Advertisement

ମିସ୍‌ ଶ୍ରୀଲଙ୍କା ସୁନ୍ଦରୀ ପ୍ରତିଯୋଗିତା: ବିଜେତାଙ୍କ ନାମ ଘୋଷଣା ପରେ ମାଡ଼ପିଟ୍‌, ଭାଇରାଲ ହେଉଛି ଭିଡିଓ…

ନ୍ୟୁୟର୍କ,୨୭ା୧୦: ଆମେରିକାର ନ୍ୟୁୟର୍କରେ ଅନୁଷ୍ଠିତ ମିସ୍‌ ଶ୍ରୀଲଙ୍କା ସୌନ୍ଦର୍ଯ୍ୟ ପ୍ରତିଯୋଗତାର ପ୍ରଥମ ରାଉଣ୍ଡ ଶେଷ ହୋଇଛି। ଏହି ସମୟରେ ପ୍ରତିଯୋଗୀମାନେ ପରସ୍ପର ସହିତ ସଂଘର୍ଷ କରିଥିଲେ। ପାର୍ଟି ପରେ ଏଠାରେ ମାଡ଼ପିଟ୍‌ ଆରମ୍ଭ ହୋଇଥିଲା। ଏହି ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁହାଯାଉଛି ଯେ ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି।

ମିସ ଶ୍ରୀଲଙ୍କାର ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଦକ୍ଷିଣ ବେଳାଭୂମିର ଭାଣ୍ଡରବିଲ୍ଟ ଠାରେ ଅନୁଷ୍ଠିତ ହୋଇଥିଲା। ଏହା ପରେ କିଛି ପ୍ରତିଯୋଗୀଙ୍କ ସହ ୩୦୦ରୁ ଅଧିକ ଲୋକ ସାମିଲ ଥିଲେ। ପ୍ରଥମ ମିସ୍‌ ଶ୍ରୀଲଙ୍କା ସୁନ୍ଦରୀ ଭାବେ ଆଞ୍ଜେଲିଆ ଗୁନାସେକରା ମୁକୁଟ ପିନ୍ଧିଥିଲେ। ବିଜେତାଙ୍କ ନାମ ଘୋଷଣା ପରେ କିଛି ପ୍ରତିଯୋଗୀ ପରସ୍ପର ମଧ୍ୟରେ ମାଡ୍‌ପିଟ୍‌ ଲାଗିଥିଲେ। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ

ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର...

ପାକିସ୍ତାନକୁ ଝିଣ୍ଟିକା ଦାଉରୁ ରକ୍ଷା କରିବାକୁ ଚାଇନା ପଠାଇବ ବତକ

ଇସ୍‌ଲାମାବାଦ,୨୮।୨: ଏବେ ପାକିସ୍ତାନରେ ଝିଣ୍ଟିକା ବା ପଙ୍ଗପାଳଙ୍କ ଉପଦ୍ରବ ବହୁ ମାତ୍ରାରେ ବଢିଯାଇଛି। ଏମାନଙ୍କ ଉପଦ୍ରବ ଯୋଗଁ ବହୁ ପରିମାଣରେ ଫସଲ ହାନୀ ଘଟୁଛି। ଧିରେ...

ପୁଟିନ୍‌ଙ୍କ ଆଧିପତ୍ୟ ବଢ଼ିବ

ଓ୍ବାଶିଂଟନ,୩ା୩: ଭବିଷ୍ୟତରେ କ’ଣ ସବୁ ଘଟିବାକୁ ଯାଉଛି ତାହା ବୁଲଗେରିଆର ଜଣେ ଅନ୍ଧ ମହିଳା ପୂର୍ବାନୁମାନ କରିପାରୁଥିଲେ। ସେ ଜଣେ ଭବିଷ୍ୟବକ୍ତା ଥିଲେ ବୋଲି ତାଙ୍କ...

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣାଗ୍ରସ୍ତ

ଇସ୍‌ଲାମାବାଦ୍‌,୨୨।୫: ପାକିସ୍ତାନରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଶୁକ୍ରବାର ଅପରାହ୍ନରେ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (ପିଆଇଏ)ର ବିମାନ ଦୁର୍ଘଟଣାର ଶୀକାର ହୋଇଛି। ଏହି...

ସ୍ୟୁ ଚୀଙ୍କ ବିରୋଧରେ ଗୋପନୀୟତା ଉଲ୍ଲଂଘନ ମାମଲା

ନାପିତାଉ,୨।୪: ମ୍ୟାନ୍‌ମାରର କ୍ଷମତାଚ୍ୟୁତ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀ ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କ ବିରୋଧରେ ସରକାରୀ ଗୋପନୀୟତା ଆଇନ ଉଲ୍ଲଂଘନ ମାମଲା...

କେଉଁ ରାଷ୍ଟ୍ର ବଡ଼ ପକ୍ଷ

ଗ୍ଲାସ୍‌ଗୋ, ୨୮ା୧୦: ଜଳବାୟୁ ପରିବର୍ତ୍ତନର ପ୍ରଭାବ କେବଳ ଭାରତ ନୁହେଁ ପୂରା ବିଶ୍ୱରେ ଦେଖିବାକୁ ମିଳିଛି। ଚଳିତ ମାସରେ ଭାରତର ବିଭିନ୍ନ ସ୍ଥାନରେ ଅତ୍ୟଧିକ ବର୍ଷା...

କାନରେ ହେଡଫୋନ ଲଗାଇପାରିଲେ ନାହିଁ ପାକିସ୍ତାନ ପ୍ରଧାନମନ୍ତ୍ରୀ: ପୁଟିନ ଦେଖି ହସିଲେ

ସମରକନ୍ଦ,୧୬।୯: ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନର ସମରକନ୍ଦରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ ଶରିଫ ଏବଂ ରୁଷିଆ...

ଆରମ୍ଭ ହେଲା କ୍ୱାଡ ସମ୍ମିଳନୀ

ଟୋକିଓ,୨୪ ।୫: ଜାପାନ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୱାଡ ନେତାଙ୍କ ସହ ଚତୁର୍ଥ ଶିଖର ବୈଠକରେ ଯୋଗ ଦେଇଛନ୍ତି ।...

Advertisement
Archives

Model This Week