Posted inଜାତୀୟ

‘ପପୁ ନୁହେଁ ସ୍ମାର୍ଟ ନେତା ରାହୁଲ ଗାନ୍ଧୀ’ : ରଘୁରାମ ରାଜନ

ନୂଆଦିଲ୍ଲୀ,୧୯ ।୧: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ)ର ପୂର୍ବତନ ଗଭର୍ନର ରଘୁରାମ ରାଜନ ପୁଣିଥରେ ରାହୁଲ ଗାନ୍ଧୀଙ୍କର ପ୍ରଶଂସା କରିଛନ୍ତି । ରାଜନ କହିଛନ୍ତି ରାହୁଲ ଗାନ୍ଧୀ ସ୍ମାର୍ଟ ନେତା ପପୁ ନୁହେଁ । ରାଜନ ଗତମାସରେ ରାଜସ୍ଥାନରେ ଚାଲିଥିବା କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଥିଲେ । ସେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପପୁ କହିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ।
ଏକ ସାକ୍ଷାତ୍‌କାରରେ ରାଜନ କହିଥିଲେ, ମୋତେ ଲାଗୁଛି ରାହୁଲଙ୍କ ଛବି ଦୁର୍ଭାଗ୍ୟପୂର୍ଣ୍ଣ । ରାହୁଲ କୌଣସି ପ୍ରକାରେ ପପୁ(ମୁର୍ଖ) ନୁହଁନ୍ତି । ସେ ଜଣେ ସ୍ମାର୍ଟ, ଯୁବା ଓ ଜିଜ୍ଞାସୁ ବ୍ୟକ୍ତି । ପ୍ରାଥମିକତା କ’ଣ, ଅନ୍ତର୍ନିିହିତ ବିପଦ ଏବଂ ସେଗୁଡିକର ମୂଲ୍ୟାଙ୍କନ କରିବାର କ୍ଷମତାର ଏକ ଭଲ ବୁଝିବା ଶକ୍ତି ହେବା ଜରୁରୀ ଆଉ ରାହୁଲ ଏସବୁ ପାଇଁ ସକ୍ଷମ ।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଲରୁ ୪ ଆତଙ୍କବାଦୀ ଗିରଫ, ବହୁ ଅସ୍ତ୍ରଶସ୍ତ୍ର ଜବତ…

କର୍ନାଲ, ୫।୫ : ହରିୟାଣାର କର୍ନାଲ୍‌ରୁ ୪ ଆତାଙ୍କବାଦୀଙ୍କୁ ଗିରଫ କରାଯାଇଛି। ତାଙ୍କ ପାଖରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏନେଇ ହରିୟାଣା ପୋଲିସ...

୧୬୯ ଦିନ ପରେ ରେଳ ଧାରଣାରୁ ଉଠିଲେ କୃଷକ

ଚଣ୍ଡିଗଡ଼,୧୨।୩: ଗତ ସାଢେ ୩ ମାସେ ହେବ ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହି ସମୟରେ ପଞ୍ଜାବରୁ ଏକ ଆଶ୍ୱସ୍ତିକର ଖବର ଆସିଛି।...

୨୦ ବର୍ଷ ଯୁବକ ପାଲଟିଲେ ହ୍ୟୁମାନ୍‌ କାଲକୁଲେଟର: ଆଖିପିଛୁଳାକେ କରୁଛନ୍ତି ବଡ଼ ବଡ଼ ହିସାବ

ହାଇଦ୍ରାବାଦ୍‌, ୨୫।୮: ଆଖିପିଛୁଳାକେ ବଡ଼ ବଡ଼ ହିସାବ କରି ତେଲେଙ୍ଗାନାର ୨୦ ବର୍ଷ ଯୁବକ ଭାନୁ ପ୍ରକାଶ ଲିମ୍ପ୍‌କା ବୁକ୍‌ରେ ରେକର୍ଡ କରିଛନ୍ତି। ଏବେ ତାଙ୍କ...

କଂଗ୍ରେସ ଛାଡିଲେ ଉର୍ମିଳା

ମୁମ୍ବାଇ,୧୦।୯: କଂଗ୍ରେସକୁ ଲାଗିଛି ବଡ ଝଟ୍‌କା। ବଲିଉଡ୍‌ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଚଳିତ ବର୍ଷ ଲୋକ ସଭା ନିର୍ବାଚନରେ କଂଗ୍ରେସରେ ଯୋଗ ଦେଇଥିବା ବେଳେ ମାତ୍ର...

୩୫ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସ୍ଥାୟୀ କରିବେ ପଞ୍ଜାବ ସରକାର

ଚଣ୍ଡିଗଡ଼,୨୨।୩: ପଞ୍ଜାବରେ ଶାସନ କ୍ଷମତା ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଆକ୍ସନ ମୁଡ୍‌ରେ ଆସିଯାଇଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟର ହିତ ପାଇଁ ସେ...

ଉତ୍ତରପ୍ରଦେଶରେ ଅନର କିଲିଂ: ଗର୍ଭବତୀ ନାବାଳିକାଙ୍କୁ ନିର୍ମମ ହତ୍ୟା

ଶାହାଜାହାନ୍‌ପୁର,୭।୧୦: ହାଥ୍‌ରସ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ପୁଣି ଉତ୍ତରପ୍ରଦେଶରେ ଏକ ଲଜ୍ଜାକର ଘଟଣା ଘଟିଛି। ରାଜ୍ୟର ଶାହାଜାହାନ୍‌ପୁର ଜିଲାରେ ଜଣେ ଦଳିତ ଗର୍ଭବତୀ...

ଟୁଇନ୍ସ ବେବିଙ୍କୁ ଧରି ମୁମ୍ବାଇରେ ପହଞ୍ଚିଲେ ଇଶା ଅମ୍ବାନୀ: ଗ୍ରାଣ୍ଡ ଓ୍ବେଲକମ୍‌ ପାଇଁ ଏୟାରପୋର୍ଟରେ ପହଞ୍ଚିଲେ ପୁରା ପରିବାର

ମୁମ୍ବାଇ,୨୪।୧୨: ଭାରତର ସବୁଠାରୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଇ ଇଶା ଅମ୍ବାନୀ ନିକଟରେ କାଲିଫର୍ନିଆର ଲସ୍‌ ଏଞ୍ଜେଲସ୍‌ରେ ଯାଆଁଳା ସନ୍ତାନଙ୍କୁ...

କରୌଲି ଦଙ୍ଗା: ୧୫ ଜଣଙ୍କୁ ସୁରକ୍ଷା ଦେଇଥିଲେ ମହିଳା

ଜୟପୁର,୧୬।୪: ରାଜସ୍ଥାନର କରୌଲିରେ ସାମ୍ପ୍ରଦାୟିକ ଦଙ୍ଗା ବେଳେ ଜଣେ ୪୮ ବର୍ଷୀୟ ମହିଳା ଦୁଃସାହସିକତା ଦେଖାଇ ୧୫ ଜଣଙ୍କୁ ସୁରକ୍ଷା ଦେଇପାରିଥିଲେ। ଗତ ୨ ତାରିଖରେ...

Advertisement
Archives

Model This Week