ଘରେ କ’ଣ ଥିଲେ ମା’ ଲକ୍ଷ୍ମୀ ହୁଅନ୍ତି ଅସନ୍ତୁଷ୍ଟ; ଜାଣନ୍ତୁ…

ବାସ୍ତୁଶାସ୍ତ୍ର ଅନୁସାରେ, ଘର ପରିବେଶ ସଫା, ସୁତୁରା ରହିଲେ ମା’ ଲକ୍ଷ୍ମୀ ଖୁସି ହୋଇଥାନ୍ତି। ଆଉ ତାଙ୍କରି ଆଶୀର୍ବାଦରୁ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ପାଇଥାଏ। ହେଲେ ଘରେ କେଉଁ ଜିନିଷ ରହିଲେ ଲକ୍ଷ୍ମୀ ମାତା ଅସନ୍ତୁଷ୍ଟ ହୁଅନ୍ତି, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଫଟା କିମ୍ବା ଭାଙ୍ଗି ଯାଇଥିବା କାଚ, ଭଙ୍ଗା ପଲଙ୍କ, କବାଟ ଅବା ଆସବାବପତ୍ର, ଅଦରକାରୀ ବାସନକୁସନ, ବନ୍ଦ ହୋଇଯାଇଥିବା ଘଣ୍ଟା, ଭଗବାନଙ୍କର ଭଙ୍ଗା ମୂର୍ତ୍ତି, ନଷ୍ଟ ହୋଇଯାଇଥିବା ଚିତ୍ର କିମ୍ବା ଇଲେକ୍ଟ୍ରୋନିକ୍‌ ଜିନିଷ, ଚାଲୁ ନ ଥିବା ପେନ୍‌ ଇତ୍ୟାଦିକୁ ଘରେ ରଖିଲେ ଘରର ଐଶ୍ୱର୍ଯ୍ୟ ନଷ୍ଟ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

*ତା’ଛଡ଼ା ଏସବୁ ଜିନିଷ ଘରେ ଥିଲେ ଘରେ ଆର୍ଥିକ ସମସ୍ୟା ଦେଖାଦେବା ସହ ଘରର ସଦସ୍ୟଙ୍କ ମାନସିକ ଚିନ୍ତାର ଅନ୍ୟତମ କାରଣ ମଧ୍ୟ ସାଜିଥାଏ।

*କେବଳ ସେତିକି ନୁହେଁ, ପରିବାର ସଦସ୍ୟଙ୍କ ଉନ୍ନତିରେ ଏହି ସବୁ ଅଦରକାରୀ ଜିନିଷ ବାଧା ସୃଷ୍ଟି କରାଇବା ସହ ପତ୍ନୀ-ପତିଙ୍କ ବୈବାହିକ ଜୀବନରେ ନକାରାତ୍ମକ ପ୍ରଭାବ ମଧ୍ୟ ପକାଇଥାଏ।

*ତେଣୁ ଏସବୁ ଜିନିଷକୁ ଘରୁ ଯେତେ ଶୀଘ୍ର ସଫା କରିଦେବେ ସେତେ ଭଲ; ଯଦ୍ଦ୍ବାରା ମା’ ଲକ୍ଷ୍ମୀ ଖୁସି ହେବା ସହ ଘରେ ସୁଖ, ଶାନ୍ତି ବଜାୟ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରା ଏବେ ନିଜ କାର୍‌ରେ…

ବେଶ୍‌ ଉଚ୍ଚ ଆଶାୟୀ ଆଜିର ଯୁବପିଢ଼ି। ଅଧିକ ରୋଜଗାର କରିବା ସହ ସର୍ବଦା ବିଳାସପୂର୍ଣ୍ଣ ଜୀବନଯାପନ ସେମାନଙ୍କ ଅଭିଳାଷ। ଉଚ୍ଚାକାଂକ୍ଷା ଲିଷ୍ଟରୁ ବାଦ୍‌ପଡିନି କାର୍‌। ତେବେ...

ଘରେ ଲଗାନ୍ତୁ ଏସବୁ ଗଛ

ଗଛ ଯେ କେବଳ ପରିବେଶକୁ ବିଶୁଦ୍ଧ ରଖିଥାଏ ତା’ନୁହେଁ ବରଂ ଏହାଦ୍ୱାରା ଘରେ ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି। ଏହା ଘରେ...

ଘରେ ବହୁତ ମଶା ହେଉଛନ୍ତି କି? ଜାଣନ୍ତୁ ଘଉଡ଼ାଇବାର ଘରୋଇ ଉପାୟ

ଘରେ ମଶା ହେବାଦ୍ୱାରା ମ୍ୟାଲେରିଆ, ଡେଙ୍ଗୁ, ଚିକେନ୍‌ଗୁନିଆ ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ରହିଥାଏ। ତେଣୁ ଆମେ ମାର୍କେଟ୍‌ରେ ମିଳୁଥିବା ବିଭିନ୍ନ କେମିକାଲ୍‌ ଯୁକ୍ତ...

ଶିଶୁ ଲାଗି ସର୍ବୋତ୍ତମ ଖାଦ୍ୟ

ମା’ କ୍ଷୀର ଅମୃତ, ଯାହାକୁ ପାନ କଲେ ଶିଶୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ ଓ ସେ ଦୀର୍ଘାୟୁ ହୁଏ। ଏହି କ୍ଷୀର ଶିଶୁ...

ଭୁଲରେ ବି ଏହି ୭ ଜିନିଷରେ ଗୋଡ ବଜାନ୍ତୁ ନାହିଁ କି ମାରନ୍ତୁନି ଗୋଇଠା, ହୋଇଯିବେ ବରବାଦ..

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଅର୍ଥ, ପଦୋନ୍ନତି,...

ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ

ଘନକଳା ତଥା ମୁଲାୟମ କେଶ ପାଇବାକୁ ଚାହୁଁଥିଲେ ଖରାଦିନେ ମିଳୁଥିବା ଫଳ ସବୁ ନିଶ୍ଚୟ ଖାଆନ୍ତୁ…   ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ ଖରାଦିନେ ମିଳୁଥିବା ବିଭିନ୍ନ...

ଜ୍ୟୋତିର୍ବିଜ୍ଞାନର ଆଦିପର୍ବ

(ଶେଷ ଭାଗ) ଉଲ୍ଲେଖନୀୟ ଯେ, ଅଧିକାଂଶ ଜ୍ୟୋତିର୍ବିଦ କେପଲରଙ୍କ ସମୟରେ କପରନିକ୍‌ସଙ୍କ ଖଗୋଳୀୟ ତତ୍ତ୍ୱକୁ ଗ୍ରହଣ କରି ସାରିଥିଲେ। କିନ୍ତୁ ସେମାନଙ୍କର ବିଶ୍ୱାସ ଥିଲା ଯେ,...

ଖାଇବା ପରେ..

ଖାଇବା ପରେ ଏପରି କାମ କରନ୍ତୁ ନାହିଁ, ଯାହାର ଖରାପ ପ୍ରଭାବ ଶରୀର ଉପରେ ପଡ଼ିବ । ଜାଣନ୍ତୁ ସେ ସମ୍ପର୍କରେ… ଆମେ ଖାଦ୍ୟ ଖାଇବା...

Advertisement
Archives

Model This Week