ତିନୋଟି ବିବାହ କରିଛନ୍ତି ଶାହିଦଙ୍କ ମା’; ଏବେ ବଖାଣିଲେ ଦୁଃଖ

ବମ୍ବେ: ଏକାଧିକ ଥର ପ୍ରେମରେ ପଡ଼ିବା କି ଏକାଧିକ ବିବାହ କରିବା ବଲିଉଡ୍‌ କଳାକାରଙ୍କ ପାଇଁ ନୂଆ କଥା ନୁହେଁ। ହେଲେ କିଛି ସେଲିବ୍ରିଟି ବାଧ୍ୟହୋଇ ସମ୍ପର୍କ ତୁଟାଇ ଆଗକୁ ବଢ଼ିଛନ୍ତି। ସେଭଳି ଜଣେ ହେଲେ ଅଭିନେତା ଶାହିଦ କପୁର ଏବଂ ଈଶାନ ଖଟ୍ଟରଙ୍କ ମା’ ନୀଳିମା ଅଜିମ। ସେ ତିନୋଟି ବିବାହ କରିଛନ୍ତି। ୧୯୭୫ରେ ସେ ପ୍ରଥମେ ଅଭିନେତା ପଙ୍କଜ କପୁରଙ୍କୁ ବିବାହ କରିଥିଲେ। ପରେ ସେ ରାଜେଶ ଖଟ୍ଟରଙ୍କ ହାତ ଧରିଥିଲେ। ୨୦୦୪ରେ ତୃତୀ ବିବାହ କରି ସେ ରଜା ଅଲୀ ଖାନ୍‌ଙ୍କୁ ବିବାହ କରିଥିଲେ।

ନିକଟରେ ଏକ ସାକ୍ଷାତକାରରେ ନୀଳିମା ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଛନ୍ତି। ପ୍ରଥମ ବିବାହ ଭାଙ୍ଗିବା ସମୟରେ ସେ ବହୁତ ଭାଙ୍ଗିପଡ଼ିଥିଲେ। ଯଦି ନିଜ ଉପରେ ନିୟନ୍ତ୍ରଣ ଥାନ୍ତା ତେବେ ଦ୍ୱିତୀୟ ବିବାହ ଭାଙ୍ଗିବାରୁ ରକ୍ଷା କରିପାରିଥାନ୍ତେ। ହେଲେ ସବୁକିଛି ହଠାତ ହୋଇଥିଲା। ଫଳରେ ସେ କିଛି କରିପାରି ନ ଥିଲେ।

ପ୍ରଥମ ସ୍ବାମୀ ପଙ୍କଜ କପୁର ନୀଳିମାଙ୍କ ବନ୍ଧୁ ଥିଲେ। ପଙ୍କଜଙ୍କୁ ବିବାହ କରିବା ସମୟରେ ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିଲା। ଦୀର୍ଘ ବର୍ଷ ଧରି ସବୁକିଛି ଠିକ୍‌ ଚାଲିଥିଲା। ଆଖପାଖରେ ବି ସବୁ ଠିକ୍‌ ଥିଲା। ହେଲେ ସବୁକିଛି ହଠାତ ବିଗିଡ଼ି ଯାଇଥିଲା। ଗୋଡ଼ ଖସିଯିବା ଭଳି ତାଙ୍କୁ ଲାଗିଯାଇଥିଲା। ମାତ୍ର ଅଲଗା ହେବାର ନିଷ୍ପତ୍ତି ତାଙ୍କର ନ ଥିଲା। ପଙ୍କଜ ଆଗକୁ ବଢ଼ି ଯାଇଥିବାରୁ ସେ ଏପରି କରିବାକୁ ବାଧ୍ୟ ହୋଇଥିବା ନୀଳିମା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କୁ ଭେଟିବା ପାଇଁ ୧୧୦୦ କିମି ସାଇକେଲ୍‌ ଚଲାଇ ଆସିଲେ ପ୍ରଶଂସକ

ଦବଙ୍ଗ ଷ୍ଟାର ସଲମାନ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଶ୍ୱର ଅନେକ ଦେଶରେ ଅଛନ୍ତି। ତାଙ୍କୁ ଭେଟିବାକୁ ପ୍ରଶଂସକ ବେଳେବେଳେ ସୀମା ଟପିଯାନ୍ତି। ନିକଟରେ...

ତିନି ବର୍ଷ ପରେ ଟେଲି ପରଦାକୁ ଫେରୁଛନ୍ତି ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ଟେଲି ପରଦାକୁ ଫେରୁଛନ୍ତି ଅଭିନେତା ଶୋଏବ ଇବ୍ରାହିମ୍‌। ନୂଆ ଶୋ’ ସହ ନୂଆ ଭୂମିକାରେ ତାଙ୍କୁ ଦର୍ଶକେ...

ଇଣ୍ଡିଆନ ଆଇଡଲ-୧୨ ବିଜେତାଙ୍କୁ ଉପହାର ଦେଲେ ହ୍ରିତିକଙ୍କ ପରିବାର

ମୁମ୍ବାଇ : ଇଣ୍ଡିଆନ ଆଇଡଲ- ୧୨ ବିଜେତା ପଓ୍ବନଦୀପ ରାଜନ ଏବଂ ଅରୁଣିତା କାଞ୍ଜିଲାଲ ଏବେ ବେଶ ପରିଚିତ। ଏହି ଯୋଡି ଏବେ ଖୁବ୍‌ ଚର୍ଚ୍ଚାରେ।...

ୟାମି ଗୌତମୀଙ୍କ ଲୁଚାଛପା ବିବାହ ଫଟୋ ଭାଇରାଲ…

ମୁମ୍ବାଇ,୫।୬: ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମୀଙ୍କ ଲୁଚାଛପା ବିବାହ ନେଇ ଚର୍ଚ୍ଚା ଜାରି ରହିଥିବାବେଳେ ଏବେ ଏହାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।...

ଶାହିଦଙ୍କ ଭାଇଙ୍କ ପ୍ରେମରେ ପଡ଼ିଛନ୍ତି ଅନନ୍ୟା !

ବମ୍ବେ: କଥାରେ ଅଛି ଲୁଚିଛି ନା ଗୋଡ ଦୁଇଟା ଦିଶୁଛି। ସେଭଳି କିଛି ଘଟିଛି ଚୁଲବୁଲି ଅନନ୍ୟା ପାଣ୍ଡେଙ୍କ କ୍ଷେତ୍ରରେ। ଏବେ ସେ ବଲିଉଡ୍‌ ଅଭିନେତା...

ବିବାହକୁ ନେଇ ଏମିତି କହିଲେ ଅଭିନେତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି...

ଝିଅର ଭିଡିଓରେ ପ୍ରତିକ୍ରିୟା ଦେଲେ ଅଭିଷେକ

ମୁମ୍ବାଇ: ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଷ୍ଟାର୍‌କିଡ୍‌ଙ୍କ ମଧ୍ୟରୁ ଅନ୍ୟତମ। ଫଟୋଗ୍ରାଫରମାନେ ସବୁବେଳେ ବଚ୍ଚନ ପରିବାର ସଦସ୍ୟଙ୍କ...

ନବାଜ୍‌ଙ୍କ ଇଏ କି ରୂପ…

ବମ୍ବେ: ଝିଅ ରୂପରେ ଅଭିନେତା ନବାଜୁଦ୍ଦିନ ସିଦ୍ଧକିଙ୍କ ଫଟୋ ହେଉଛି ଭାଇରାଲ। ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫଟୋଗୁଡ଼ିକୁ ଶେୟାର କରିବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଛି।...

Advertisement
Archives

Model This Week