ଟ୍ରାଫିକ୍ କନଷ୍ଟେବଲ୍ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କଲା OSSC, ଜାଣନ୍ତୁ କିପରି କରିବେ ଆବେଦନ

ଭୁବନେଶ୍ୱର,୧୫ା୩: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି, କମର୍ସ ଏବଂ ଟ୍ରାନ୍ସପୋର୍ଟ (ଟ୍ରାନ୍ସପୋର୍ଟ) ବିଭାଗ ଅଧୀନରେ ଟ୍ରାଫିକ୍ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ଆଶାୟୀମାନେ ଅନଲାଇନ୍ ମାଧ୍ୟମରେ ଏଥିପାଇଁ ଆବେଦନ କରି ପାରିବେ।

ଏଥିପାଇଁ ମାର୍ଚ୍ଚ ୨୮ ତାରିଖରେ ରେଜିଷ୍ଟ୍ରେସନ ଆରମ୍ଭ ହେବାକୁ ଥିବା ବେଳେ ଏପ୍ରିଲ ୨୭ ଶେଷ ତାରିଖ ରହିଛି। ସେହିପରି ଆବେଦନର ଶେଷ ତାରିଖ ଏପ୍ରିଲ ୩୦ ତାରିଖ ରହିଛି। ତେବେ ଆଶାୟୀମାନେ ମେ ୨ ତାରିଖ ପର୍ୟ୍ୟନ୍ତ ସେମାନଙ୍କର ଆବେଦନପତ୍ର ଏଡିଟ କରି ପାରିବେ। ଉଭୟ ମହିଳା ଏବଂ ପୁରୁଷ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ବୟସସୀମା: ୧ ଜାନୁଆରୀ, ୨୦୨୪ ସୁଦ୍ଧା ୨୧ ବର୍ଷ ହୋଇଥିବା ଆବଶ୍ୟକ। ସେହିଭଳି ସମାନ ତାରିଖ ସୁଦ୍ଧା ୩୮ ବର୍ଷ ବୟସରୁ ଅଧିକ ହୋଇ ନଥିବା ଆବଶ୍ୟକ। ତେବେ ସଂରକ୍ଷଣ ନିୟମ ଅନୁଯାୟୀ କିଛି ଶ୍ରେଣୀର ଆଶାୟୀଙ୍କ ସ୍ଵାତନ୍ତ୍ରର ରିହାତି ମିଳିପାରେ।

ଶିକ୍ଷାଗତ ଯୋଗ୍ୟତା: ଆଶାୟୀମାନେ ସୀକୃତିପ୍ରାପ୍ତ ବୋର୍ଡରୁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

ଦରମା: ଲେଭେଲ-୪ ଓଆରଏସପି, ୨୦୧୭ ଅନୁଯାୟୀ ଦରମା ମିଳିବ ।

ନିଯୁକ୍ତି ପ୍ରକ୍ରିୟା:

  • ପ୍ରିଲିମିନାରୀ ପରୀକ୍ଷା
  • ଲିଖିତ ପରୀକ୍ଷା
  • ଶାରୀରିକ ମାନକ ମାପ ଏବଂ ଶାରୀରିକ ପରୀକ୍ଷା (କେବଳ କ୍ୱାଲିଫାଇଂ)
  • ସାର୍ଟିଫିକେଟ୍ ଭେରିଫିକେସନ

Enter your email to get our daily news in your inbox.

All Right Reserved By Dharitri.Com

ଆସିଲା JEE Mains ରେଜଲ୍ଟ: କେମିତି ଜାଣିବେ ମେରିଟ ଲିଷ୍ଟ ତାଲିକା

ନୂଆଦିଲ୍ଲୀ,୨୫।୪: ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମିଳିତ ପ୍ରବେଶିକା ପରୀକ୍ଷା (JEE Mains) ସେସନ-୨ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜାନୁଆରୀ ଏବଂ...

ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ...

ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ପାଇଁ ଅବଧି ବଢାଇଲେ ରାଜ୍ୟ ସରକାର

ଭୁବନେଶ୍ୱର,୭।୪: ଚଳିତ ଶିକ୍ଷାବର୍ଷରେ ଶିକ୍ଷାଧିକାର ଆଇନ୍‌‌ ଅନୁସାରେ, ଆର୍ଥିକ ଅନଗ୍ରସର ପିଲାମାନଙ୍କୁ ଘରୋଇ ସ୍କୁଲରେ ନାମଲେଖା ଅବଧିକୁ ଚଳିତ ମାସ ୨୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି...

ସିୟୁଇଟି ୟୁଜି ଆବେଦନ ଅବଧି ୫କୁ ବୃଦ୍ଧି

ଭୁବନେଶ୍ୱର,୧।୪(ଅସମାପିକା ସାହୁ): ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି କରାଯାଇଛି। ଏ ନେଇ ରବିବାର...

ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୧୯।୩: ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡିକରେ ବମ୍ପର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ୧୧୦ ଜଣ ଅଧ୍ୟକ୍ଷଙ୍କ ସମେତ ମୋଟ ୧୩୪୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ...

୨.୫୬ ଲକ୍ଷ ଗ୍ରାମୀଣ ଡାକ ସେବକଙ୍କ ପାଇଁ ପଦୋନ୍ନତି ଯୋଜନାର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ, ୧୫।୩: ଡାକ ବିଭାଗରେ କାର୍ଯ୍ୟରତ ୨.୫୬ ଲକ୍ଷରୁ ଅଧିକ ଗ୍ରାମୀଣ ଡାକ ସେବକ (ଜିଡିଏସ)ଙ୍କ ସେବା ସ୍ଥିତିରେ ଉନ୍ନତି ଆଣିବା ଏବଂ ସେବାରେ ସ୍ଥାଣୁତା...

୫୮୬ ଗ୍ରୁପ ବି, ସି ପଦବୀ ପାଇଁ ବିସ୍ତୃତ ବିଜ୍ଞାପନ ପ୍ରକାଶ କଲା ଓଏସଏସସି

ଭୁବନେଶ୍ୱର,୧୫ା୩: ମିଳିତ ସ୍ନାତକ ସ୍ତର ନିଯୁକ୍ତି ପରୀକ୍ଷା (ସିଜିଏଲଆୱାରି) ୨୦୨୪ ପାଇଁ ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଶୁକ୍ରବାର ଦିନ ଏକ ବିସ୍ତୃତ ବିଜ୍ଞାପନ...

ହାଇସ୍କୁଲରେ ୧,୦୬୧ ପୋଷ୍ଟ ଗ୍ରାଜୁଏଟ୍‌ ଶିକ୍ଷକ ପଦବୀରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ କିଭଳି କରିବେ ଆବେଦନ…

ଭୁବନେଶ୍ୱର,୧୫।୩(ଅସମାପିକା ସାହୁ): ରାଜ୍ୟରେ ଖାଲି ପଡ଼ିଥିବା ୧୦୬୧ ପୋଷ୍ଟ ଗ୍ରାଜୁଏଟ୍‌(ସ୍ନାତକୋତ୍ତର) ଶିକ୍ଷକ ପଦବୀ ପୂରଣ ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri