Posted inଫୁରସତ

ଆସିଗଲା ମୁହଁରେ ମାସ୍କ ପିନ୍ଧାଇବା ମେଶିନ: ଭିଡିଓ ଶେୟାରକଲେ ଏହି ଖେଳାଳି

ଓ୍ବାଶିଂଟନ୍‌, ୧୯।୮: କରୋନା ସୟରେ ଲୋକେ ଘରେବସି ନୂଆ ନୂଆ ଜିନିଷ ବାହାର କରିବାରେ ଲାଗିଛନ୍ତି। ସେହିପରି ଏବେ ଜଣେ ବ୍ୟକ୍ତି ମାସ୍କ ପିନ୍ଧାଇବା ପାଇଁ ଏକ ମେଶିନ ତିଆରି କରିଛନ୍ତି। ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଶେୟାର କରିଛନ୍ତି ଆମେରିକାର ବାସ୍କେଟବଲ ଖେଳାଳି ରେକ୍ସ ଚେପମ୍ୟାନ। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ମୋର ଲୋକମାନେ ‘ଦ କରିନେଟର’ ନାମକ ଏକ ମେଶିନ ତିଆରି କରିଛନ୍ତି, ଯାହା ଲୋକଙ୍କୁ ମାସ୍କ ପିନ୍ଧାଇବ।
ଭିଡିଓରେ ଜଣେ ବ୍ୟକ୍ତି ମେଶିସ ସମ୍ମୁଖରେ ବସିଛନ୍ତି। କିଛି ସେକେଣ୍ଡ ପରେ ଉକ୍ତ ମେଶିନ ବ୍ୟକ୍ତିଙ୍କ ନିକଟକୁ ଯାଇ ମାସ୍କ ପିନ୍ଧାଉଛି। ଏହାପରେ ମେଶିନଟି କିପରେ ମାସ୍କ ପିନ୍ଧିଛି ତାହା ମଧ୍ୟ ଭିଡିଓରେ ଦେଖିବାକୁ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋନାକୋ: ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ

ପୃଥିବୀର ଦ୍ୱିତୀୟ କ୍ଷୁଦ୍ରତମ ଦେଶ ହେଉଛି ମୋନାକୋ। ଏହାର କ୍ଷେତ୍ରଫଳ ଗୋଟିଏ ଛୋଟ ଗଁାଠାରୁ ବି କମ୍‌। ଜାଣନ୍ତୁ ଏହି ଦେଶ ସମ୍ପର୍କରେ କିଛି ରୋଚକ...

୨୩ ବର୍ଷରେ ହରାଇ ବସିଥିଲେ ଦୃଷ୍ଟିଶକ୍ତି, କୁକୁର ଲାଗି ଫେରିପାଇଲେ ଫିଟ୍‌ନେସ

ଲଣ୍ଡନ: ବ୍ରିଟେନ୍‌ର ପୋର୍ଟସ୍‌ମାଉଥ୍‌ରେ ରହୁଥିବା ଇୟାନ ମୋରିସ୍‌ ଯେତେବେଳେ ୨୩ ବର୍ଷର ହୋଇଥିଲେ, ସେତେବେଳେ ସେ ଦୃଷ୍ଟିଶକ୍ତି ହରାଇଥିଲେ। ତଥାପି ହାରି ନ ଥିଲେ। ଫିଟ୍‌ନେସ...

ଡାକ୍ତରଙ୍କୁ ଭୁଲ ପ୍ରମାଣିତ କଲେ ୫ ବର୍ଷର ପୁଅ

ଆମେରିକାର ଜର୍ଜିଆରେ ରହୁଥିବା ଜଣେ ୫ ବର୍ଷର ପୁଅ ଡାକ୍ତରଙ୍କୁ ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ହେଲେ କାମଡେନ ବ୍ରୋକ୍‌ ହେନସନ। କାମଡେନ ସେରେବେଲାର...

ସେନାରେ ରବି କିଶନଙ୍କ ଝିଅ ଈଶିତା

ମୁମ୍ବାଇ: ଜଣାଶୁଣା ଅଭିନେତା ରବି କିଶନଙ୍କ ଝିଅ ଈଶିତା ଶୁକ୍ଳା ସେନାରେ ଯୋଗ ଦେଇଛନ୍ତି । ବିବାଦୀୟ ଅଗ୍ନିବୀର ଯୋଜନା ଅନ୍ତର୍ଗତ ଈଶିତା ଆର୍ମିରେ ଜଏନ୍‌...

୨୨ ସପ୍ତାହରେ ଜନ୍ମ ନେଲା ଶିଶୁ, ଓଜନ ୩୫୦ ଗ୍ରାମ୍‌, ଶୁଭେଚ୍ଛା ଜଣାଇଲା ପୂରା ହସ୍ପିଟାଲ

ଆପଣ ନିଶ୍ଚିତ ଦୁନିଆର ଅନେକ ପ୍ରି-ମାଚ୍ୟୁୟର ଶିଶୁଙ୍କ ବିଷୟରେ ଶୁଣିଥିବେ। କିଛି ପିଲା ୪୦୦ରୁ ୮୦୦ ଗ୍ରାମ ଭିତରେ ହୋଇଥାନ୍ତି। କିନ୍ତୁ ଏବେ ଏକ ଶିଶୁ...

ନୂଆବର୍ଷ ଆକର୍ଷଣ

ପୁରୁଣାବର୍ଷକୁ ବିଦାୟ ଦେଇ ୨୦୨୦କୁ ସ୍ବାଗତ କରିବା ପାଇଁ ଚାରିଆଡେ ଦେଖାଗଲାଣି ଉତ୍ସାହର ମାହୋଲ। କେବଳ ଅପେକ୍ଷା ଆଉ ଦିନ କେଇଟାକୁ। ଏହାପରେ ଆରମ୍ଭ ହୋଇଯିବ...

କରୋନା ନାମରେ ସହାୟତା ନେଇ ଲମ୍ବୋର୍ଗିନି ଗାଡି କିଣିଲେ ଏହି ବ୍ୟକ୍ତି

କରୋନା ସମୟରେ ଗରିବ ଏବଂ ବେରୋଜଗାର ସଂଖ୍ୟା ବଢ଼ିଯାଇଛି। ଅନେକ ବ୍ୟବସାୟ ବନ୍ଦ ହୋଇଯାଇଛି। ଏହି ସମୟରେ ସରକାର ଗରିବ ଏବଂ ଶ୍ରମିକଙ୍କୁ ସହାୟତା କରୁଛନ୍ତି।...

ସମୁଦ୍ର ସଫେଇ ଅଭିଯାନରେ ଯୁବକ

ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ...

Advertisement
Archives

Model This Week