ଏଇ ଭାରତରେ

ରାଜସ୍ଥାନ ଥର୍‌ ମରୁଭୂମିରେ ଓଟମାନେ ଖାଦ୍ୟ ପାଇଁ ଚାରଣ ଭୂମି ଉପରେ ନିର୍ଭର କରିଥାନ୍ତି। ଏହା ହ୍ରାସ ପାଇଲେ ଓଟ ପାଳନ କରିବା କଷ୍ଟକର ହୋଇଯିବ। ଏଣୁ ଏଭଳି ଏକ ସଙ୍କଟ ଟାଳିବା ଲାଗି ଓଟପାଳକ ସୁମର ସିଂ ଭାଟି ଥର୍‌ ଅଞ୍ଚଳରେ ଚାରଣ ଭୂମି ସଂରକ୍ଷଣ କରିପାରିିଛନ୍ତି। ଭାଟି ୨୦ଟି ଗାଁର ସବୁ ଘରକୁ ଯାଇ ଚାରଣଭୂମି ହ୍ରାସଜନିତ ପଶୁ ଖାଦ୍ୟ ସଙ୍କଟ ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରିଥିଲେ। ସମ୍ମିଳିତ ପ୍ରୟାସକ୍ରମେ ସେମାନେ ୧୦,୦୦୦ ହେକ୍ଟର ପରିମିତ ଡିଗ୍ରାଇ ମାତା ଚାରଣଭୂମିର ସଂରକ୍ଷଣ କରିପାରିଛନ୍ତି, ଯାହା ଓଟଙ୍କ ପାଇଁ ଖାଦ୍ୟ ଯୋଗାଇପାରୁଛି। ଜୈସାଲମେର୍‌ ଜିଲାର ଏହି ଚାରଣଭୂମି ଉପରେ ୫,୦୦୦ ପଶୁପାଳକ ପରିବାର ନିର୍ଭର କରିଥାନ୍ତି। ଏହା ମଧ୍ୟ ବିଭିନ୍ନ ବନ୍ୟପ୍ରାଣୀ ଓ ବିଲୁପ୍ତପ୍ରାୟ ଗ୍ରେଟ୍‌ ଇଣ୍ଡିଆନ ବୁଷ୍ଟାର୍ଡଙ୍କ ବାସସ୍ଥାନ। ଭାଟି ମଧ୍ୟ ଚାରଣଭୂମିର ସୁରକ୍ଷା ପାଇଁ ଜୈସାଲମେର୍‌ ଜିଲାର ତନୋତ ମାତା ମନ୍ଦିରଠାରୁ ଜୟପୁର ଯାଏ ଦୀର୍ଘ ୭୫୦ କିଲୋମିଟର ଓରାନ ବା ଚାରଣଭୂମି ବଞ୍ଚାଅ ପଦଯାତ୍ରା କରିଥିଲେ। ଏଥିରେ ଜୈସାଲମେର୍‌ ସମେତ ବିଭିନ୍ନ ଜିଲାରୁ କୃଷକ ଏବଂ ଓଟ ପାଳକମାନେ ଭାଗ ନେଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିକୁଳିରେ ଗଣମାଧ୍ୟମ

ଭାରତରେ ମୁକ୍ତ ଏବଂ ଉତ୍ତରଦାୟିତ୍ୱସମ୍ପନ୍ନ ଗଣମାଧ୍ୟମର ଭୂମିକା ଅବସରରେ ପ୍ରତିବର୍ଷ ନଭେମ୍ବର ୧୬ ତାରିଖରେ ଜାତୀୟ ପ୍ରେସ୍‌ ଦିବସ ପାଳନ କରାଯାଏ । ଏହି ଦିନଟି ପ୍ରେସ୍‌…

ଡିଜିଟାଲ ମୃଗତୃଷ୍ଣା ନା ପ୍ରଗତିର ଦ୍ବାର

ଭୁବନେଶ୍ୱର ଜଟଣୀଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ରିଜର୍ଭ ବ୍ୟାଙ୍କର ୧୬୯ କୋଟି ଟଙ୍କାର ଟାୟାର-୪ ଡାଟା ସେଣ୍ଟର ଓ ସାଇବର ପ୍ରଶିକ୍ଷଣ ଅନୁଷ୍ଠାନ ଏବଂ କଟକ ନରାଜର…

