Posted inଫୁରସତ

ଜଙ୍ଗଲରେ ୬ ସିଂହୀଙ୍କ ସହ ଆରାମ୍‌ରେ ବୁଲୁଥିଲେ ଯୁବତୀ; ତା’ ପରେ ଯାହା ହେଲା ଦେଖିଲେ…

ଜଙ୍ଗଲର ରାଜା ସିଂହକୁ କିଏ ବା ନ ଡ଼ରେ। ହେଲେ ଯଦି ସିଂହମାନଙ୍କ ଲାଞ୍ଜ ଧରି ଟାଣିବା, ତାଙ୍କ ସହ ବେଶ ଆରାମରେ ବୁଲିବା କଥା କହିବୁ ତେବେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ହେଲେ ସୋସିଆଲ ମିଡିଆରେ ଠିକ୍‌ ଏମିତି ଏକ ଭିଡିଓ ଘୁରି ବୁଲୁଛି। ଜଣେ ଯୁବତୀ ଗୋଟିଏ କି ଦୁଇଟି ନୁହେଁ ବରଂ ଛଅ ସିଂହୀଙ୍କ ସହ ବୁଲୁଥିବା ନଜର ଆସୁଛି।

ଦୁନିଆରେ ଅନେକ ଲୋକ ପଶୁଙ୍କ ସହ ବନ୍ଧୁତା କରିଥାନ୍ତି। ଠିକ୍‌ ସେହିଭଳି କରିପାରିଛନ୍ତି ଉକ୍ତ ଯୁବତୀ। ତାଙ୍କ ଆଗରେ ସିଂହୀମାନେ ଚାଲୁଥିବା ବେଳେ ସେ ମସ୍ତି କରି ଜଙ୍ଗଲ ସାରା ବୁଲୁଛନ୍ତି। କିଛି ସମୟ ପରେ ସେ ଏକ ସିଂହୀର ଲାଞ୍ଜ ଧରି ଚାଲୁଥିବା ମଧ୍ୟ ଦେଖାଯାଉଛି। ଭିଡିଓଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ପ୍ରତିକ୍ରିୟା ଦେଉଛନ୍ତି।

ଦେଖନ୍ତୁ ଭିଡିଓ:

 

View this post on Instagram

 

A post shared by SAFARI GALLERY 🦁 (@safarigallery)


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କ ପାଠପଢ଼ା ଶେଷ ପରେ ୫୫ ବର୍ଷରେ ଆଇନରେ ଡିଗ୍ରୀ ସହ ୪ ଗୋଲ୍ଡ ମେଡାଲ ହାସଲ କଲେ ମହିଳା

ଗାନ୍ଧିନଗର,୩୦।୧: ପାଠପଢ଼ାର କୌଣସି ବୟସ ନ ଥାଏ। ଯେ କୌଣସି ବୟସରେ ମଧ୍ୟ ଜଣେ ପାଠପଢ଼ି ପାରିବ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଗୁଜରାଟର ୫୫...

ପାର୍କିଂ ସ୍ଥାନରେ ଚାଲିଛି ପାଠପଢ଼ା, ଫିସ୍‌ ଶୁଣିଲେ ଉଡିଯିବ ହୋସ୍‌

କରୋନା ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ଏବଂ ଶଟ୍‌ଡାଉନ୍‌ ପାଇଁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିଲା। ଏବେ ଧୀରେ ଧୀରେ ଅନ୍‌ଲକ୍‌ ଚାଲୁ ହେଲାଣି।...

ରିଅଲ ଲାଇଫ୍‌ ସିଙ୍ଘମ: ୫୭ ଡକାୟତଙ୍କୁ କାବୁ କରିଛନ୍ତି ଏହି ଆଇପିଏସ୍‌ ଅଫିସର

ବଲିଉଡ୍‌ ଅଭିନେତା ଅଜୟ ଦେବଗନଙ୍କୁ ରିଲ ଲାଇଫ୍‌ ସିଙ୍ଘମ କୁହାଯାଏ। ହେଲେ ରିଅଲ ଲାଇଫ୍‌ରେ ଜଣେ ଏଭଳି ଆଇଏଏସ୍‌ ଅଫିସର ଅଛନ୍ତି, ଯାହାଙ୍କୁ ଅପରାଧିଙ୍କ ପ୍ରାଣେ...

କବିତାର ଦୀପ୍ତ ଦୀପ କବି ପ୍ରଦୀପ

୧୪ ସେପ୍ଟେମ୍ବର ୧୯୫୫ ମସିହାରେ ସମ୍ବଲପୁର ଜିଲ୍ଲାର ଡଙ୍ଗରପଡା ଗ୍ରାମରେ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କ ଜନ୍ମ। ସମକାଳର ଜଣେ ପ୍ରଖର କବି ଯେକି ଆଂଗିକ...

ପତ୍ରରେ କାରିଗରି

ସନ୍ଦେଶ ଏନ୍‌ ରଙ୍ଗନେକର୍‌ ଜଣେ ଚିତ୍ରକର। ଯେଉଁଠି ଚିତ୍ରକରମାନେ ବଡ ବଡ କାନ୍‌ଭାସ୍‌ରେ ନିଜ ହାତର ଯାଦୁକରି ଦେଖାନ୍ତି, ରଙ୍ଗନେକର୍‌ କିନ୍ତୁ ଚିତ୍ର କରିବା ପାଇଁ...

ଚାକିରି ହରାଇ ୪୫୦ ଭାରତୀୟ ସୌଦିରେ ମାଗୁଥିଲେ ଭିକ

ନୂଆଦିଲ୍ଲୀ, ୧୯।୯: କରୋନା ମହାମାରୀ ସଂକ୍ରମଣ ଯୋଗୁ ସୌଦିରେ କାମ କରୁଥିବା ବହୁ ଭାରତୀୟ ଚାକିରି ହରାଇଛନ୍ତି। ମାସ ମାସଧରି ହଇରାଣ ହେବାପରେ ସେମାନଙ୍କ ମଧ୍ୟରୁ...

ଇଣ୍ଡୋନେସିଆର ତାଳଗଛ ଚଢା ପ୍ରତିଯୋଗିତା

ଅଗଷ୍ଟ ୧୭ ତାରିଖ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ଦିବସ। ଏହିଦିନକୁ ଇଣ୍ଡୋନେସିଆ ବାସୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ପାରମ୍ପରିକ ପର୍ବ ପାଳନ ସହ ଆତସବାଜି...

ମଦ ନିଶାରେ ବର ଶାଳିଙ୍କୁ ପିନ୍ଧାଇଦେଲେ ବରଣମାଳା, ପରେ ଯାହା ଘଟିଲା ଦେଖିଲେ…

ଭାରତରେ ଏବେ ବିବାହ ଋତୁ ଚାଲିଛି। ଏଥିଲାଗି ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିବାକୁ ମିଳୁଛି। ଏହି କ୍ରମରେ ବିହାରର ଏକ ବିବାହ ବେଳର ଭିଡିଓ...

Advertisement
Archives

Model This Week