ଏହି ରାଶିର ଲୋକମାନେ ହୁଅନ୍ତି ଅଧିକ ଧନୀ, କେବେ ବି ଅଭାବ ରହେନି…

ଅନେକ ଲୋକ ବିଶ୍ୱାସ କରନ୍ତି ଯେ କିଛି ରାଶିର ବ୍ୟକ୍ତି ଅନ୍ୟମାନଙ୍କ ତୁଳନାରେ ଅଧିକ ଧନୀ ହେବାର ସମ୍ଭାବନା ରଖନ୍ତି। ତେବେ, କେଉଁ ରାଶିର ଲୋକ ଅଧିକ ଧନୀ ହୋଇଥାନ୍ତି?

ବୃଷ ରାଶି
ଶୁକ୍ର ଗ୍ରହ ଦ୍ୱାରା ପରିଚାଳିତ ବୃଷ ରାଶିର ବ୍ୟକ୍ତି ସାଧାରଣତଃ ଐଶ୍ୱର୍ଯ୍ୟ, ସୁଖ-ସୌଭାଗ୍ୟ ଓ ସ୍ଥିରତା ପସନ୍ଦ କରନ୍ତି। ଏମାନେ ଅର୍ଥ ସଞ୍ଚୟ ଓ ନିବେଶରେ ଅତ୍ୟନ୍ତ ଚତୁର ହୋଇଥାନ୍ତି। ବ୍ୟାଙ୍କିଙ୍ଗ, ରିଅଲ ଏଷ୍ଟେଟ, କଳା, ଫ୍ୟାଶନ ଓ ଖାଦ୍ୟ ଶିଳ୍ପରେ ଏମାନେ ସଫଳତା ହାସଲ କରିଥାନ୍ତି। ଏମାନେ କଠୋର ପରିଶ୍ରମୀ ଏବଂ ର୍ଧଯ୍ୟଶୀଳ, ଯାହା ଏମାନଙ୍କୁ ଦୀର୍ଘମିଆଦି ଆର୍ଥିକ ସ୍ଥିରତା ଆଣିଥାଏ।

କନ୍ୟା ରାଶି
ବୁଧ ଗ୍ରହ ଦ୍ୱାରା ପରିଚାଳିତ କନ୍ୟା ରାଶିର ବ୍ୟକ୍ତି ବିଶ୍ଳେଷଣାତ୍ମକ ଓ ଯୋଜନାବଦ୍ଧ। ଏମାନେ ଆର୍ଥିକ ଯୋଜନା ଓ ବ୍ୟବସ୍ଥାପନାରେ ପାରଙ୍ଗମ। ପ୍ରଯୁକ୍ତି, ହିସାବ ନିକାଶ, ପରାମର୍ଶ ଓ ସେବା କ୍ଷେତ୍ରରେ ଏମାନେ ଉଚ୍ଚସ୍ତରୀୟ ସଫଳତା ହାସଲ କରନ୍ତି। ଏମାନଙ୍କର ସଂଗଠନ କ୍ଷମତା ଓ ସୂକ୍ଷ୍ମ ଦୃଷ୍ଟିକୋଣ ଅର୍ଥ ପରିଚାଳନାରେ ସହାୟକ ହୋଇଥାଏ।

ବିଛା ରାଶି
ମଙ୍ଗଳ ଓ ପ୍ଲୁଟୋ ଦ୍ୱାରା ପରିଚାଳିତ ବିଛା ରାଶିର ବ୍ୟକ୍ତି ଅତ୍ୟନ୍ତ ନିଷ୍ଠାବାନ ଓ ଲକ୍ଷ୍ୟଭିତ୍ତିକ।
ଏମାନେ ରିସ୍କ ନେବାରେ ପଛାନ୍ତି ନାହିଁ ଏବଂ ବ୍ୟବସାୟ, ନିବେଶ ଓ ଅନୁସନ୍ଧାନ କ୍ଷେତ୍ରରେ ସଫଳତା ହାସଲ କରନ୍ତି। ଅନ୍ୟମାନଙ୍କ ସମ୍ପଦ ପରିଚାଳନା କରିବାରେ ମଧ୍ୟ ଏମାନେ ଦକ୍ଷ। ଏମାନଙ୍କର ଗଭୀର ଚିନ୍ତାଧାରା ଓ ର୍ନିଣ୍ଣୟ କ୍ଷମତା ଆର୍ଥିକ ସଫଳତାରେ ସହାୟକ।


