Posted inVideo

Let’s make grilled smokey chicken | ଲକଡାଉନରେ ଘରେ ବନାନ୍ତୁ ଗ୍ରୀଲ୍ଡ ସ୍ମୋକି ଚିକେନ୍‌

Featured Video Play Icon

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋ ହୁଅନ୍ତୁ ନାହିଁ । ଘରେ ରହିବ ବିଭିନ୍ନ ସ୍ୱାଦିଷ୍ଟ ଖାଇବା ଜିନିଷ ପ୍ରସ୍ତୁତ କରନ୍ତୁ । ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ । ତେବେ ଘରେ ରହି ପ୍ରସ୍ତୁତ ଦ୍ନତୁ ଗ୍ରୀଲ୍ଡ ସ୍ମୋକି ଚିକେନ ।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

Wake Up Call

In a wake of Surat Institute’s fire mishap that claimed the lives of more than 20 students, fire safety...

Featured Video Play Icon

Agents enter the counting centre

Agents of political parties entered the counting centre at Bargarh Panchayat College.

Featured Video Play Icon

ଭଦ୍ରକ ପ୍ରସିଦ୍ଧ କାଳୀପୂଜା | Bhadrak’s famous Bhadrakali Puja

ଭଦ୍ରକରେ କାଳୀପୂଜା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ୯ଦିନ ଧରି ମା’ଙ୍କୁ ପୂଜାର୍ଚ୍ଚନା କରାଯିବା ସହ ଆଖି ଝଲସିଲାପରି ତୋରଣ ଦର୍ଶକଙ୍କୁ ଆକୃଷ୍ଟ...

Featured Video Play Icon

ଛାତିଥରା ଚିତ୍ର: ମୃତ ମା’କୁ ଉଠାଇବାକୁ ଶିଶୁର ପ୍ରୟାସ

ରେଳଷ୍ଟସନରେ ଜଣେ ପ୍ରବାସୀ ମହିଳାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କ ଛାତିକୁ ଥରାଇ ଦେଇଛି। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବିହାରର...

ମା’ ପାଇଁ ଦିନ ଟିଏ

ଆଜି ବିଶ୍ୱମାତୃ ଦିବସ । ଆମ ସମସ୍ତଙ୍କ ଜୀବନରେ ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଶ୍ୱମାତୃ ଦିବସ ଅବସରରେ ଦେଖନ୍ତୁ ଆମର ଏହି ସ୍ୱତନ୍ତ୍ର ଭିଡ଼ିଓ...

Featured Video Play Icon

ଫାଇନ୍ ଭରିଲେ ଅମାନିଆ

ଜୁଲାଇ ମାସର ସାପ୍ତାହିକ ଶଟଡାଉନର ଆଜି ହେଉଛି ଦ୍ବିତୀୟ ଦିନ । ତେବେ ଏହି ଶଟଡାଉନ ନିୟମକୁ ରାଜଧାନିବାସୀ କେତେ ମାନୁଛନ୍ତି ଆସନ୍ତୁ ଦେଖିବା ଏହି...

Featured Video Play Icon

ପ୍ଲାଜମା ଥେରାପି କ’ଣ

କରୋନାରେ ପ୍ରତିଦିନ ଆକ୍ରାନ୍ତ ଓ ମୃତକଙ୍କ ଗ୍ରାଫ ଯେମିତି ବଢିଚାଲିଛି । ଅନେକ ଦେଶ କରୋନାରୁ ରକ୍ଷା ପାଇବା ଲାଗି ଭ୍ୟାକସିନ୍ ବାହାର କରିବାରେ ଲାଗିଛନ୍ତି...

Featured Video Play Icon

ଫାଇନାଲ ପରୀକ୍ଷାକୁ ନେଇ ଛାତ୍ରୀଛାତ୍ରଙ୍କ ପ୍ରତିକ୍ରିୟା

କରୋନା କଟକଣାକୁ ନେଇ ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ବିଭିନ୍ନ ପରୀକ୍ଷାକୁ ନେଇ ଅନେକ ସମସ୍ୟା ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ କେତେବେଳେ...

Coronavirus Update


Archives

Model This Week

Why Dharitri