ନ୍ୟୁଜିଲ୍ୟାଣ୍ଡରେ ଶେଷଥର ପାଇଁ ନ ଚାହୁଁଥିବା ରେକର୍ଡ କଲେ ରୋହିତ ଶର୍ମା ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୬।୧୧: ଭାରତ ପାଞ୍ଚ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୩-୧ରେ ଜିତି ନେଇଛି। ସମ୍ଭବତଃ ଏହା ଥିଲା ଶେଷ ଥର ପାଇଁ, ଯେତେବେଳେ ରୋହିତ ଶର୍ମା ଏବଂ…

ନୂଆ ଆର୍ଥିକ ନୀତି ଲୋଡ଼ା

ଜଣେ ବ୍ୟକ୍ତିର ଦୈନନ୍ଦିନ ଚଳଣି ଓ ପରିବାର ପରିଚାଳନା ମୁଖ୍ୟତଃ ତା’ର ଆର୍ଥିକ ସ୍ବାସ୍ଥ୍ୟ ଉପରେ ନିର୍ଭର କରେ। ସେ କରୁଥିବା ରୋଜଗାରର ମୁଖ୍ୟ ଭାଗ ଯଦି…

ଗାଡ଼ି ଜବତ କରିବାକୁ ଗୁଣ୍ଡା ବ୍ୟବହାର କରିପାରିବେନି ଫାଇନାନ୍ସ କମ୍ପାନୀ: ହାଇକୋର୍ଟ

ପ୍ରୟାଗରାଜ,୧୬ା୧୧(ପି.ଟି.): ଋଣ ପରିଶୋଧ କରୁ ନ ଥିବା କାରଣରୁ ଗାଡ଼ି ଜବତ କରିବା ପାଇଁ ଫାଇନାନ୍ସ କମ୍ପାନୀ ଗୁଣ୍ଡାଙ୍କୁ ବ୍ୟବହାର କରିପାରିବେ ନାହିଁ ଏବଂ ଚାପ ପକାଇବାକୁ…

ଭାଜପାର ପଞ୍ଜାବ ନିର୍ବାଚନ ଇସ୍ତାହାର କମିଟିରେ ରାଘବ, ହରଭଜନ

ଚଣ୍ଡିଗଡ଼,୧୬ା୧୧: ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଭାଜପା ଏହାର ଇସ୍ତାହାର କମିଟିରେ ରାଜ୍ୟ ସଭା ସଦସ୍ୟ ରାଘବ ଚଢ଼ା ଏବଂ ହରଭଜନ…

ଆଜି ମୁମ୍ବାଇ ଆସିବେ ବ୍ରିଟିଶ ଯୁବରାଜ ଓ୍ବିଲିୟମ୍‌

ଲଣ୍ଡନ,୧୬ା୧୧(ପି.ଟି.): ବ୍ରିଟିଶ ଯୁବରାଜ ଓ୍ବିଲିୟମ ୨୦୨୬ ଆର୍ଥଶଟ୍‌ ପ୍ରାଇଜ୍‌ ପାଇଁ ଯୁବରାଣୀ କେଟ୍‌ ମିଡିଲଟନ୍‌ଙ୍କ ସହ ସୋମବାର ମୁମ୍ବାଇ ଆସିବେ। ମଙ୍ଗଳବାର ସେମାନେ ନୂଆଦିଲ୍ଲୀ ଯାଇ ବୁଧବାର…

ପାକ୍‌ ଲିଙ୍କ୍‌ ଥିବା ୨ ଅଭିଯୁକ୍ତ ପଞ୍ଜାବରୁ ଗିରଫ

ଚଣ୍ଡିଗଡ଼,୧୬ା୧୧: ରାଜସ୍ଥାନର ଶ୍ରୀଗଙ୍ଗାନଗର ରେଳଲାଇନରେ ବିସ୍ଫୋରଣ ସହ ସମ୍ପୃକ୍ତି ନେଇ ଜଣେ ମହିଳାଙ୍କ ସହ ୨ ଜଣଙ୍କୁ ପଞ୍ଜାବରୁ ଗିରଫ କରାଯାଇଛି। ରାଜସ୍ଥାନ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?