Posted inଫୁରସତ

ଦୁର୍ଘଟଣା ପରେ ଜଣାପଡିଲା ଜଣେ ଯୁବକଙ୍କର ୧୭ ପ୍ରେମିକା

ଆଜିକାଲି ପ୍ରେମ କରିବା ଏକ ସାଧାରଣ ଘଟଣା। ହେଲେ ଗୋଟିଏ ନୁହେଁ କି ଦୁଇଟି ନୁହେଁ ୧୭ ଜଣ ପ୍ରେମିକାଙ୍କୁ ଏକାସଙ୍ଗେ ପ୍ରେମ କରି ଫସିଛନ୍ତି ଜଣେ ଯୁବକ। ଚାଇନାର ହୁନାନ ଅଞ୍ଚଳରେ ରହୁଥିବା ୟୁଆନ ନାମକ ଜଣେ ଯୁବକ ହଠାତ୍‌ ଦିନେ ଦୁର୍ଘଟଣାର ଶିକାର ହେଲେ। ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ଏହି ଖବର ପାଇବା ପରେ ତାଙ୍କର ପ୍ରେମିକାଙ୍କ ସୁଅ ଛୁଟିଲା ହସ୍ପିଟାଲକୁ। ତେବେ ପ୍ରେମିକାମାନେ ପରସ୍ପରକୁ ଚିହ୍ନି ନ ଥିବା ବେଳେ ହସ୍ପିଟାଲରେ ହିଁ ସେମାନେ ଜାଣିଥିଲେ କି ସମସ୍ତେ ହେଉଛନ୍ତି ସେହି ଜଣେ ଯୁବକଙ୍କ ପ୍ରେମିକ। ଏମାନଙ୍କ ମଧ୍ୟରୁ ଜଣେ ୟୁଆନଙ୍କ ପିଲାର ମା’ ମଧ୍ୟ ହୋଇ ସାରିଥିଲେ। ସବୁଠାରୁ ମଜାଦାର କଥା ହେଲା ଏମାନେ ସମସ୍ତେ ଭିନ୍ନ ଭିନ୍ନ ଅଞ୍ଚଳର। ପୋଲିସ ଏବେ କେଉଁ ଧରଣ ଅଭିଯୋଗକୁ ଗ୍ରହଣ କରିବ ତାକୁ ନେଇ ପଡିଛି ଚିନ୍ତାରେ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

ମହିଳାଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଝାମ୍ପିନେଲା ମାଙ୍କଡ଼, ପୋଲିସ ପହଞ୍ଚିବା ପରେ ଯାହା ଘଟିଲା…

ଅଯୋଧ୍ୟାରୁ ସୋସିଆଲ ମିଡିଆରେ ମାଙ୍କଡ଼ର ଏକ କାରନାମା ସାମ୍ନାକୁ ଆସିଛି। ଜଣେ ମହିଳାଙ୍କଠାରୁ ଟଙ୍କା ବ୍ୟାଗ୍‌ ଝାମ୍ପିନେଇ ମାଙ୍କଡ଼ ପଳାଇଗଲା। ମହିଳା ଏବଂ ପାଖରେ ଥିବା ଲୋକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri