ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ କରୋନା ପଜିଟିଭ୍‌

ମୁମ୍ବାଇ,୨୭।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଥିବା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନ୍‌ସିପି ଦେତା ଅଜିତ ପାଓ୍ବାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ସୋମବାର ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଅଜିତ ପାୱାର ଟୁଇଟ କରି ଲେଖିଛନ୍ତି, ଗତ କିଛି ଦିନରୁ ସେ ଅସୁସ୍ଥ ଥିବାରୁ ରବିବାର କରୋନା ପରୀକ୍ଷା କରାଇଥିଲେ। ତେବେ ସୋମବାର ଆସିଥିବା ରିପୋର୍ଟରେ ତାଙ୍କର କରୋନା ପଜିଟିଭ୍‌ ବାହାରିଛି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ଏବଂ ସେ ଡାକ୍ତରଙ୍କର ପରାମର୍ଶ ନେଉଛନ୍ତି ବୋଲି କହିଛନ୍ତି। ଜନତାଙ୍କ ଆଶୀର୍ବାଦରୁ କରୋନାକୁ ହରାଇ ଖୁବ୍‌ଶୀଘ୍ର ନିଜ କାର୍ଯ୍ୟକୁ ଫେରିବେ ବୋଲି ଅଜିତ ପାଓ୍ବାର କହିଛନ୍ତି। ତେବେ ଗତ କିଛି ଦିନରୁ ତାଙ୍କ ସହ ସମ୍ପର୍କରେ ଆସିଥିବା ବ୍ୟକ୍ତିମାନେ କୋଭିଡ ଲକ୍ଷଣ ଦେଖିବା ମାତ୍ରେ ହିଁ ନିଜର କରୋନା ପରୀକ୍ଷା କରାଇ ନେବାକୁ ସେ ଅନୁରୋଧ କରିଛନ୍ତି। ଏହାପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭାଗବତ ସିଂ କୋଶିଆରି ମଧ୍ୟ କରୋନା ପଜିଟିଭ୍‌ ହୋଇଥିଲେ। ରବିବାର ସେ ସୁସ୍ଥ ହେବାରୁ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇ ଘରକୁ ଫେରିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ମହାରାଷ୍ଟ୍ରରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ସୁଲ୍ଲି ଡିଲ୍ସ’ ଆପ୍‌ ନିର୍ମାତା ଗିରଫ

ନୂଆଦିଲ୍ଲୀ, ୧୦ା୧: ସୁଲି ଡିଲ୍ସ ଆପ୍‌ରେ ମୁସଲମାନ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରି ସେଗୁଡ଼ିକୁ ନିଲାମ ପାଇଁ ବିଜ୍ଞାପନ ଦେବା ମାମଲାରେ ଦିଲ୍ଲୀ ପୋଲିସ ରବିବାର...

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା...

ବିହାରରେ ସ୍ଥାପନ କରାଯିବ ଜେଟଲୀଙ୍କ ପ୍ରତିମୂର୍ତ୍ତି: ନୀତୀଶ

ପାଟନା,୩୧।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ବିହାରରେ ସ୍ଥାପନ କରାଯିବ ବୋଲି ଶନିବାର ସୂଚନା ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ...

କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬ ଲକ୍ଷ ୪୫ ହଜାର

ନୂଆଦିଲ୍ଲୀ,୫।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀର ବିଭିନ୍ନ ଦେଶରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଳାଗିଛି। ଇତିମଧ୍ୟରେ ପୃଥିବୀରେ ସଂକ୍ରମିତଙ୍କ ସଂଖ୍ୟା ୩୬...

ବିରୋଧୀ ମେଣ୍ଟର ନାମ ହେବ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌ ଆଲାଏନ୍ସ: ଶିମଲା ବୈଠକରେ କରାଯିବ ଅନୁମୋଦନ…

ନୂଆଦିଲ୍ଲୀ,୨୫।୬ : ବିରୋଧୀ ଦଳର ପାଟନା ବୈଠକ ପରେ ଏବେ ବିରୋଧୀ ଦଳର ନୂଆ ମେଣ୍ଟର ନାମ ମଧ୍ୟ ଦିଆଯାଇଛି। ଏହାର ନାମ ପାଟ୍ରିଓଟିକ୍‌ ଡୋମୋକ୍ରାଟିକ୍‌...

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌

ଭୋପାଳ,୧୫।୨: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କୋଭିଡ୍‌ ପଜିଟିଭ୍‌ ହୋଇଛନ୍ତି। ଏ ନେଇ ସେ ନିଜେ ଆଜି କରେନାରେ ଆକ୍ରାନ୍ତ ଥିବା ସୋସିଆଲ ମିଡିଆରେ...

କାହିଁକି କେବଳ କୋଭିଶିଲ୍ଡ ଟିକା ନେଉଛନ୍ତି ଟିମ୍‌ ଇଣ୍ଡିଆର ଖେଳାଳିମାନେ

ନୂଆଦିଲ୍ଲୀ,୧୧।୫ : ଗତ କିଛି ଦିନ ହେଲା ଭାରତୀୟ ଖେଳାଳିମାନେ କୋଭିଡ୍‌-୧୯ ଟିକା ନେଉଥିବା ଖବର ଆସୁଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ପାଇଁ...

ଯଦି କିଙ୍ଗ୍‌ ହୁଅନ୍ତି କିଙ୍ଗ୍‌ ମେକର, ସଫଳ ହେବା କଷ୍ଟକର…

ମୁମ୍ବାଇ, ୨୩।୬ : ଭାରତୀୟ ରାଜନୀତିରେ କିଙ୍ଗ୍‌ ଏବଂ କିଙ୍ଗ୍‌ ମେକରଙ୍କର ଲମ୍ବା କାହାଣୀ ଅଛି। ଅନେକ ମହାନ ବ୍ୟକ୍ତିତ୍ୱ କିଙ୍ଗ୍‌ ମେକର ଥିଲେ, କିନ୍ତୁ...

Advertisement
Archives

Model This Week