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

୪୦ ବର୍ଷ ପରେ ଖୋଲେ ଭାଗ୍ୟର ତାଲା! ଏହି ୩ ରାଶିର ଲୋକଙ୍କ ଉପରେ ବର୍ଷେ ଧନ , ଯଶ

ଜୀବନରେ ଅନେକ ସଂଘର୍ଷ କରିବା ପରେ ମଧ୍ୟ ଯଦି ସଫଳତା ମିଳୁନାହିଁ, ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ପଛରେ ଗ୍ରହ ନକ୍ଷତ୍ରର ପ୍ରଭାବ ଥାଇପାରେ। ଜ୍ୟୋତିଷର…

ଜନ୍ମାଷ୍ଟମୀରେ ମହାସଂଯୋଗ କରିବ ମନି ମେକର୍‌, ୯ଟି ରାଶି ହେବ ଧନବାନ!

ଚଳିତ ବର୍ଷ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ୱ କେବଳ ଧାର୍ମିକ ଦୃଷ୍ଟିକୋଣରୁ ନୁହେଁ, ବରଂ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମଧ୍ୟ ଅତ୍ୟନ୍ତ ବିରଳ ଏବଂ ଶୁଭଙ୍କର। ୪ ସେପ୍ଟେମ୍ୱର…

ନବପଞ୍ଚମ ଯୋଗରେ ମାଲାମାଲ ହେବେ ସିଂହ ସମେତ ଏସବୁ ରାଶି: ଖୋଲିବ ଆୟର ଦ୍ୱାର, ଶନିବାରଠୁ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ୫ ସେପ୍ଟେମ୍ବର ସକାଳେ ଶୁକ୍ର ଓ ଚନ୍ଦ୍ରଙ୍କ ମଧ୍ୟରେ ଏକ ଶୁଭ ନବପଞ୍ଚମ ଯୋଗ ଗଠନ ହେବ। ଚନ୍ଦ୍ରମା ୫ ସେପ୍ଟେମ୍ବର…

ସେପ୍ଟେମ୍ୱର ୧୧ରେ ଶୁକ୍ରଙ୍କ ନକ୍ଷତ୍ର ପରିବର୍ତ୍ତନରେ ଫିଟିଯିବ ଭାଗ୍ୟ, ୫ ରାଶିଙ୍କ ଉପରେ ଧନବର୍ଷା

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ ଶୁକ୍ରବାର ରାତି ୧୧ଟା ୧୯ ମିନିଟରେ ସ୍ୱାତୀ ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କର ସ୍ୱାତୀ ନକ୍ଷତ୍ରରେ ଗୋଚର ଫଳରେ…

ଜନ୍ମାଷ୍ଟମୀ ପରଦିନ ସୃଷ୍ଟି ହେବ ଦୁର୍ଲଭ ମହାଲକ୍ଷ୍ମୀ ରାଜଯୋଗ, କେବଳ ଏହି ୩ ରାଶି ଉପରେ ହେବ ଧନବର୍ଷା

ଜ୍ୟୋତିଷ ଶାସ୍ତ୍ରରେ ମହାଲକ୍ଷ୍ମୀ ରାଜଯୋଗକୁ ଅତ୍ୟନ୍ତ ଶୁଭ ଯୋଗ ବୋଲି ମନେ କରାଯାଏ । ଚନ୍ଦ୍ରମା ଓ ମଙ୍ଗଳ ଗ୍ରହ ଗୋଟିଏ ରାଶିରେ ଏକତ୍ର ହେଲେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri