Posted inଫୁରସତ

ଆଖି ସଫା କରୁଛି ମାଙ୍କଡ଼: ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ୨ ମାଙ୍କଡ଼କୁ ଦେଖିବାକୁ ମିଳୁଛି। ଗୋଟିଏ ମାଙ୍କଡ଼ ଆଖିରେ କିଛି ଗୋଟେ ପଡ଼ିଯାଇଥିବା ବେଳେ ଆଉ ଜଣେ ପତ୍ର ସାହାଯ୍ୟରେ ତାକୁ କାଢ଼ିବାକୁ ଚେଷ୍ଟା କରୁଛି। ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଅଧିକ ଭାଇରାଲ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ଅଜବ ସଉକ: ଚୁଟିରେ ସାପ ଗୁଡ଼ାଇ ଶପିଂ କରିବାକୁ ବାହାରିଲେ; ଭିଡିଓ ଦେଖିଲେ…

କଥାରେ ଅଛି ସଉକ ବଡ଼ ଜିନିଷ। କେହି କେହି ବୁଲିବାକୁ ଭଲପାଆନ୍ତି ତ କେହି କେହି ପୋଷାକକୁ ଭଲ ପାଆନ୍ତି। କାହାକୁ ଖାଇବାକୁ ଭଲ ଲାଗିଥାଏ...

ଶୋଭା ବଢ଼ାଇବେ ମୃତ ପ୍ରଜାପତି

ବକ୍ସର: ପ୍ରକୃତିର ଅନ୍ୟତମ ବିସ୍ମୟ ସୃଷ୍ଟି ପ୍ରଜାପତି। ଏହି ସୁନ୍ଦରତମ କୀଟକୁ ପରିକଳ୍ପନା କରି ଲେଖାଯାଇଛି ଅନେକ କାବ୍ୟ କବିତା। ସ୍ବଳ୍ପ ସମୟ ଜୀବନ ଅବଧି...

ପିତାଙ୍କ ଏମିତି ଫଟୋ ଛାଡିଲେ ଝିଅ, ଲୋକେ ହେଲେ ଭାବୁକ

କାନବେରା,୭।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ଭୟଙ୍କର ନିଆ ଲାଗିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ ବିଭାଗ କର୍ମଚାରୀ ରାତିଦିନ ଲାଗିପଡିଛନ୍ତି। କିଛିଦିନ ପୂର୍ବରୁ ଅଗ୍ନିଶମ...

ପର୍ଯ୍ୟଟନସ୍ଥଳୀ: ଐତିହାସିକ କ୍ଷେତ୍ର ରତ୍ନାଗିରି

ରତ୍ନାଗିରି ମହାରାଷ୍ଟ୍ରର ରତ୍ନାଗିରି ଜିଲା ଅନ୍ତର୍ଗତ ଏକ ନଗର; ଯାହାକି ନିଜର ଅପୂର୍ବ ପ୍ରାକୃତିକ ସୌନ୍ଦର୍ଯ୍ୟ ସାଙ୍ଗକୁ ଅନେକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀକୁ ନିଜ ଭିତରେ ସାଇତି...

ଗର୍ଲଫ୍ରେଣ୍ଡଙ୍କୁ ପରିବାର ସହ ଭେଟ କରିବାକୁ ରାଜି ନ ଥିଲେ ବୟଫ୍ରେଣ୍ଡ୍‌, ଆଉ ତା’ପରେ

ଆମେରିକାର କାର୍ର୍ଲିଫର୍ନିଆ ସହରରେ ଏକ ଅଜବ ଘଟଣା ଘଟିଛି। ଗର୍ଲଫ୍ରେଣ୍ଡ ଅଧିକ ମୋଟା ହୋଇଥିବାରୁ ବୟଫ୍ରେଣ୍ଡ ତାଙ୍କ ହାତ ଛାଡି ଦେଇଥିଲେ। ଏହା ଜାଣିବା ପରେ...

ଫୋନ୍‌କୁ ଚାର୍ଜରେ ଲଗାଇ କରୁଛନ୍ତି କି ଏଭଳି…

ନୂଆଦିଲ୍ଲୀ: କେତେକ ଫୋନ୍‌କୁ ଚାର୍ଜରେ ଲଗାଇ କଲ୍‌ କରିବା ସହିତ ଗେମିଂ ଅବା ଅନ୍ୟ କିଛି ଆପ୍ଲିକେଶନ ବ୍ୟବହାର କରିଥାନ୍ତି। ତେବେ ଏହା ବିପଦକୁ ଡାକି...

ଚିତାବାଘ ସହିତ ଏଭଳି କଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ସାମ୍ନାକୁ ଆସେ। ଠିକ୍‌ ସେହିପରି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି ନିର୍ଦ୍ଦୟ ରୂପେ...

ଭୂତାଣୁ ଦ୍ୱାରା ହେବ କକର୍ଟର ଚିକିତ୍ସା…

ନୂଆଦିଲ୍ଲୀ,୧୬।୪ : ଲକ୍ଷ ଲକ୍ଷ ବର୍ଷ ପୁରୁଣା ଭୂତାଣୁକୁ ବର୍ତ୍ତମାନ କର୍କଟ ରୋଗର ଚିକିତ୍ସା ପାଇଁ ଖୋଜାଯାଉଛି। ଯାହା ମଣିଷକୁ କର୍କଟ ରୋଗ ସହ ଲଢ଼ିବାରେ...

Advertisement
Archives

Model This Week