ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ‘କେଜିଏଫ୍‌-୨’

ରକିଂ ଷ୍ଟାର ୟଶଙ୍କ ଅଭିନୀତ ‘କେଜିଏଫ୍‌-୨’ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି । ବର୍ତ୍ତମାନ ଫିଲ୍ମଟି ହିନ୍ଦୀ ଭର୍ସନ ଫିଲ୍ମ ଭାବେ ବାହୁବଳୀ ପରେ ଏହା ଦ୍ବିତୀୟ ସ୍ଥାନରେ ରହିଛି । ଏହାସହିତ ସୁପରଷ୍ଟାର ଆମିର ଖାନଙ୍କ ଅଭିନୀତ ‘ଦଙ୍ଗଲ’କୁ ମଧ୍ୟ ଏହା ପଛରେ ପକାଇଛି ।
ଏକ ରିପୋର୍ଟ ଅନୁଯାୟୀ, ‘ବାହୁବଳୀ ୨’ର ହିନ୍ଦୀ ଭର୍ସନ ମୋଟ ୫୧୦.୯୯ କୋଟି ରୋଜଗାର କରିଥିବାବେଳେ ଦଙ୍ଗଲ ଫିଲ୍ମ ୩୮୭.୩୮ କୋଟି ଟଙ୍କା ରୋଜଗାର କରିଥିଲା । ହେଲେ ଦଙ୍ଗଲକୁ ପଛରେ ପକାଇ ୟଶଙ୍କ କେଜିଏଫ୍‌-୨ ରିଲିଜର ୨୧ ଦିନରେ ୩୯୧.୬୫ କୋଟି ରୋଜଗାର କରିଛି । ନିକଟରେ ‘କେଜିଏଫ୍‌-୨’ ବକ୍ସ ଅଫିସରେ ୧୦୦୦ କୋଟି ଅତିକ୍ରମ କରିଥିବା ଜଣାପଡିଛି। ଫିଲ୍ମଟି କନ୍ନଡ ସମେତ ତାମିଲ, ତେଲୁଗୁ, ମାଲାୟାଲମ,ହିନ୍ଦୀ ଭାଷାରେ ରିଲିଜ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ବଲିଉଡ, ସାଉଥ୍‌ ଫିଲ୍ମ ମଧ୍ୟରେ ବିଭାଜନ ହେବା ଉଚିତ୍‌ ନୁହେଁ’

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ଏବଂ ମାନୁଷୀ ଛିଲରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ଏବେ ଖୁବ୍‌ ଚର୍ଚ୍ଚାରେ। ଫିଲ୍ମଟି ଆଉ ଗୋଟିଏ ଦିନ...

ସ୍ତ୍ରୀଙ୍କ ପାଇଁ କରଓ୍ବାଚୌଥ ଉପବାସ କରନ୍ତି ଏହିସବୁ ସେଲିବ୍ରିଟି

୨୪ ଅକ୍ଟୋବର ଅର୍ଥାତ୍‌ ଆଜି କରଓ୍ବାଚୌଥ ବ୍ରତ ପାଳନ କରାଯାଉଛି। ଆଜି ମହିଳାମାନେ ନିଜ ସ୍ବାମୀଙ୍କ ଦୀର୍ଘ ଜୀବନ ପାଇଁ ଏକ ନିର୍ଜଳା ଉପବାସ ପାଳନ...

ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ...

ଆଲିଆ-ରଣବୀରଙ୍କୁ ବିରୋଧ, ନରୋତ୍ତମ କହିଲେ ଲୋକଙ୍କ ଭାବନାକୁ ଆଘାତ ଦେବା ଭଳି ମନ୍ତବ୍ୟ ଦେବା ଠିକ୍‌ ନୁହେଁ …

ଭୋପାଳ, ୭।୯ : ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ବୁଧବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ, ଉଜ୍ଜୟନୀରେ ବଜରଙ୍ଗ ଦଳ କର୍ମୀଙ୍କ ଦ୍ୱାରା...

ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ଦେଖି ଇମୋଶନାଲ ହେଲେ ତାପସୀ

ମୁମ୍ବାଇ: କରୋନା ମହାମାରୀ ସହ ଏବେ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଭାରତ ମଧ୍ୟ ଏଥିରୁ ବାଦ୍‌ ପଡି ନାହିଁ। ଏହି ସଂକ୍ରମଣକୁ ରୋକିବାକୁ...

କରୋନାରେ ଆଖିବୁଜିଲେ ଗୀତିକାର ପଣ୍ଡିତ କିରଣ ମିଶ୍ର

ଭକ୍ତି ସଂଗୀତ ପାଇଁ ପ୍ରସିଦ୍ଧ ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କର ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ତେବେ କରୋନାରେ...

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି...

‘ଆରଆରଆର’ ଫେମ୍‌ ଷ୍ଟିଭେନ୍ସନଙ୍କ ପରଲୋକ

ମୁମ୍ବାଇ: ନିର୍ଦ୍ଦେଶକଗଏସ୍‌ ଏସ୍‌ ରାଜାମୌଲିଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଆରଆରଆର’ରେ ନକାରାତ୍ମକ ଚରିତ୍ରରେ ଅଭିନୟ କରିଥିବା ଇଂରେଜ ଅଭିନେତା ଷ୍ଟିଭେନ୍ସନଙ୍କ ଦେହାନ୍ତ ହୋଇଛି। ସେ ୫୮ବର୍ଷ ବୟସରେ...

Advertisement
Archives

Model This Week