ଗୁଗ୍‌ଲ ବିରୋଧରେ ମୋକଦ୍ଦମା

ଓ୍ବାଶିଂଟନ,୨୫ା୧: ଆମେରିକାର ନ୍ୟାୟ ବିଭାଗ ଏବଂ ଆଠଟି ରାଜ୍ୟ ଭର୍ଜିନିଆର ଆଲେକ୍ସଜାଣ୍ଡ୍ରିଆର ଫେଡେରାଲ କୋର୍ଟରେ ଗୁଗ୍‌ଲ ବିରୋଧରେ ଏକ ଆଣ୍ଟିଟ୍ରଷ୍ଟ ମୋକଦ୍ଦମା ଦାୟର କରିଛନ୍ତି। ଅଭିଯୋଗ ହୋଇଛି ଯେ, ଗୁଗ୍‌ଲ ଅନ୍‌ଲାଇନ୍‌ ଇକୋସିଷ୍ଟମ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହା କେବଳ ବିଜ୍ଞାପନଦାତା ଏବଂ ଗ୍ରାହକଙ୍କ ଉପରେ ନୁହେଁ, ଆମେରିକା ସରକାରଙ୍କ ଉପରେ ମଧ୍ୟ ଏକ କ୍ଷତିକାରକ ବୋଝ ଲଦିଛି।

ସରକାର ଅଭିