ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର

ଭଦ୍ରକ ଅଫିସ, ୯ା୫: ଭଦ୍ରକ ଜିଲା ତିହିଡ଼ି ଥାନା ଦୋଳସାହି ଅଞ୍ଚଳରେ ଜଣେ ସ୍ବାମୀ ପରିତ୍ୟକ୍ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଘଟଣାର ୪ ଦିନ ପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ତିହିଡ଼ି ଥାନା ପୋଲିସ ଏକ ମାମଲା (ନଂ. ୧୯୮/୨୧) ରୁଜୁ କରିଛି। ପୋଲିସ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇଛି। ଇତି ମଧ୍ୟରେ ମାମଲା ରୁଜୁ ହେବାର ଏକ ସପ୍ତାହ ବିତିଗଲାଣି। ହେଲେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ପାରିନାହିଁ। ସୂଚନା ମୁତାବକ, ପୀଡ଼ିତା ଜଣେ ସ୍ବାମୀ ପରିତ୍ୟକ୍ତା। ସେ ମା’ଙ୍କ ସହ ରୁହନ୍ତି। ଗତ ୨୯ ତାରିଖରେ ମହିଳା ଜଣକ ଜଣେ ବ୍ୟକ୍ତିଙ୍କ ଘରକୁ ଯାଉଥିଲେ। ବାଟରେ ଜଣେ ଯୁବକ ତାଙ୍କୁ ବଳପୂର୍ବକ ଟେକି ନେଇଥିଲେ। ପରେ ପୀଡିତାଙ୍କୁ ନିସ୍ତୁକ ମାଡ଼ ମାରି ବଳାତ୍କାର କରିଥିଲେ। ଏନେଇ ଥାନା ଅଧିକାରୀ ରମେଶ ଚନ୍ଦ୍ର ସିଂଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ୪ର୍ଥ ଶ୍ରେଣୀ ପଞ୍ଚାୟତ କର୍ମଚାରୀ ସଂଘର ବୈଠକ

ଜୁନାଗଡ,୩୦।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ସଭାଗୃହଠାରେ ରବିବାର ଓଡିଶା ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୁନାଗଡ ବ୍ଲକ ସଭାପତି...

ଆଗରେ ଅନେକ ଚ୍ୟାଲେଞ୍ଜ

ଭୁବନେଶ୍ୱର, ୭ା୬(ବ୍ୟୁରୋ): ବିଜେଡି ସରକାରର ପଞ୍ଚମ ପାଳିର ଦ୍ୱିତୀୟ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ଗଠନ ହୋଇସାରିଛି । ନୂଆ ମନ୍ତ୍ରୀମାନେ ଶପଥ ପାଠ ପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ୬-ଟି...

ଭିକ୍ଷା ମାଗୁଛନ୍ତି ପୂର୍ବତନ ଡିଏସ୍‌ପିଙ୍କ ପୁଅ

କଟକ ଅଫିସ,୧୫ା୭: ଦିବାକର ପରିଡ଼ା ଥିଲେ ପୋଲିସ ବିଭାଗର ଜଣେ ବରିଷ୍ଠ ଅଧିକାରୀ। ସେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତ ପକ୍ଷରୁ ବ୍ରିଟିଶ ସେନାରେ ଯୋଗ ଦେଇଥିଲେ।...

ଗଡ଼ିନି ଯାତ୍ରୀବାହୀ ଟ୍ରେନ୍‌, ଚାଲିଛି ଟିକେଟ ହ୍ୟାକିଂ

କେନ୍ଦ୍ରାପଡ଼ା ଅଫିସ,୨୩।୭: ହରିଦାସପୁର-ପାରାଦୀପ ନୂଆ ବ୍ରଡଗେଜ ଲାଇନରେ ଭାୟା କେନ୍ଦ୍ରାପଡ଼ା ଜିଲା ମଧ୍ୟ ଦେଇ ୨୦୨୦ ଜୁଲାଇ ୨୪ରେ ପ୍ରଥମ ପଣ୍ୟବାହୀ ରେଳ ଗଡ଼ିଥିଲା। ଏହାକୁ...

ଖରିଫ ଧାନ ସଂଗ୍ରହ ଆରମ୍ଭରୁ ତେଜିଲା ଅସନ୍ତୋଷ

ଭବାନୀପାଟଣା/କୋକସରା,୨୫।୧୧(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲାରେ ଚଳିତ ଖରିଫ ଧାନ କିଣା ଅନୁଷ୍ଠାନିକ ଭାବେ ଗୁରୁବାର ରଣମାଲ ମଣ୍ଡିରେ ଆରମ୍ଭ ହୋଇଛି। ହେଲେ ପ୍ରଥମ ଦିନରୁ ହିଁ ଚାଷୀଙ୍କ...

ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ବ୍ରାଉନ୍‌ସୁଗାର ଜବତ: ୪ ଗିରଫ

ବାଲେଶ୍ୱର ଅଫିସ,୧୮।୬: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ସୋମବାର ବିଳମ୍ବିତ ରାତିରେ ଚଢ଼ାଉ କରି ବାଲେଶ୍ୱର-ଫୁଲାଡ଼ି ରାସ୍ତାରୁ ଏକ କାରରେ ଯାଉଥିବା ୧ କିଲୋରୁ...

ପ୍ରକାଶ ପାଇଲା ଉପନିର୍ବାଚନ ବିଜ୍ଞପ୍ତି: ନଭେମ୍ବର ୩ରେ ବାଲେଶ୍ୱର ସଦର, ତିର୍ତ୍ତୋଲରେ ହେବ ମତଦାନ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): କରୋନା କଟକଣା ମଧ୍ୟରେ ଆସନ୍ତା ନଭେମ୍ବର ୩ରେ ବାଲେଶ୍ୱର ସଦର ଏବଂ ତିର୍ତ୍ତୋଲରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

ମଧୁସୂଦନପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ: ୪ ବଖରା ସହିତ ଜଳିଗଲେ ୪ ଗୋରୁ

ବିିଞ୍ଝାରପୁର,୨୮।୯(ଡି.ଏନ.ଏ): ବିଞ୍ଝାରପୁର ଥାନା ମଧୁସୂଦନପୁର ଗ୍ରାମର ରଥସାହିଠାରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡର କାରଣ ଜଣାପଡି ନ ଥିବାବେଳେ ଏଥିରେ ଦୁଇ...

Advertisement
Archives

Model This Week