Posted inଜାତୀୟ

୫-ଜି ସେବା ଆରମ୍ଭ ହେବା ନେଇ ଟୁଇଟ୍‌ କରି ଡିଲିଟ୍‌ କଲା ଏନ୍‌ବିଏମ୍‌

ନୂଆଦିଲ୍ଲୀ,୨୪ା୯: ଅକ୍ଟୋବର ୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶରେ ୫-ଜି ସେବା ଆରମ୍ଭ କରିବେ। ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ଜାତୀୟ ବ୍ରଡବ୍ୟାଣ୍ଡ ମିଶନ (NBM) ଶନିବାର ଏକ ଟୁଇଟ୍‌ ମାଧ୍ୟମରେ ଏହି ସୂଚନା ଦେଇଥିଲା। କିନ୍ତୁ ପରେ ଏନ୍‌ବିଏମ୍‌ ଏହି ଟୁଇଟ୍‌କୁ ଡିଲିଟ୍‌ କରିଦେଇଛି।

ଏହି ଟୁଇଟ୍‌ରେ ଲେଖାଥିଲା, ଇଣ୍ଡିଆ ମୋବାଇଲ କଂଗ୍ରେସ (ଆଇଏମ୍‌ସି) ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ୫-ଜି ଏବଂ ଆନୁଷଙ୍ଗିକ କ୍ଷେତ୍ର ପ୍ରତି ବିଶେଷ ଧ୍ୟାନ ଦିଆଯିବ। ପ୍ରଗତି ମଇଦାନରେ ଆୟୋଜିତ ହେବାକୁ ଥିବା ଆଇଏମ୍‌ସିର ଷଷ୍ଠ ସଂସ୍କରଣରେ ଟେଲିକମ୍‌ ଜଏଣ୍ଟସ- ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଏବଂ ଭାରତ ଏଣ୍ଟରପ୍ରାଇଜେସ ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲ ମଧ୍ୟ ଯୋଗଦେବେ। ଏହା ସହିତ ଟେଲିକମ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଅକ୍ଟୋବର ପହିଲା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ଦେଖାଯାଉ କ’ଣ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରେଶନ ବେଳେ ମହିଳାଙ୍କ ପେଟରେ ତଉଲିଆ ଭୂଲିଗଲେ ଡାକ୍ତର: ଘଟିଲା ଏଭଳି କିଛି..

ପାଟଣା,୨୭।୮: ବିହାରର ଗୟାରେ ଡାକ୍ତରଙ୍କ ଅବହେଳାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। ଅପରେଶନ ସମୟରେ ୨୧ ବର୍ଷୀୟ ଜଣେ ମହିଳାଙ୍କ ପେଟରେ ଡାକ୍ତର ତଉଲିଆ...

ମହାରାଷ୍ଟ୍ର ପାଠ୍ୟକ୍ରମରେ ବଡ଼ ଭୁଲ: ବଦଳାଇ ଦିଆଯାଇଛି ବିପ୍ଲବୀ ସୁଖଦେବଙ୍କ ନାଁ

ମୁମ୍ବାଇ, ୧୮ା୭: ମହାରାଷ୍ଟ୍ରରେ ଅଷ୍ଟମ ଶ୍ରେଣୀର ପିଲାମାନଙ୍କୁ ଶିକ୍ଷା ଦିଆଯାଉଥିବା ପାଠ୍ୟକ୍ରମରେ ଏକ ବଡ଼ ଭୁଲ ସାମ୍ନାକୁ ଆସିଛି। ଅଷ୍ଟମ ଶ୍ରେଣୀର ମରାଠୀ ବାଲ ଭାରତୀ...

୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍‌

ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...

୧୩ରେ ଏସ୍‌ସିଓ ସମ୍ମିଳନୀ:ହେବନି ମୋଦି-ଇମ୍ରାନ ବୈଠକ

ନୂଆଦିଲ୍ଲୀ,୭ା୬(ପି.ଟି.):ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ)ର ଶିଖର ସମ୍ମିଳନୀ ଆସନ୍ତା ୧୩ ଓ ୧୪ ତାରିଖରେ କିର୍ଗିଜ୍‌ସ୍ତାନ ରାଜଧାନୀ ବିଶ୍‌କେକ୍‌ଠାରେ ଅନୁଷ୍ଠିତ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ରପ୍ତାନି ପ୍ରସ୍ତୁତି ସୂଚକାଙ୍କ: ୧୩ତମ ସ୍ଥାନକୁ ଖସିଲା ଓଡ଼ିଶା

ନୂଆଦିଲ୍ଲୀ,୨୬।୩: ରପ୍ତାନି ପ୍ରସ୍ତୁତି ସୂଚକାଙ୍କ (ଇପିଆଇ) ୨୦୨୧ରେ ଓଡ଼ିଶା ୧୩ତମ ସ୍ଥାନକୁ ଖସିଛି। ନୀତି ଆୟୋଗ ପକ୍ଷରୁ ଶୁକ୍ରବାର ଏହି ସୂଚକାଙ୍କ ପ୍ରକାଶ ପାଇଛି। ୨୦୨୦...

ହେମନ୍ତଙ୍କ ବୋଟ୍‌ ପିକ୍‌ନିକ୍‌କୁ ଭାଜପାର ସମାଲୋଚନା

ନୂଆଦିଲ୍ଲୀ,୨୯।୮ : ଖଣି ଲିଜ୍‌ ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ବିଧାୟକ ପଦ ରଦ୍ଦ ଲାଗି ନିର୍ବାଚନ କମିଶନ ସୁପାରିସ କରିଥିବାବେଳେ ରାଜ୍ୟପାଳଙ୍କ...

ଏଣିକି ଏଡ୍‌ସ ପୀଡ଼ିତଙ୍କୁ ମିଳିବ ପେନ୍‌ସନ

ଚଣ୍ଡିଗଡ଼,୧୮।୬: ଏଡ୍‌ସ ସଂକ୍ରମିତ ପାଇଁ ହରିଆଣା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ପ୍ରତିମାସରେ ଏଡ୍‌ସ ପୀଡ଼ିତଙ୍କୁ ୨୨୫୦ଟଙ୍କା ଲେଖାଏ ପେନ୍‌ସନ ପ୍ରଦାନ କରିବେ...

ମିଗ୍‌ ୨୯କେ ବିମାନ ଡ୍ରପ୍‌ ଟ୍ୟାଙ୍କରେ ଲାଗିଲା ନିଆଁ

ପଣଜୀ,୮।୬: ଗୋଆ ବିମାନ ବନ୍ଦରରେ ମିଗ୍‌ ୨୯କେ ବିମାନର ଡ୍ରପ୍‌ ଟ୍ୟାଙ୍କରେ ଶନିବାର ନିଆଁ ଲାଗିଯିବା ଫଳରେ ବିମାନ ବନ୍ଦରରେ କିଛି ସମୟ ଲାଗି ବିମାନ...

Advertisement
Archives

Model This Week