ଜଳୁନି ହାଇମାଷ୍ଟ୍‌ ଲାଇଟ୍‌

ଜେନାପୁର, ୧୫।୨(ଡି.ଏନ.ଏ.): ଧର୍ମଶାଳା ବ୍ଲକ ଚକ୍ରଧରପୁର ପଞ୍ଚାୟତ ଅଧୀନ ବାଘୁଆ ବ୍ରାହ୍ମଣୀ ଦେବୀ ହାଇସ୍କୁଲ ନିକଟସ୍ଥ ଛକଠାରେ ଥିବା ହାଇମାଷ୍ଟ ଲାଇଟ୍‌ ଦୀର୍ଘ ଦିନ ଧରି ଅଚଳ ହୋଇ ପଡ଼ିଛି। ଫଳରେ ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଛକ ନିକଟରେ ମା’ ବ୍ରାହ୍ମଣୀ ମନ୍ଦିର, ବାଲିସାହି ଡାକ୍ତର ଖାନା ରହିଛି। ଦୈନିକ ଆଖପାଖ ଅଞ୍ଚଳର ଲୋକେ ଏହି ବାଟରେ ଯାତାୟାତ କରୁଛନ୍ତି। ମାତ୍ର ସାରେ ଯିବାଆସିବା କରିବାକୁ ଭୟ କରୁଛନ୍ତି। ଅନ୍ୟପକ୍ଷରେ ଅନ୍ଧାରର ସୁଯୋଗ ନେଇ ମଦ୍ୟପଙ୍କ ପ୍ରାର୍ଦୁଭା ବୃଦ୍ଧି ପାଉଛି। ତେଣୁ ବ୍ଲକ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଅଚଳ ହୋଇ ପଡ଼ିଥିବା ଲାଇଟିକୁ ମରାମତି କରିବା ପାଇଁ ଅଞ୍ଚଳବସୀ ଦବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାପ୍ରଭୁଙ୍କୁ ଲାଗି ହେଲା ସାତପୁରୀ ପିଠା

ପୁରୀ ଅଫିସ,୨୦ା୮: ସପ୍ତପୁରୀ ଅମାବାସ୍ୟାରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ସାତପୁରୀ ପିଠା ଲାଗି ହୋଇଛି। ଅମାବାସ୍ୟା ହେତୁ ନାରାୟଣ ସାଗର ବିଜେ କରିଛନ୍ତି। ଏଥିସହ ଶ୍ରୀମନ୍ଦିରରେ...

ଅଲଗା ହେଲା ପରିବା ବଜାର

ସମ୍ବଲପୁର, ୧।୪ (ବ୍ୟୁରୋ)-କରୋନା କଟକଣା ଓ ଲକଡାଉନ ଘୋଷଣା ପରେ ମଧ୍ୟ ସମ୍ବଲପୁର ବ୍ୟବସାୟିକ ପେଣ୍ଠସ୍ଥଳ ଗୋଲ ବଜାର ଭିଡ ଜମୁଥିଲା। ପ୍ରଶାସନ ଓ ପୋଲିସ...

ସଂସ୍କାର ହେଉନି ଗୋପାଳିଆ କେନାଲ: ପାଣିରେ ବୁଡ଼ିଛି ଚାଷଜମି

ତିହିଡ଼ି, ୨।୮ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ କୁବେରା ପଞ୍ଚାୟତର ୩ଟି ମୌଜାରେ ୩ ଶହ ଏକର ଚାଷଜମି ପାଣିରେ ବୁଡ଼ି...

ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ...

ଡାଇରିଆ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ

ରାୟଗଡ଼ା ଅଫିସ,୨୩ା୭ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ,ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲି ଶନିବାର କାଶୀପୁର ବ୍ଲକର...

ଟ୍ରେନ ଚାଲିଲେ ବଢିବ ସଂକ୍ରମଣ: ଆତଙ୍କିତ ଅଞ୍ଚଳବାସୀ

ଯୋଡା,୨୪ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ହେଉଛି ଏକ ଶ୍ରମିକ ବହୁଳ ବସ୍ତି ଓ ହଟିଂ ଉପତ୍ୟକା। ଏଠାକୁ ବିଭିନ୍ନ ରାଜ୍ୟ ତଥା ଅଞ୍ଚଳର ଶ୍ରମିକ ମାନେ...

ବିଦେଶୀ ପକ୍ଷୀଙ୍କ ଉପରେ ଶିକାରୀଙ୍କ ଲୋଲୁପ ଦୃଷ୍ଟି

ଯାଜପୁର ରୋଡ଼,୧୯।୯(ନି.ପ୍ର.): ଯାଜପୁର ରୋଡ଼ ସହରର ସାପଗଡ଼ିଆ ଅଞ୍ଚଳରେ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ଏହି ପକ୍ଷୀମାନେ ସାଇବେରିଆ ଅଞ୍ଚଳରୁ ଆଜକୁ ୨୦ବର୍ଷ ଧରି ଏଠାକୁ...

କୁକୁର ଆକ୍ରମଣରେ ସମ୍ବର ମୃତ

ଭଞ୍ଜନଗର,୭।୯(ଡି.ଏନ.ଏ.)- ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ରେଞ୍ଜ ଜଡ଼ାହାଟୁଣି ନିକଟରେ ଶୁକ୍ରବାର ସନ୍ଧ୍ୟାରେ କୁକୁର ଆକ୍ରମଣରେ ଗୋଟିଏ ସମ୍ବରର ମୃତ୍ୟୁ ଘଟିଛି। ବନ କର୍ମଚାରୀ...

Advertisement
Archives

Model This Week