Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚେତାବନୀ, ଘର ବାହାରେ ପଢିବେ ହନୁମାନ ଚାଳିଶା

ମୁମ୍ବାଇ,୨୧ ।୪: ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ବୁଧବାର କହିଛନ୍ତି ସେ ୨୩ ଏପ୍ରିଲରେ ମୁମ୍ବାଇ ଆସିବେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବେ । ବିଦର୍ଭର ବଡନେରା ଆସନର ବିଧାୟକ ଖବରଦାତାଙ୍କୁ କହିଛନ୍ତି କି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ହନୁମାନ ଚାଳିଶା ପାଠ କରନ୍ତୁ ନଚେତ୍ ରାଣା ତାଙ୍କ ସମର୍ଥକଙ୍କ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଖୁବ ଜୋରରେ ହନୁମାନ ଚାଳିଶା ପାଠ କରିବେ । ସୂଚନାଯୋଗ୍ୟ, ହନୁମାନ ଜୟନ୍ତିରେ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ହନୁମାନ ଚାଳିଶା ପାଠ କରିବାକୁ କହିଥିଲେ । ଏହାପରେ ଶିବସେନା ଏହାର କଡା ସମାଲୋଚନା କରିବା ସହ ସାମ୍ପ୍ରଦାୟକ ବିଦ୍ୱେଷ ଉସକାଇବା ଅଭିଯୋଗ ଆଣିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ, ଏନ୍‌ସିଆର୍‌ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କଲା ପିଏମ୍‌ଓ: ଟାସ୍କଫୋର୍ସ ବୈଠକରେ ସମୀକ୍ଷା କଲେ ପି. କେ. ମିଶ୍ର

ନୂଆଦିଲୀ, ୨୬।୧୦(ପିଆଇବି): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ପକ୍ଷରୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ମାତ୍ରା ଅନୁଧ୍ୟାନ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ...

ଏମ୍ସ ଗଲେ ଉନ୍ନାଓ ପୀଡିତାଙ୍କ ଓକିଲ

ଲକ୍ଷ୍ନୌ,୬।୮: ଉତ୍ତର ପ୍ରଦେଶ ରାୟବରେଲିରେ ଗତ ମାସରେ ଦୁର୍ଘଟଣାର ଶିକାର ହୋଇଥିବା ଉନ୍ନାଓ ବଳାତ୍କାର ପୀଡିତାଙ୍କ ଓକିଲ ମଙ୍ଗଳବାର ଦିଲ୍ଲୀରେ ଥିବା ଅଲ୍‌ ଇଣ୍ଡିଆ ଇନଷ୍ଟିଚ୍ୟୁଟ...

୧୨ ବର୍ଷ ପୂର୍ବରୁ ଅପହରଣ ଓ ହତ୍ୟାର ଶିକାର ହୋଇଥିବା ଯୁବତୀ ଜୀବନ୍ତ ଫେରିଲେ!

ଜାଲୌନ,୧୭ ।୯: ଉତ୍ତର ପ୍ରଦେଶର ଜାଲୌନରେ ୧୨ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଖବର ଆସିଥିଲା ଚର୍ଚ୍ଚାକୁ । ଏବେ...

‘ପଶ୍ଚିମ ବଙ୍ଗ ସରକାରଙ୍କ ପାଖରେ ବୁଲଡୋଜର ଅଛି’, ହାଇକୋର୍ଟ ଜଜଙ୍କ ଯୋଗୀ ସରକାର ଟିପ୍ପଣିକୁ ନେଇ ଟିଏମସି କହିଲା ଫେମଶ ହେବାକୁ ଚାହୁଁଛନ୍ତି

କୋଲକାତା,୨୯।୭: ଉତ୍ତର ପ୍ରଦେଶର ବୁଲଡୋର ଚର୍ଚ୍ଚା ପାଖାପାଖି ୧୦୦୦ କିଲୋମିଟର ଦୂର କୋଲକାତାରେ ହେଉଛି। କୋଲକାତା ହାଇକୋର୍ଟରେ ବେଆଇନ ନିର୍ମାଣ ମାମଲାର ଶୁଣାଣି ବେଳେ ଜଷ୍ଟିସ...

ହରିୟାଣା ନିର୍ବାଚନ: ଭାଜପାର ଷ୍ଟାର ପ୍ରଚାରକଙ୍କ ତାଲିକାରେ ମୋଦି, ଅମିତ ଶାହ

ଚଣ୍ଡିଗଡ଼,୪।୧୦: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭାଜପା ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୪୦ଜଣ ଷ୍ଟାର ପ୍ରଚାରକଙ୍କ ନାମ...

ମୁଁ ତୁମ ବୋହୂକୁ ହତ୍ୟା କରିଛି, ଖୋଜିବ ଯଦି ଖୋଜି ପାର

ଭୋପାଳ,୧୩ା୫: ମୁଁ ତୁମ ବୋହୂକୁ ହତ୍ୟା କରିଛି, ଯଦି ତୁମେ ପାରିବ ତେବେ ଖୋଜ! ତାଙ୍କ ବୋହୂଙ୍କ ହତ୍ୟାକାରୀ ପୁଅ ବୋଲି ଭାବି ବୃଦ୍ଧଙ୍କ ଆତ୍ମା...

ଫଡନଭିସଙ୍କୁ ଚେତାବନୀ ଦେଲେ ଆନ୍ଦୋଳନକାରୀ

ପୁଣେ,୩।୯: ମହାରାଷ୍ଟ୍ରର ଜାଲନାରେ ମରାଠା ସଂରକ୍ଷଣ ପାଇଁ ଆନ୍ଦୋଳନରେ ବସିଥିବା ଲୋକଙ୍କ ଉପରେ ଲାଠିଚାର୍ଜ ମାମଲାକୁ ନେଇ ବିରୋଧାଭାଷ ଉଠିଛି। ପୋଲିସର ଏହି କାର୍ଯ୍ୟାନୁଷ୍ଠାନ ଯୋଗୁ...

ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ଦିଲ୍ଲୀ ପହଞ୍ଚିଲେ ଇଟାଲୀ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଯାଇଛି। ଏହି ସମ୍ମିଳନୀ ଦିଲ୍ଲୀରେ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ...

Advertisement
Archives

Model This Week