ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ପରଭେଜ ଇଲାହୀ…

ଇସଲାମାବାଦ, ୨୭।୭ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ବିଏମ୍‌ଏଲ-କ୍‌ୟୁ ନେତା ଚୌଧୁରୀ ପରଭେଜ ଇଲାହୀଙ୍କୁ ନିଯୁକ୍ତ କରାଯାଇଛି। ସେ ବୁଧବାର ପୂର୍ବାହ୍ନରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।

ପାକିସ୍ତାନ ସୁପ୍ରିମକୋର୍ଟ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ପୁଅ ହାମଜା ଶାହାବାଜଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି। ଏହା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ପାଇଁ ଏକ ବଡ ଝଟକା ବୋଲି ବିବେଚନା କରାଯାଉଛି। ପାକିସ୍ତାନର ଜିଓ ନ୍ୟୁଜ ପକ୍ଷରୁ ଏହି ଖବର ଆସିଛି।

ପଞ୍ଜାବ ବିଧାନସଭାର ଉପବାଚସ୍ପତିଙ୍କ ୧୦ ଟି ଭୋଟ ଖାରଜ କରିବା ନିଷ୍ପତ୍ତି ଅସାମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି। ପଞ୍ଜାବ ବିଧାନସଭାର ଉପ ବାଚସ୍ପତି ଦୋସ୍ତ ମହମ୍ମଦ ମଜାରୀଙ୍କ ନିଷ୍ପତ୍ତି ବିରୋଧରେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସମର୍ଥିତ ପରଭେଜ ଇଲାହୀ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ବର୍ତ୍ତମାନ କୋର୍ଟଙ୍କ ନିଷ୍ପତ୍ତି ପରେ ସେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲା ନୂଆ ରୂପ

ଲଣ୍ଡନ, ୨୨।୧୨: ବ୍ରିଟେନରେ କରୋନା ଭୂତାଣୁର ଏକ ପରିବର୍ତ୍ତିତ ସଂସ୍କରଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହାକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢ଼ିଯାଇଛି। ନୂଆ...

ସୁପର ସ୍ପ୍ରେଡ଼ର ମୋଟର ସାଇକେଲ ରାଲି: ୨ ଲକ୍ଷ ୬୦ ହଜାରରେ ହେଲେ କରୋନା ଆକ୍ରାନ୍ତ

ଓ୍ବାଶିଂଟନ, ୯।୯: ଆମେରିକାରେ ହୋଇଥିବା ଏକ ମୋଟର ସାଇକେଲ ରାଲି କରୋନା ସଂକ୍ରମଣର ସୁପର ସ୍ପ୍ରେଡ଼ର ପାଲଟି ଥିବା ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।...

ଆଫଗାନିସ୍ତାନ-ପାକିସ୍ତାନ ସୀମା ପୁଣି ବନ୍ଦ

କାବୁଲ,୨୪ା୨: ଆଫଗାନିସ୍ତାନ ସହ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ସୀମାକୁ ଖୋଲା ଯିବାର କିଛି ଘଣ୍ଟା ପରେ ଏହାକୁ ପୁଣି ବନ୍ଦ କରି ଦିଆଯାଇଛି। ଏନେଇ ଅଧିକାରୀମାନେ...

ରୁଷିଆ-ୟୁକ୍ରେନ ମଧ୍ୟରେ ଇସ୍ରାଏଲ୍‌ କରିବ ମଧ୍ୟସ୍ଥତା

ଜେରୁଜେଲମ୍‌,୧୪।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୧୯ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ନେଇ ସମସ୍ତ ପାଶ୍ଚାତ୍ୟ ଦେଶ ବିରୋଧ...

କରୋନା ଚିକିତ୍ସା ପାଇଁ ଔଷଧ ପ୍ରସ୍ତୁତ କରିଥିବା ଦାବି କଲେ ଡାକ୍ତର

ଲାସା,୯।୨: କରୋନା ଭୁତାଣୁ ଚାଇନାରେ ଆତଙ୍କ ସୃଷ୍ଟି କରିଛି। ଇତିମଧ୍ୟରେ ଏହା ପୃଥିବୀର ୨୭ରୁ ଅଧିକ ଦେଶରେ ସଂକ୍ରମିତ ହୋଇଛି। ଏହାର ଚିକିତ୍ସା ପାଇଁ ଔଷଧ...

ବଳାତ୍କାର ପରେ ବିବାହ ନ କରି କଲେ ଏପରି…

ବିଶକେକ୍‌,୧୨।୪: ବିବାହ ଏକ ସାମାଜିକ ଉତ୍ସବ। ଏହାଦ୍ୱାରା ଜଣେ ସ୍ତ୍ରୀ ଓ ପୁରୁଷଙ୍କୁ ନେଇ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। ତେବେ ପୃଥିବୀର ବିଭିନ୍ନ ଦେଶରେ...

ଶ୍ରୀଲଙ୍କାରେ ପହଞ୍ଚିଲା ଚାଇନା ଅନୁସନ୍ଧାନକାରୀ ଜାହାଜ

କଲମ୍ବୋ,୧୬।୮: ଭାରତର ଆପତ୍ତି ସତ୍ତ୍ୱେ ଚାଇନାର ଅନୁସନ୍ଧାନକାରୀ ଜାହାଜ ୟୁଆନ ୱାଙ୍ଗ-୫ ଶ୍ରୀଲଙ୍କାର ହାମ୍ବାନଟୋଟା ବନ୍ଦରରେ ପହଞ୍ଚିଛି। ଶ୍ରୀଲଙ୍କା ସରକାର ଏହାର ବନ୍ଦରକୁ ଆସିବାକୁ ଅନୁମତି...

ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକୁ ଚାଇନାର ବିରୋଧ

ବେଜିଂ,୨୨ା୬(ପି.ଟି.) : ଆଣବିକ ସାମଗ୍ରୀ ଯୋଗାଣକାରୀ ଗୋଷ୍ଠୀ(ଏନ୍‌ଏସ୍‌ଜି)ରେ ଭାରତକୁ ସାମିଲ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଚାଇନା କହିବା ସହ ଭାରତର ପ୍ରବେଶକୁ ବିରୋଧ କରିଛି।...

Advertisement
Archives

Model This Week