାଯାଇଛି। ଡୋପିଂ କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିବା ଜଣାପଡିଛି। ଦୂତିିଙ୍କ ଟେଷ୍ଟ କରାଯାଇଥିଲା।...

‘ରୋହିତ-ବିରାଟଙ୍କ ଶେଷ ବିଶ୍ୱକପ୍‌ ହୋଇପାରେ’

ନୂଆଦିଲ୍ଲୀ,୪।୬: କିଛି ଦିନ ଧରି ଖରାପ ଫର୍ମରେ ନଜର ଆସୁଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି। କୋହଲି...

ଆଇପିଏଲ୍‌- ୧୪: ପ୍ରଥମ ବିଜୟ ଲକ୍ଷ୍ୟରେ ହାଇଦ୍ରାବାଦ

ଚେନ୍ନାଇ,୧୭।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ନବମ ମ୍ୟାଚ୍‌ରେ ଡେଭିଡ୍‌ ଓ୍ବାର୍ନରଙ୍କ ସନରାଇଜର୍ସ ହାଇଦ୍ରାବାଦ ଓ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପରସ୍ପରକୁ ଭେଟିବେ।...

ଲାରାଙ୍କୁ ପଛରେ ପକାଇଲେ ହୋଲ୍ଡର

ସାଉଥାମ୍ପଟନ, ୧୩।୭- କରୋନା ଲାଗି ଦୀର୍ଘ ୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ଘରୋଇ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ୪ ଉଇକେଟ୍‌ରେ ପରାସ୍ତ...

ଟୋକିଓ ଅଲିମ୍ପିକ୍ସ ଆଉ ବର୍ଷେ ରହିଲା

ଟୋକିଓ,୨୩।୭(ଏପି): କୋଭିଡ୍‌-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଟୋକିଓ ଅଲିମ୍ପିକ୍ସର କାଉଣ୍ଟ ଡାଉନ୍‌ ଆରମ୍ଭ ହୋଇଛି। ଆଉ ବର୍ଷେ ପରେ ଅଲିମ୍ପିକ୍ସ ଆରମ୍ଭ ହେବ। କିନ୍ତୁ...

ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ,୧୪।୭: ପୂର୍ବତନ କ୍ରିକେଟର ୟଶ୍‌ପାଲ ଶର୍ମାଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କ୍ରିକେଟ ଜଗତ ଓ ସମାଜର ବିଭିନ୍ନ ବର୍ଗରୁ...

Advertisement
Archives

Model This Week