ଗଞ୍ଜାମ ବ୍ଲକର ଅଧିକାଂଶ ଗ୍ରାମ ପାଣି ଘେରରେ

ଗଞ୍ଜାମ,୧୫।୧୦(ଡି.ଏନ.ଏ.): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗଞ୍ଜାମ ବ୍ଲକ ଅଂଚଳର ବିଭିନ୍ନ ଗ୍ରାମ ପାଣି ଘେରରେ ଥିବା ଦେଖିବାକୁ ମିଳିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ଋଷୁକୁଲ୍ୟା ନଦୀରେ ବନ୍ୟା ଜଳ ପ୍ରଭାହିତ ହେଉଛି। ଗଞ୍ଜାମ ବ୍ଲକ ସମୁଦ୍ର କୁଳ ନିକଟବର୍ତ୍ତୀ ପୋଡ଼ମପେଟା ଗୋଖର କୁଦା, ସୂର୍ଯ୍ୟ ନାରାୟଣ ପୁର, ଓଡିଆରପି କଲୋନୀ, ବଙ୍ଗଲା ଆଦି ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏନଏସି ଅଧିନସ୍ଥ ପୁଇଁତୋଳା ଗ୍ରାମରେ ମଧ୍ୟ ଧୀରେ ଧୀରେ ପାଣି ପଶିଲାଣିl ସେହିପରି ଅନ୍ୟାନ୍ୟ ପଞ୍ଚାୟତର ଥିବା ଗ୍ରାମ ଗୁଡିକ ମଧ୍ୟ ଜଳମଗ୍ନ ଥିବା ଜଣାପଡିଛି। ଏହି ଭଳି ପରିସ୍ଥିତିରେ ଲୋକେ ଘରୁ ବାହାରି ନ ପାରି ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଡ଼ିଓ ପାଣିଘେରରେ ଥିବା ଗ୍ରାମ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ଗର୍ଭବତୀ କରି ସମ୍ପର୍କୀୟ କକା ଫେରାର

ସୁନ୍ଦରଗଡ,୬।୫: ସୁନ୍ଦରଗଡ଼ ଜିଲା ଧରୁଆଡିହି ଥାନା ଅନ୍ତର୍ଗତ ବାଉରୀଡିହି ଗ୍ରାମରେ ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ସମ୍ପର୍କୀୟ କକା ଗର୍ଭବତୀ କରି ଫେରାର ଥିବା ଅଭିଯୋଗ ହୋଇଛି।...

ସୁନାବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଢେଙ୍କାନାଳ ଅଫିସ,୧୩।୭ – ଶୁକ୍ରବାର ରାତି ସାଢେ ୭ଟାରେ ହରିଶୟନ ଏକାଦେଶୀ ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରଥରେ ସୁନା ବେଶରେ ଦର୍ଶନ ଦେଇଥିଲେ। ରଥଗଡାଠାରେ...

ଦୋକାନ ବଜାର ଖୋଲିବାକୁ ଜିଲାପାଳଙ୍କୁ ଦାବିପତ୍ର

ବାଲେଶର ଅଫିସ, ୨୦ା୫-ଚତୁର୍ଥ ପର୍ଯ୍ୟାୟ ଲକଡାଉନ ପରଠାରୁ ବ୍ୟବସାୟିକ କ୍ଷେତ୍ରରେ କେତେକ କୋହଳ କରାଯାଇଥିଲେ ମଧ୍ୟ ମଧ୍ୟ କାହା ପାଖରେ କୌଣସି ସ୍ପଷ୍ଟ ସୂଚନା ନ...

ପୂର୍ବଶତ୍ରୁତାରୁ ହତ୍ୟାକାଣ୍ଡ

ବାସୁଦେବପୁର, ୯। ୩(ଡି.ଏନ.ଏ.)-ବାସୁଦେବପୁର ବ୍ଲକ ନୂଆଗଡ ଗ୍ରାମର ନିରଞ୍ଜନ ମଳିକ ନାମକ ବ୍ୟକ୍ତିଙ୍କୁ ତାଙ୍କର କେତେକ ପଡୋଶୀ ମରଣାନ୍ତକ ଆକ୍ରମଣ କରି ପିଟି ପିଟି ହତ୍ୟା...

ମାସେ ହେଲା ୮ ନଳକୂଅ ଅଚଳ

ବାମରା, ୪।୬ (ସ୍ବ.ପ୍ର.) ବାମରା ବ୍ଲକ ସଦର ମହୁକୁମା ଗୋବିନ୍ଦପୁର ପଞ୍ଚାୟତରେ ଗତ ପ୍ରାୟ ୧ମାସ ହେବ ୮ଟି ନଳକୂଅ ଅଚଳ ହୋଇପଡିଥିବାରୁ ଲୋକେ ପାଣି...

ଭିଜିଲାନ୍ସ, ବନ ବିଭାଗର ମିଳିତ ଚଢ଼ାଉ: ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

ଖୋର୍ଦ୍ଧା ଅଫିସ,୧୦।୧୧: ବାଲିପାଟଣା ବନାଞ୍ଚଳର ଧାନହରା ଏବଂ ଡେଙ୍ଗ କରତକଳ ଉପରେ ମଙ୍ଗଳବାର ସକାଳୁ ଖୋର୍ଦ୍ଧା ବନଖଣ୍ଡ ଏବଂ ଭୁବନେଶ୍ୱର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ...

କାଳିଆ ଅପେକ୍ଷାରେ ନନ୍ଦିଘୋଷ

ପୁରୀ ଅଫିସ, ୧୧।୭: ରଥ, ପଥ, ସେବାୟତ ସମସ୍ତେ ପ୍ରସ୍ତୁତ। ସୋମବାର ରଥଯାତ୍ରା। ବଡ଼ଦାଣ୍ଡରେ ଗଡ଼ିବ ତିନିରଥ। ଏଥର କୋଭିଡ୍‌ କଟକଣା ଦୃଷ୍ଟିରୁ ବିନା ଭକ୍ତରେ...

୩ ଦିନରେ ଗଲାଣି ୮୬୯ ଟନ୍‌ ଅକ୍ସିଜେନ

କଟକ ଅଫିସ, ୨୬।୪: ଓଡ଼ିଶା ପକ୍ଷରୁ ବିଭିନ୍ନ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଣ ଜାରି ରହିଛି। ଗତ ୩ଦିନ ମଧ୍ୟରେ ୪୯ଟି ଟ୍ୟାଙ୍କର୍‌ ଯୋଗେ ୮୬୯ ଟନ୍‌ରୁ...

Advertisement
Archives

Model This Week