Posted inଜାତୀୟ

ନମୋ ଆପ ମାଧ୍ୟମରେ କର୍ମୀଙ୍କ ସହ ଯୋଡି ହେବେ ମୋଦି

ନୂଆଦିଲ୍ଲୀ,୨୫ ।୧: ଉତ୍ତର ପ୍ରଦେଶ ସମେତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଲାଗି ସବୁ ରାଜନୈତିକ ଦଳ ପ୍ରଚାର ଅଭିଯାନ ଜାରି ରଖିଛନ୍ତି । ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସାରା ଦେଶର ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଭାଜପା ପକ୍ଷରୁ ସୋମବାର ତା’ର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସୂଚନା ଦିଆଯାଇଛି । ଭାଜପା ପକ୍ଷରୁ ଟୁଇଟରେ କୁହାଯାଇଛି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୫ ଜାନୁୟାରୀ ଦିନ ୧୧ଟାରେ ଦେଶର ଭାଜପା କର୍ମୀଙ୍କ ସହ ନମୋ ଆପ(ଅଡିଓ)ମାଧ୍ୟମରେ କଥା ହେବେ ।
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଓ ମଣିପୁର ବିଧାନସଭା ଲାଗି ନିର୍ବାଚନ ହେବାକୁ ଯାଉଛି । ଉତ୍ତର ପ୍ରଦେଶର ୭ଟି ପର୍ଯ୍ୟାୟରେ ମତଦାନ କରାଯିବାକୁ ଥିବା ବେଳେ ମଣିପୁରରେ ୨ଟି ପର୍ଯ୍ୟାୟ ଓ ଉତ୍ତରାଖଣ୍ଡ, ଗୋଆ ଓ ପଞ୍ଜାବରେ ଗୋଟିଏ ଲେଖାଁ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଗୀଙ୍କୁ ଭେଟିଲେ କମଲେଶଙ୍କ ପରିବାର

ଲକ୍ଷ୍ନୌ,୨୦।୧୦: ହିନ୍ଦୁ ସମାଜ ପାର୍ଟିର ନେତା କମଲେଶ ତିଓ୍ବାରୀଙ୍କ ମା’ ସ୍ତ୍ରୀ ଓ ଭାଇ ରବିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଭେଟିଛନ୍ତି।...

ଏମ୍ସ ଆସିଲେ ଡେରା ମୁଖ୍ୟ ରାମ ରହିମ

ରୋହତକ,୧୩ ।୭: ରୋହତକର ସୁନରିୟା ଜେଲରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି ।...

ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ

ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ...

ବିବାହର ଦୁଇ ଦିନ ପରେ କନ୍ୟାଙ୍କ କରୋନା ରିପୋର୍ଟ ଆସିଲା ପଜିଟିଭ: ବର ସମେତ ୩୨ ଜଣ କ୍ୱାରାଣ୍ଟାଇନରେ

ଭୋପାଳ,୨୧।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବୁଧବାର ୩୯ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ତେବେ ସଂକ୍ରମିତଙ୍କ...

ଭାଜପା କର୍ମୀଙ୍କୁ ମୋଦିଙ୍କ ଅପିଲ: କୃଷକଙ୍କ ପାଖକୁ ଯାଇ ସହଜରେ ବୁଝାଇ ଦିଅ କୃଷି ବିଲ୍‌

ନୂଆଦିଲ୍ଲୀ,୨୫ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜୟନ୍ତି ଅବସରରେ ଦେଶର ସମସ୍ତ ଭାରତୀୟ ଜନତା ପାର୍ଟି(ଭାଜପା) କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି...

କଲେଜରେ ପଶି ଶିକାର କଲା ଚିତାବାଘ

କୋଏମ୍ବାଟର,୨୯।୧୨: କୋଏମ୍ବାଟରର ଏକ କଲେଜରେ କ୍ଲାସ ସମୟରେ କ୍ୟାମ୍ପସ ଭିତରକୁ ପଶି ଆସିଥିଲା ଏକ ଚିତାବାଘ। କ୍ୟାମ୍ପସରେ ଏକ ବୁଲା କୁକୁରକୁ ଶିକାର କରିବା ପରେ...

ହୋଟେଲ କ୍ରିଷ୍ଣାରେ ଅଗ୍ନିକାଣ୍ଡ: ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ,୧୫ ।୮: ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର ୮ରେ ଥିବା ହୋଟେଲ କ୍ରିଷ୍ଣାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଆଖପାଖରେ ଥିବା ଲୋକେ...

ଗୋଟିଏ ପରିବାରର ୧୩ ଜଣ କରୋନାରେ ପୀଡ଼ିତ

ମିରଠ,୩୦।୩: ଉତ୍ତରପ୍ରଦେଶର ମିରଠରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏଠାରେ ଏବେ ଗୋଟିଏ ପରିବାରର ୧୩ ଜଣ କରୋନା ଭାଇରସରେ ପୀଡ଼ିତ ଥିବା ଜଣାପଡିଛି।...

Advertisement
Archives

Model This Week