Posted inଜାତୀୟ

୯୦ ବୁଥ୍‌କୁ ଆସିଲେନି ଜଣେ ବି ଭୋଟର

ଶ୍ରୀନଗର,୧୯।୪: ଜମ୍ମୁ-କଶ୍ମୀର ଶ୍ରୀନଗରରେ ୨୦୧୯ ଲୋକ ସଭା ନିର୍ବାଚନକୁ ବର୍ଜନ କରିବାକୁ ପୂର୍ବରୁ ସୂଚନା ମିଳୁଥିଲା। ତେବେ ଗୁରୁବାର ଅନୁଷ୍ଠିତ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ଶ୍ରୀନଗରର ପ୍ରାୟ ୯୦ଟି ମତଦାନ କେନ୍ଦ୍ରରେ କେହି ଜଣେ ହେଲେ ଭୋଟର ଭୋଟ ଦେବାକୁ ଆସି ନ ଥିବା ଜଣାପଡିଛି। ଶ୍ରୀନଗର ଲୋକ ସଭା ଆସନ ମଧ୍ୟରେ ୮ଟି ବିଧାନସଭା ଆସନ ମଧ୍ୟ ଆସୁଛି। ଇଦଗାହ,ଖନୟାର, ହଓ୍ବା କଦଲ ଓ ବଟମାଲୁ ଅଞ୍ଚଳରେ ଥିବା ଉକ୍ତ ୯୦ଟି ମତଦାନ କେନ୍ଦ୍ରରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ଜନ୍ମଭୂମିର ସୁରକ୍ଷା ଆକଳନ କରିବେ ଏନ୍‌ଏସ୍‌ଜି ଟିମ୍‌

ଅଯୋଧ୍ୟା,୧୫ା୭: ଅଯୋଧ୍ୟାରେ ଜାତୀୟ ସୁରକ୍ଷା ଗାର୍ଡ (ଏନ୍‌ଏସ୍‌ଜି) ହବ୍‌ ନିର୍ମାଣ ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ହେଉଛନ୍ତି। ଏହା ପରେ ଏନ୍‌ଏସ୍‌ଜି କଣ୍ଟିଜେଣ୍ଟ ସ୍ଥାୟୀ ଭାବରେ...

ଗ୍ରାହକଙ୍କୁ ବଡ଼ ଝଟ୍‌କା ଦେଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୫।୭: ଦେଶର ବୃହତ୍ତମ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି। ବିଭିନ୍ନ ଋଣକୁ ମହଙ୍ଗା କରିବାକୁ ସରକାରୀ ବ୍ୟାଙ୍କ ଘୋଷଣା କରିଛି।...

କିଏ ହେବେ କଂଗ୍ରେସର ଉପନେତା: ଘୋଷଣା ହେଲା ନାଁ

ନୂଆଦିଲ୍ଲୀ,୧୪ା୭?:କଂଗ୍ରେସ ଏମ୍‌ପି ଗୌରବ ଗୋଗୋଇ ଲୋକ ସଭାରେ ଦଳର ଉପନେତା ହେବାକୁ ଯାଉଛନ୍ତି। ଦଳର ଏହି ନିଷ୍ପତ୍ତି ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଜଣାଇ...

X ରେ ରେକର୍ଡ କଲେ ମୋଦି, ୧୦୦ ମିଳିୟନ ଫଲୋୟର୍ସ

ନୂଆଦିଲ୍ଲୀ,୧୪।୭: ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବ ଟୁଇଟର) ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର (ଜୁଲାଇ ୧୪)ରେ ୧୦୦ ମିଳିୟନ ଅର୍ଥାତ୍‌ ୧୦ କୋଟି...

ହସ୍ପିଟାଲରେ ଗୁଳିକାଣ୍ଡ, ରୋଗୀଙ୍କୁ ଗୁଳି କଲେ ୧୮ ବର୍ଷର ଯୁବକ

ନୂଆଦିଲ୍ଲୀ,୧୪।୭: ଉତ୍ତର-ପୂର୍ବ ଦିଲ୍ଲୀର ଜିଟିବି ହସ୍ପିଟାଲରେ ଜଣେ ଯୁବକ ଗୁଳି ଚଳାଇଛନ୍ତି। ଖଜୁରୀ ଖାସ ଶ୍ରୀରାମ ନଗର ବାସିନ୍ଦା ରିଜାୟୁଦ୍ଦିନ (୩୨) ପେଟ ସଂକ୍ରମଣରେ ପୀଡିତ...

ପୁଅ ବାହାଘରରେ କାନ୍ଦିଲେ ମୁକେଶ ଅମ୍ବାନୀ

ବିଶିଷ୍ଟ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତଙ୍କ ସହ ରାଧିକା ମର୍ଚ୍ଚାଣ୍ଟଙ୍କ ବାହାଘର ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଉଭୟଙ୍କ ବିବାହ ଜୁଲାଇ ୧୨ରେ...

ରାଧିକା-ଅନନ୍ତଙ୍କ ବିବାହ ସମୟରେ କେଉଁଠି ଥିଲେ ରାହୁଲ? ଭାଇରାଲ ଭିଡିଓରେ ଖୋଲିଲା ବଡ ଗୁମର!

ନୂଆଦିଲ୍ଲୀ,୧୪।୭: କଂଗ୍ରେସ ଏମପି ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ଇଣ୍ଟରନେଟରେ ଖୁବ ଶୀଘ୍ର ଭାଇରାଲ ହେଉଛି। ଏହି ଭିଡିଓରେ ରାହୁଲ ଗାନ୍ଧୀ...

ମୋଦି ଦେଇଥିବା ପ୍ରତିଶ୍ରୁତିକୁ ମନେପକାଇ ଦେଲେ ଖାର୍ଗେ, କହିଲେ ଆପଣ ବୁଣୁଥିଲେ ମିଛର ମାୟାଜାଲ

ନୂଆଦିଲ୍ଲୀ,୧୪।୭: ବେରୋଜଗାରୀ ବୃଦ୍ଧି ଏବଂ ଚାକିରି ହ୍ରାସ ପ୍ରସଙ୍ଗରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ପୁଣିଥରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଛି। ଚାକିରି ପ୍ରସଙ୍ଗରେ କଂଗ୍ରେସ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri