Posted inଜାତୀୟ

ରାଜ୍ୟରେ ବାହାର ଲୋକଙ୍କୁ ମିଳିବନି ନିଯୁକ୍ତି ସୁଯୋଗ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୋପାଳ, ୧୮।୮: ଏଣିକି ମଧ୍ୟପ୍ରଦେଶରେ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ମିଳିବନି। କେବଳ ରାଜ୍ୟର ବାସିନ୍ଦାଙ୍କୁ ହିଁ ସରକାରୀ ଚାକିରୀ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଘୋଷଣା କରିଛନ୍ତି। ଏନେଇ ଖୁବ୍‌ ଶୀଘ୍ର ଆଇନ ଅଣାଯିବ। ରାଜ୍ୟର ୨୭ଟି ବିଧାନସଭା ଆସନରେ ଆଗକୁ ଉପନିର୍ବାଚନ କରାଯିବ। ଏହା ପୂର୍ବରୁ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ଶିବରାଜ ଏଭଳି ଘୋଷଣା କରିଥିବା ବିରୋଧୀ ଦଳ ପକ୍ଷରୁ ଅଭିଯୋଗ କରାଯାଇଛି। ସୂଚନାଯୋଗ୍ୟ,ପୂର୍ବରୁ ମୁଖ୍ୟମନ୍ତ୍ରୀ କମଳନାଥ ସରକାର ରାଜ୍ୟର ୭୦ ପ୍ରତିଶତ ଯୁବକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ପାଇଁ ଯୋଜନା ପ୍ରଣୟନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ: ଜମ୍ମୁ-କଶ୍ମୀରରେ ପୁଣି ୨ଜି ସେବା ବନ୍ଦ; ହାଇ ଆଲର୍ଟ ଜାରି

ଶ୍ରୀନଗର,୯।୨: ଆତଙ୍କବାଦୀ ଅଫଜଲ ଗୁରୁଙ୍କ ଶ୍ରାଦ୍ଧ ବାର୍ଷିକୀ ରବିବାର ପାଳନ କରିବାକୁ ଜମ୍ମୁ-କଶ୍ମୀରରେ ତତ୍ପରତା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୨ଜି ଇଣ୍ଟରନେଟ୍‌...

ମମତାଙ୍କ ଉପରେ ବର୍ଷିଲେ ସ୍ମୃତି

କୋଲକାତା,୩୧ ।୧: କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରବିବାର ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି । ଜାନୁୟାରୀ ୩୦ ଓ ୩୧ରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ ଗସ୍ତ...

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୫।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭ ହଜାର...

ଭିମ ୟୁପିଆଇ-ରୁପେ କାର୍ଡ ବ୍ୟବହାର କଲେ ମିଳିବ ପ୍ରୋତ୍ସାହନ : କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧ : କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭିମ ୟୁପିଆଇ ଏବଂ ରୁପେ କାର୍ଡର ବ୍ୟବହାର ଉପରେ ପ୍ରୋତ୍ସାହନ ଦିଆଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମଲ୍ଲିକାର୍ଜୁନ ଖଡ୍‌ଗେଙ୍କୁ ଇଡି ସମନ

ନୂଆଦିଲ୍ଲୀ,୪।୮: ନ୍ୟାଶନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ଆଉ ଏକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଏବଂ ଦଳର ବରିଷ୍ଠ...

କଠିନ ପରିସ୍ଥିତିରେ ଆରମ୍ଭ ହେଉଛି ସଂସଦ ଅଧିବେଶନ: ଗୁଲାମ ନବୀ ଆଜାଦ

ନୂଆଦିଲ୍ଲୀ,୧୩।୯: ଏକ କଠିନ ପରିସ୍ଥିତିରେ ଏଥର ସଂସଦ ଅଧିବେଶନ ଆରମ୍ଭ ହେବାକୁ ଯାଉଛି ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ରବିବାର କହିଛନ୍ତି।...

ଅଭିଯୁକ୍ତଙ୍କ ସହିତ ପୀଡ଼ିତାଙ୍କ ପ୍ରତି ନ୍ୟାୟ କରାଯିବା ଜରୁରୀ ଦର୍ଶାଇ ମାମଲା ସ୍ଥାନାନ୍ତରଣ ଆବେଦନ ଖାରଜ କଲେ ହାଇକୋର୍ଟ…

ଆହ୍ଲାବାଦ, ୩୦।୪ : ନ୍ୟାୟ କେବଳ ଅଭିଯୁକ୍ତଙ୍କ ପାଇଁ ନୁହେଁ, ପୀଡ଼ିତାଙ୍କ ଲାଗି ମଧ୍ୟ ଏହା ଅପରିହାର୍ଯ୍ୟ। ଏକ ସାମୁହିକ ବଳାତ୍କାର ମାମଲାରେ ଆହ୍ଲାବାଦ ହାଇକୋର୍ଟ...

ଲକ୍‌ଡାଉନକୁ ପୂରଣ ହେଲା ୪୦ ଦିନ: ମହାମାରୀ ଶିଖାଇଲା କିଛି ନୂଆ ଶବ୍ଦ

ନୂଆଦିଲ୍ଲୀ,୩।୫: ବିଗତ ପ୍ରାୟ ୫ ମାସ ହେବ ଚାଇନାରେ ଆରମ୍ଭ ହୋଇଥିବା କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଛି। ଭାରତ ମଧ୍ୟ ଏଥିରୁ...

Advertisement
Archives

Model This Week