Posted inଜାତୀୟ

ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ଲିଭି ଯିବ ନେପାଳ

ନୂଆଦିଲ୍ଲୀ, ୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ମନ୍ତବ୍ୟ ନେଇ ବାବରୀ ମସଜିଦ୍‌ କମିଟି ସଦସ୍ୟ ଇକବାଲ୍‌ ଅନସାରୀ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ହନୁମାନଙ୍କ ଗଦାମାଡ଼ରେ ମାନଚିତ୍ରରୁ ନେପାଳ ଲିଭି ଯିବ। ଓଲି ବୁଝି ବିଚାରି ମନ୍ତବ୍ୟ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ଓଲି ୩ ଦିନ ତଳେ କହିଥିଲେ ଯେ, ଶ୍ରୀରାମଙ୍କ ଜନ୍ମ ନେପାଳର ବାଲ୍ମିକୀ ଆଶ୍ରମ ନିକଟରେ ହୋଇଛି। ତେଣୁ ଶ୍ରୀରାମ ଜଣେ ନେପାଳୀ। ଏହାକୁ ନେଇ ନେପାଳରେ ମଧ୍ୟ ଓଲିଙ୍କୁ ବିରୋଧ କରାଯାଇଥିଲା। ଅନସାରୀ କହିଛନ୍ତି ଅଯୋଧ୍ୟା ପ୍ରତି ପୃଥିବୀର ସମସ୍ତ ଲୋକଙ୍କର ସମ୍ମାନ ରହିଛି। ଏପରିସ୍ଥଳେ ଓଲିଙ୍କ ମନ୍ତବ୍ୟ ସେମାନଙ୍କ ମନରେ ଗଭୀର ଆଘାତ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତମାତାର ବୀର ସନ୍ତାନଙ୍କୁ ଅନ୍ତିମ ବିଦାୟ

ଜୟପୁର,୫।୫: ଜମ୍ମୁ-କଶ୍ମୀରର ହନ୍ଦଓ୍ବାଡାରେ ହୋଇଥିବା ଏନ୍‌କାଉଣ୍ଟରରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ଲଢେଇ କରି ଶହୀଦ ହୋଇଥିବା କର୍ନେଲ ଆଶୁତୋଷ ଶର୍ମା ଓ ମେଜର ଅନୁଜ ସୁଦଙ୍କୁ...

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି...

ଘାତକ ହେଲାଣି ସିଏଏ ନିଆଁ: ପୋଲିସ ଗୁଳିରେ ଟଳିଲେ ୩ ବିକ୍ଷୋଭକାରୀ

ମାଙ୍ଗାଲୁରୁ/ଲକ୍ଷ୍ନୌ, ୨୦।୧୨:ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧକରି ଦେଶବ୍ୟାପୀ ମୁଣ୍ଡଟେକିଥିବା ଆନ୍ଦୋଳନର ନିଆଁ ଘାତକ ହେଲାଣି। କର୍ନାଟକର ମାଙ୍ଗାଲୁରୁ ଓ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୁରୁବାର ବିକ୍ଷୋଭ...

ଦୈନିକ ସଂକ୍ରମଣ ପୁଣି ବଢୁଛି…

ନୂଆଦିଲ୍ଲୀ,୧୮।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ...

ଉଦ୍ଧବ ଠାକ୍‌ରେଙ୍କୁ ଭେଟିଲେ ଶରଦ ପାୱାର

ମୁମ୍ବାଇ,୨୭।୯: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଭେଟିଛନ୍ତି ଏନସିପି ମୁଖ୍ୟ ଶରଦ ପାୱାର। ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତ ପ୍ରାୟ ଏକ ଘଣ୍ଟା ଧରି...

ବଲିଉଡ୍‌ ଖାଁଙ୍କୁ ଟାର୍ଗେଟ କଲେ ସୁବ୍ରମଣ୍ୟମ

ମୁମ୍ବାଇ,୧୧।୭: ବଲିଉଡ୍‌ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଏବେବି ସସପେନ୍ସ ଜାରି ରହିଥିବା ବେଳେ ପ୍ରତିଦିନ ଏହାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା...

ସିଏମ୍‌ଓଙ୍କ ଘରେ ଚଢ଼ାଉ: ମିଳିଲା ବିଡ଼ାବିଡ଼ା ଟଙ୍କା, ଅଳଙ୍କାର

ଭୋପାଳ, ୧୬।୯: ମଧ୍ୟପ୍ରଦେଶରେ ଜଣେ ମୁଖ୍ୟ ନଗରପାଳିକା ଅଧିକାରୀ(ସିଏମ୍‌ଓ) ଘରେ ଚଢ଼ାଉ ସମୟରେ ବିଡ଼ାବିଡ଼ା ଟଙ୍କା ଏବଂ ଅଳଙ୍କାର ଜବତ ହୋଇଛି। ପ୍ରାୟ ୩ କୋଟି...

କରୋନା ଆକ୍ରାନ୍ତ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା

ଲକ୍ଷ୍ନୌ,୨୭।୪ : କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢ଼ୁଥିବାବେଳେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିଛି ଖୁସି ଖବର। କରୋନା ସଂକ୍ରମିତ...

Advertisement
Archives

Model This Week