Advertisement
Posted inଫୁରସତ

ଦୁନିଆର ସବୁଠାରୁ ଭାଗ୍ୟବାନ ମଣିଷ! ୩ ସେକେଣ୍ଡ ମଧ୍ୟରେ ଦୁଇ ଥର ମରୁ ମରୁ ବଞ୍ଚିଲେ…

କଥାରେ ଅଛି ‘ରଖେ ହରି, ମାରେ କିଏ’। ଆଜିକାଲି ସୋସିଆଲ ମିଡିଆରେ ସେଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିିଡିଓ ଦେଖିବା ପରେ ଉକ୍ତିଟି ଯଥାର୍ଥ ଭଳି ମନେ ହେବ। କାରଣ ଏଥିରେ ଜଣେ ବ୍ୟକ୍ତି ମାତ୍ର ୩ ସେକେଣ୍ଡରେ ଦୁଇ ଥର ମରୁ ମରୁ ବଞ୍ଚୁଛନ୍ତି। ଏଣୁ ସେ ଦୁନିଆର ସବୁଠୁ ଭାଗ୍ୟବାନ ବ୍ୟକ୍ତି ବୋଲି କହିପାରିବେ।

ଭାଇରାଲ ହେଉଥିବା ୧୦ ସେକେଣ୍ଡର ଭିଡିଓରେ ଜଣେ ବ୍ୟକ୍ତି କାନ୍ଥ ଧୋଉଥିବା ଦେଖାଯାଉଛି। ଏହା ପରେ ସେ ଚଟାଣ ଧୋଉଛନ୍ତି। ଠିକ ସେତିକି ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ତାଙ୍କ ପାଖ ଦେଇ ଯାଇ ଯାଉଥିବା ବେଳେ କାନ୍ଥକୁ ଧକ୍କା ଦେଇଥିଲା। ଯଦି କିଛି ସେକେଣ୍ଡ ପୂର୍ବରୁ ଗାଡ଼ିଟି ପହଞ୍ଚିଥାନ୍ତା ତେବେ ବ୍ୟକ୍ତିଜଣଙ୍କୁ ଚାପି ଦେଇଥାନ୍ତା। ଏହି ଦୁର୍ଘଟଣା ପରେ ବ୍ୟକ୍ତିଜଣଙ୍କ ଡରି ଯାଆନ୍ତି। ଏହା ପରେ ସେ ଦୁଇପାଦ ପଛକୁ ଫେରିଯାଆନ୍ତି। ସେତିକିବେଳେ ଏକ ବଡ ବୋର୍ଡ ତଳେ ପଡ଼ିଯାଉଛି। ସୌଭାଗ୍ୟବଶତଃ ଏଥିରୁ ମଧ୍ୟ ସେ ବଞ୍ଚି ଯାଉଛନ୍ତି। ଏବେ ଏହାକୁ ଚମତ୍କାର ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ‘ଦି ଆବ୍‌ସେଣ୍ଟ ଡାଇଲଗ୍‌’ରେ ଯୁକ୍ତି: ସଶସ୍ତ୍ର ବଳର ନେତୃତ୍ୱ ନେବାରେ ସକ୍ଷମ ନ ଥିଲେ ନେହେରୁ

ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ସଶସ୍ତ୍ର ବଳର ନେତୃତ୍ୱ ନେବାକୁ ସକ୍ଷମ ନ ଥିଲେ ଅଥବା ତାକୁ ଦକ୍ଷତାର ପରିଚଳାନା କରି ନ...

୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …

କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...

ସାପ ସହ ଲଢି ନିଜ ଛୁଆକୁ ରକ୍ଷା କଲା ମା’ ମୂଷା: ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଏକ ମା’ ମୂଷା ସାପ ସହ ଲଢି କିପରି ନିଜ ଛୁଆର ଜୀବନ ବଞ୍ଚାଇଛି...

ଏଠି ଗୀତ ଗାଏ ସଡ଼କ

କଥାଟା ଅଡୁଆ ଲାଗୁଥିଲେ ବି ସତ। କାରଣ ସଡ଼କରେ ଯିବା ସମୟରେ ଗୀତ ଶୁଣିଲେ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ ବୋଲି ଚିନ୍ତା କରିବା ପରେ କେତେକ...

୮ ନୀଳ ଆଖି ଥିବା ସ୍ପାଇଡର, ଦେଖିଲେ ଭୟରେ ଥରି ଉଠିବେ

କାନ୍‌ବେରା,୭ା୧୦: ଅଷ୍ଟ୍ରେଲିଆର ଜଣେ ମହିଳା ତାଙ୍କ ଘର ଅଗଣାରେ ଭିନ୍ନ ଏକ ପ୍ରଜାତିର ସ୍ପାଇଡର ଦେଖି ଭୟରେ ଥରି ଉଠିଥିଲେ। ପରେ ସେ ଏହାର ଫଟୋ...

କେବଳ ମୁଶରଫ ନୁହନ୍ତି; ବିଶ୍ୱର ଏହି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କୁ ବି ଦିଆଯାଇଥିଲା ମୃତ୍ୟୁ ଦଣ୍ଡାଦେଶ

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନାଧ୍ୟକ୍ଷ ପରଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ପାକିସ୍ତାନ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ମୃତ୍ୟୁଦଣ୍ଡ ଦେଇଛନ୍ତି। ମୁଶାରଫଙ୍କ ବିରୋଧରେ...

ଜଙ୍ଗଲରେ ମିଳିଲା ମୋବାଇଲ୍‌ ସିଗନାଲ୍‌: ଅନ୍‌ଲାଇନ୍‌ ପାଠପଢ଼ା ଆରମ୍ଭ କଲେ ଛାତ୍ରୀଛାତ୍ର

ଡେରାଡୁନ୍‌, ୨୪।୬: କରୋନା ସଂକ୍ରମଣ ନେଇ ଦେଶବ୍ୟାପୀ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ସ୍କୁଲ କଲେଜ ବନ୍ଦ ହୋଇଥିବାରୁ ଛାତ୍ରୀଛାତ୍ର ଅନ୍‌ଲାଇନ୍‌ରେ ପାଠପଢ଼ା କରୁଛନ୍ତି। ତେବେ...

ଦକ୍ଷିଣ ଏସିଆ ପ୍ରସିଦ୍ଧ ପଦ୍ମସମ୍ଭବ ବୌଦ୍ଧ ମହାବିହାର

ବୌଦ୍ଧଧର୍ମର ପ୍ରତିଷ୍ଠାତା ଗୌତମ ବୁଦ୍ଧ ନିଜ ଜୀବନକାଳ ମଧ୍ୟରେ କେବେ ଓଡ଼ିଶାକୁ ଆସି ନ ଥିଲେ ମଧ୍ୟ ଏଠାରେ ୨୦୦ରୁ ଉର୍ଦ୍ଧ୍ୱ ବୌଦ୍ଧ କୀର୍ତ୍ତି ଦେଖିବାକୁ...

Advertisement
Archives

Model This Week