ଏହି ମିଷ୍ଟ୍ରି ଗର୍ଲଙ୍କ ପ୍ରେମରେ ମୁନାଓ୍ବାର ଫାରୁକି

ବମ୍ବେ: ଲକ୍‌ ଅପ୍‌ ଶୋ’ ଜିତିବା ପରେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ମୁନାଓ୍ବାର ଫାରୁକି। ପ୍ରଥମେ ଶୋ’ର ସଫଳତାକୁ ନେଇ ଦିଆଯାଇଥିବା ପାର୍ଟିରେ ଜଣେ ମିଷ୍ଟ୍ରି ଗର୍ଲଙ୍କ ସହ ସେ ନଜର ଆସିଥିଲେ। ଏବେ ସେ ନାଜିଲା ସିତାଶୀ ବୋଲି ଜଣାପଡ଼ିଛି। ମୁନାଓ୍ବାର ପ୍ରଥମେ ତାଙ୍କ ସହ ଏକ ରୋମାଣ୍ଟିକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଏବେ ନାଜିଲାଙ୍କ ଜନ୍ମଦିନରେ ମୁନାଓ୍ବାର ବେଶ ରୋମାଣ୍ଟିକ ହୋଇଥିବା ଦେଖାଯାଇଛି।

ପ୍ରେମିକା ନାଜିଲାଙ୍କ ଜନ୍ମଦିନରେ ମୁନାଓ୍ବାର କେକ୍‌, ଫୁଲ ସାଙ୍ଗକୁ ସ୍ବାଦିଷ୍ଟ ବ୍ୟଞ୍ଜନ ଆଣିଥିଲେ। ଏହାକୁ ନେଇ ଅନେକ ଫଟୋ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପ୍ରଥମ ଫଟୋରେ ନାଜିଲା କେକ୍‌ ସହ ପୋଜ୍‌ ଦେଇଥିବା ବେଳେ ଦ୍ୱିତୀୟରେ ଫୁଲ ତୋଡା ସହ ପୋଜ ଦେଇଛନ୍ତି। ଏହାପରେ ମୁନାଓ୍ବାରଙ୍କ ସହ ସେ ଦୁଇଟି ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଏଥିରୁ ଉଭୟ ନିଜର ସମ୍ପର୍କକୁ ଖୋଲାଖୋଲି ସ୍ବୀକାର କରିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେବୃୟାରୀ ୧୪ରେ ଲାଲ୍‌ ସିଂ ଚଢ଼ା…

ମୁମ୍ବାଇ,୨୬।୯: ଆମିର ଖାଁଙ୍କର ଫିଲ୍ମ ଲାଲ୍‌ ସିଂ ଚଢ଼ାର ରିଲିଜ୍‌ ତାରିଖ ଘୁଞ୍ଚିବାରେ ଲାଗିଛି। ଏବେ ଆମିର ଟୁଇଟ୍‌ କରି ଫିଲ୍ମଟି ୨୦୨୨ ଫେବୃୟାରୀ ୧୪...

ସ୍ବାମୀଙ୍କ ନାଁରେ ଅଭିଯୋଗ ଆଣିଲେ ଦୀପିକା

ବଲିଉଡର ଭେଟେରାନ ଅମିତାଭ ବଚ୍ଚନଙ୍କ ଗେମ୍‌ ଶୋ’ କୌନ ବନେଗା କରୋଡପତି ୧୩ ତମ ସିଜିନ ଆରମ୍ଭ ହୋଇଛି। ଦର୍ଶକଙ୍କ ପାଇଁ ଅଧିକ ରୋମାଞ୍ଚକର କରିବା...

ଗୁନୀତଙ୍କ ବାୟୋପିକ୍‌ରେ ସୁରୈୟା

ମସାନ, ଜୁବାନ, ଦି ଲଞ୍ଚବକ୍ସ, ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସେପୁର ପରି ଫିଲ୍ମ ନିର୍ମାଣ କରି ଅନ୍ତରାଷ୍ଟ୍ରୀୟ ସ୍ତରରେ ପ୍ରଶଂସିତ ହୋଇପାରିଥିବା ନିର୍ମାତା ଗୁନୀତ ମୋଙ୍ଗା ।...

‘ତିନି ବର୍ଷ ଧରି ଡିପ୍ରେସନରେ ଥିଲି’

ବମ୍ବେ: ଅଭିନେତାଙ୍କ ପୁଅ ହେବା ସତ୍ତ୍ୱେ ବଲିଉଡରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହଜ ନୁହେଁ। କାରଣ ପିତାଙ୍କୁ ନେଇ ଦର୍ଶକମାନେ ତୁମକୁ ପ୍ରତିକ୍ଷଣ...

ଚର୍ଚ୍ଚାରେ ଦିଶାଙ୍କ କିକ୍‌

ମୁମ୍ବାଇ; ବଲିଉଡ୍‌ର ବୋଲ୍ଡ କୁଇନ୍ ଦିଶା ପାଟନି ଏବେ ଖୁବ୍ ଚର୍ଚ୍ଚାରେ । ଅଭିନୟ ସହ ସେ ମାର୍ଶାଲ ଆର୍ଟରେ ବି ବେଶ୍ ପାରଙ୍ଗମ ।...

ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ,୧୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ...

ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୦ ।୯: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ କୋର୍ଟରୁ ଆସ୍ୱସ୍ତି ମିଳିଛି । ପୋର୍ନୋଗ୍ରାଫି ମାମଲାରେ...

କରୋନା ଯୋଦ୍ଧାଙ୍କ ପାଇଁ ପୁଣି ସହଯୋଗର ହାତ ବଢାଇଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧା ସାଜିଥିବା ମୁମ୍ବାଇ ପୋଲିସ ପାଇଁ ଏଥର...

Advertisement
Archives

Model This Week