Posted inଖେଳ

୩ ଉଇକେଟରେ ବିଜୟୀ ହେଲା ନେଦରଲାଣ୍ଡ୍ସ

ଗିଲଙ୍ଗ,୧୬ା୧୦: ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ଦିବସରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୩ ଉଇକେଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ହରାଇ ଦେଇଛି।

ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୟୁଏଇ ନିର୍ଦ୍ଧାରିତ ଓଭରରେ ୮ ଉଇକେଟ ବିନିମୟରେ ୧୧୧ ରନ୍‌ କରିଥିଲା। ଦଳର ଟପ୍‌ ସ୍କୋରର ମହମ୍ମଦ ଓ୍ବାସିମ୍‌ ୪୧ ରନ୍‌ କରିଥିଲେ। ଉଇକେଟ୍‌କିପର ଭ୍ରିତ୍ୟା ଅରବିନ୍ଦ୍‌ ୧୮ ରନ୍‌ କରିଥିଲେ। ନେଦରଲାଣ୍ଡ୍ସର ସଫଳ ବୋଲର ବାସ୍‌ ଡି’ ଲିଡ୍‌ ୩ ଓଭରରେ ୧୯ ରନ୍‌ ବିନିମୟରେ ୩ ଉଇକେଟ ନେଇଥିବା ବେଳେ ଫ୍ରେଡ୍‌ କ୍ଲାସେନ ୧୩ ରନ୍‌ ଦେଇ ୨ ଉଇକେଟ ନେବାରେ ସଫଳ ହୋଇଥିଲେ। ହେଲେ ନେଦରଲାଣ୍ଡ୍ସ ୧୯.୫ ଓଭରରେ ୭ ଉଇକେଟ ହରାଇ ୧୧୨ ରନ୍‌ କରି ମ୍ୟାଚ୍‌ ଜିତିନେଇଥିଲା। ଦଳର ଟପ୍‌ ସ୍କୋରର ମାକ୍ସ ଓଡୋଡ୍‌ ୨୩ ରନ୍‌ କରିଥିଲେ। ୟୁଏଇର ଜୁନେଦ ସିଦ୍ଦିକି ୨୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ସମ୍ମାନ ଦେଉନାହିଁ ଓ୍ବିମ୍ବେଲଡନ ସିଡିଂ ପ୍ରକ୍ରିୟା’

ମାଡ୍ରିଡ୍‌,୨୫।୬(ଏଏଫ୍‌ପି)- ଟେନିସ କ୍ରୀଡ଼ା ସିଜନର ୪ଟି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ମଧ୍ୟରୁ ଓ୍ବିମ୍ବେଲଡନ ଓପନରେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ଅନୁଯାୟୀ ଖେଳାଳିଙ୍କୁ ସଡ୍‌ ପ୍ରଦାନ କରାଯାଏ ନାହିଁ। ଗ୍ରାସ...

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ...

କଣ ରହିଛି ଏଲନ୍‌ ମସ୍କଙ୍କ କମ୍ପାନୀ ଟେସ୍‌ଲାର ମୂଲ୍ୟ, ଜାଣନ୍ତୁ

ନୂଆଦିଲ୍ଲୀ: ଏଲନ୍‌ ମସ୍କ ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହି ଆସୁଛନ୍ତି। ତାଙ୍କ କମ୍ପାନୀର ବଜାର ମୂଲ୍ୟ ବଢିବା ଯୋଗୁ ବର୍ତ୍ତମାନ ସେ...

ଆଫଗାନିସ୍ତାନକୁ ହରାଇଲା ଶ୍ରୀଲଙ୍କା

ଦୁବାଇ,୪ା୯: ଏସଆ କପ୍‌ ଟି୨୦ କ୍ରିକେଟ ମୁକାବିଲାର ସୁପର-୪ ପର୍ଯ୍ୟାୟରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଶ୍ରୀଲଙ୍କା। ୧୭୬ ରନ୍‌ ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା...

ଦ୍ୱିତୀୟ ଟି୨୦: ବିଜୟଧାର ବଜାୟ ଲକ୍ଷ୍ୟରେ ଭାରତ

ଅକ୍‌ଲାଣ୍ଡ,୨୬।୧(ପି.ଟି.)- ପ୍ରଥମ ଟି୨୦ରେ ଚମକପ୍ରଦ ବିଜୟ ହାସଲ କରିଥିବା ଭାରତ ରବିବାର ଦ୍ୱିତୀୟ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡକୁ ଭେଟିବ। ସ୍ଥାନୀୟ ଇଡେନ ପାର୍କ ଗ୍ରାଉଣ୍ଡରେ ବିଜୟରୁ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅଦଳବଦଳ ଦେଖିବାକୁ...

ଧୋନୀଙ୍କ ଫାର୍ମ ହାଉସ୍‌ରେ ପାଣ୍ଡ୍ୟା ବ୍ରଦର୍ସ

ରାଞ୍ଚି, ୨୨।୭- ଭାରତୀୟ କ୍ରିକେଟ୍‌ର ସବୁଠାରୁ ସଫଳ ଅଧିନାୟକ ବିବେଚିତ ହୋଇଥିବା ମହେନ୍ଦ୍ର ସିଂ ଧୋନୀ ଗତ ଜୁଲାଇ ୭ରେ ନିଜର ୩୯ତମ ଜନ୍ମଦିବସ ପାଳନ...

ଏସିଆନ୍‌ କୋଚ୍‌ ଭାବେ ଏହେସାସ ହୋତାଙ୍କ ସଫଳତା

ବୀରମହାରାଜପୁର, ୧୦।୬ (ଡି.ଏନ୍‌.ଏ): ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରର କ୍ରୀଡ଼ା କ୍ଷେତ୍ରରେ ଲଗାତର ପାରଦର୍ଶିତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିବା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରର ଯୁବ କ୍ରୀଡାବିତ୍‌...

Advertisement
Archives

Model This Week