Posted inଜାତୀୟ

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଶ୍ରୀନଗରର ପ୍ରାୟ ୯୦ଟି ମତଦାନ କେନ୍ଦ୍ରରେ କେହି ଜଣେ ହେଲେ ଭୋଟର ଭୋଟ ଦେବାକୁ ଆସି ନ ଥିବା ଜଣାପଡିଛି। ଶ୍ରୀନଗର ଲୋକ ସଭା ଆସନ ମଧ୍ୟରେ ୮ଟି ବିଧାନସଭା ଆସନ ମଧ୍ୟ ଆସୁଛି। ଇଦଗାହ,ଖନୟାର, ହଓ୍ବା କଦଲ ଓ ବଟମାଲୁ ଅଞ୍ଚଳରେ ଥିବା ଉକ୍ତ ୯୦ଟି ମତଦାନ କେନ୍ଦ୍ରରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭକୁଆ ହେଲା ପାକିସ୍ତାନ! ବୋକା ବନାଇଲା ଭାରତ

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇଛି ଦେଶ। ପାକିସ୍ତାନର ଏହି ହୀନ କାର୍ଯ୍ୟ ପାଇଁ ସାରା ବିଶ୍ୱ ପାକିସ୍ତାନକୁ ନିନ୍ଦା କରୁଥିବା ବେଳେ ଏହାକୁ ନେଇ...

ପ୍ରଥମଥର ପାକିସ୍ତାନର ୧୦୦ କିଲୋମିଟର ଭିତରକୁ ପଶି ମାରିଲେ ସେନା, କାହିଁକି ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୭।୫: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର (୧୭ ମଇ, ୨୦୨୫) ଗୁଜରାଟରେ ତାଙ୍କ ଲୋକ ସଭା ନିର୍ବାଚନମଣ୍ଡଳୀ ଗାନ୍ଧୀନଗରରେ ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ...

ମୁମ୍ବାଇ ବିମାନବନ୍ଦର-ତାଜ ହୋଟେଲକୁ ବୋମାରେ ଉଡାଇ ଦେବାକୁ ଧମକ, ପର୍ଯ୍ୟଟକ ଛାନିଆ!

ମୁମ୍ବାଇ,୧୭।୮: : ମୁମ୍ବାଇ ପୋଲିସ ଏକ ଧମକ ଭରା ଇମେଲ ପାଇଛି, ଯେଉଁଥିରେ ଛତ୍ରପତି ଶିବାଜୀ ମହାରାଜ ଆନ୍ତର୍ଜାତୀୟ ବିମାନବନ୍ଦର ଓ ପ୍ରସିଦ୍ଧ ତାଜ ମହଲ...

ବଡ଼ ଖବର: ମୁମ୍ବାଇ ବିମାନ ବନ୍ଦରରୁ ଆଇଏସର ୨ ଆତଙ୍କବାଦୀ ଗିରଫ, ଥିଲା ୩୩ ଲକ୍ଷର ପୁରସ୍କାର

ମୁମ୍ବାଇ,୧୭।୫: ଶନିବାର ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ସଫଳତା ହାସଲ କରି, ସୁରକ୍ଷା ଏଜେନ୍ସିଗୁଡ଼ିକ ଦୁଇ ଜଣ ୱାଣ୍ଟେଡ ISIS ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଗିରଫ...

ଏଥର ତୁର୍କୀକୁ ଲାଗିବ ଜବରଦସ୍ତ ଝଟକା! ବଡ଼ ଆକ୍ସନ ନେଲା ଭାରତ

ନୂଆଦିଲ୍ଲୀ,୧୭।୫: ଭାରତ-ପାକିସ୍ତାନ ଉତ୍ତେଜନା ସମୟରେ ପାକିସ୍ତାନକୁ ଖୋଲାଖୋଲି ସମର୍ଥନ କରୁଥିବା ତୁର୍କୀକୁ ବହୁତ ମୂଲ୍ୟ ଦେବାକୁ ପଡୁଛି ବୋଲି ମନେ ହେଉଛି। ଗୋଟିଏ ପଟେ ଦେଶବାସୀଙ୍କ...

ଧମକ ଦେଉଥିବା ପାକିସ୍ତାନଠାରୁ ଛଡ଼ାଇ ନିଆଯିବ ପରମାଣୁ ଅସ୍ତ୍ର? ରାଜନାଥଙ୍କ ବୟାନ ପରେ…

ନୂଆଦିଲ୍ଲୀ,୧୭।୫: ପହଲଗାମ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ‘ଅପରେଶନ ସିନ୍ଦୂର’ ଆରମ୍ଭ କରିଥିଲା। ଏହା ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି କରିଥିଲା। ଏପରିକି...

କାଲି ପରେ ପୁଣି ହେବ କି ଯୁଦ୍ଧ? ପାକିସ୍ତାନରୁ ଆସିଲା ବଡ଼ ଖବର…

ନୂଆଦିଲ୍ଲୀ, ୧୭।୫: ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିର ଭବିଷ୍ୟତ ପାକିସ୍ତାନ ଉପରେ ନିର୍ମର କରୁଛି ବୋଲି ଭାରତ ସ୍ପଷ୍ଟ କରିଛି। ଏପ୍ରିଲ ୨୨ରେ...

କେଦାରନାଥରେ ଅଘଟଣ: ପାହାଡ଼ରେ ମାଡ଼ ହୋଇଗଲା…

କେଦାରନାଥ,୧୭।୫: କେଦାରନାଥରେ ଶନିବାର ଏକ ଅଘଟଣ ଘଟିଛି। କେଦାରନାଥ ହେଲିପ୍ୟାଡରେ ଅବତରଣ ବେଳେ ଏକ ଏୟାର ଆମ୍ବୁଲାନ୍ସ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ବିମାନର ଶେଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri