Posted inଖେଳ

ଧୋନୀଙ୍କ ରେକର୍ଡ ତାଲିକାରେ ଯୋଡ଼ି ହେଲା ନୂଆ ଫର୍ଦ୍ଦ

ମୁମ୍ବାଇ,୨୦।୪ : ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କ୍ୟାରିୟରରେ ସୋମବାର ଯୋଡ଼ି ହୋଇଛି ଆଉ ଏକ ସଫଳତା। ଓ୍ବାଙ୍ଖଡେ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ଭାବେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ
(ସିଏସ୍‌କେ) ପାଇଁ ଖେଳିଛନ୍ତି ୨୦୦ତମ ମ୍ୟାଚ୍‌।

ଆଇପିଏଲ ଓ ଚାମ୍ପିୟନ୍ସ ଲିଗ୍‌ ଟି୨୦କୁ ମିଶାଇ ମୋଟ ଉପରେ ବିଶ୍ୱର ଲୋକପ୍ରିୟ ଟୁର୍ନାମେଣ୍ଟରେ ୨୦୭ ମ୍ୟାଚ୍‌ ଖେଳିଛନ୍ତି ଧୋନୀ। ସିଏସ୍‌କେ ବ୍ୟତୀତ ଧୋନୀ ରାଇଜିଂ ପୁଣେ ସୁପରଜ୍ୟାଣ୍ଟସ (ଆରପିଏସ୍‌) ପାଇଁ ମଧ୍ୟ ଖେଳିଥିଲେ। ଏହି ଦଳ ପକ୍ଷରୁ ୩୦ ଥର ପ୍ରତିନିଧିତ୍ୱ କରିଥିଲେ କ୍ରିକେଟ ଇତିହାସର ଏହି ମହାନ ଅଧିନାୟକ। ତାଙ୍କ ନେତୃତ୍ୱରେ ଚେନ୍ନାଇ ୩ ଥର ଆଇପିଏଲ ଚାମ୍ପିୟନ ଆଖ୍ୟା ପାଇଥିବାବେଳେ ସର୍ବାଧିକ ୮ ଥର ଫାଇନାଲ ଖେଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୬ ରନ୍‌ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍‌ରେ କମାଲ୍‌ କଲେ ଏହି ବୋଲର୍‌

ବାରବାଡୋସ୍‌,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ...

ଭାଙ୍ଗିଦେଲେ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତି

ମାଲ୍‌ମୋ(ସ୍ବିଡେନ୍‌), ୬।୧(ଏପି)- ସ୍ବିଡେନ୍‌ ପାଇଁ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ କରିଥିବା ଜଲାଟନ ଇବ୍ରାହିମୋଭିଚ୍‌ଙ୍କ ମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ୫୦୦ କେଜି ଓଜନବିଶିଷ୍ଟ ବ୍ରୋଞ୍ଜ୍‌ରେ ନିର୍ମିତ ମୂର୍ତ୍ତି...

ଭାରତର ବିଶ୍ୱ ଚାମ୍ପିଅନ୍‌ କରାଇଥିବା ୟଶ୍‌ ଧୁଲ୍‌ଙ୍କ ଆଗାମୀ ଲକ୍ଷ୍ୟ କ’ଣ ଜାଣନ୍ତି

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜରେ ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଅଣ୍ଡର -୧୯ କ୍ରିକେଟ ବିଶ୍ୱକପ ଜିତିଥିବା ଅଧିନାୟକ ୟଶ ଧୁଲ ନିଜର ଲକ୍ଷ୍ୟ ସ୍ଥିର କରିଛନ୍ତି। ସେ...

ଫେଡ୍‌ କପ୍‌: ଭାରତ ପ୍ରଥମ ଥର ପ୍ଲେ-ଅଫ୍‌ରେ

ଦୁବାଇ, ୮ା୩ (ପି.ଟି.)-ପ୍ରଥମ ଥର ପ୍ଲେ-ଅଫ୍‌ରେ ପ୍ରବେଶ କରି ଭାରତୀୟ ଫେଡ୍‌ କପ୍‌ ଟିମ୍‌ ଇତିହାସ ସୃଷ୍ଟି କରିଛି। ଅଙ୍କିତା ରାଇନାଙ୍କ ନେତୃତ୍ୱାଧୀନ ଦଳ ଏଠାରେ...

ରୋନାଲ୍ଡୋଙ୍କୁ ଆଶ୍ୱସ୍ତି

ବୁରିରାମ(ଥାଇଲାଣ୍ଡ), ୬।୬(ପି.ଟି.)- ପର୍ତ୍ତୁଗାଲ ତଥା ଜୁଭେଣ୍ଟସ୍‌ ଫୁଟ୍‌ବଲ ଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ବୁଧବାର ଆଶ୍ୱସ୍ତି ମିଳିଛି। ତାଙ୍କ ନାମରେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳା କେସ୍‌...

ମେଡିକାଲ ପଢ଼ିବାକୁ ଯାଇ ବନିଗଲେ କ୍ରିକେଟର୍‌; ଏବେ ବିଶ୍ୱରେକର୍ଡର ଅଧିକାରିଣୀ

ନୂଆଦିଲ୍ଲୀ, ୨୫।୮: ନିକଟରେ ଜର୍ମାନୀ ଜାତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ଅନୁରାଧା ଡୋଡାବଲ୍ଲାପୁର ଏକ ବିଶ୍ୱ ରେକର୍ଡର ଅଧିକାରିଣୀ ହୋଇଥିଲେ। ଅଷ୍ଟ୍ରେଲିଆ ମହିଳା ଦଳ...

ଆଶୋକ ମାଲହୋତ୍ରା ଆଇସିଏ ଅଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୬।୧୦(ପି.ଟି.)- ପୂର୍ବତନ ଟେଷ୍ଟ କ୍ରିକେଟର ଆଶୋକ ମାଲହୋତ୍ରା ନିର୍ଦ୍ୱନ୍ଦ୍ୱରେ ଇଣ୍ଡିଆନ କ୍ରିକେଟର୍ସ ଆସୋସିଏଶନ (ଆଇସଏ)ର ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ନୂଆକରି ସୃଷ୍ଟି ହୋଇଥିବା ଏହି...

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଚେନ୍ନାଇ, ୧୬।୬-ବିଶ୍ୱ ଚାମ୍ପିୟନ ମ୍ୟାଗ୍ନସ କାର୍ଲସେନ ଠିକ୍‌ ସମୟରେ ଉପଯୁକ୍ତ ଗୋଟି ଚାଳନା କରି ଅନ୍‌ଲାଇନ୍‌ କ୍ଲଚ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଏକଦା...

Advertisement
Archives

Model This Week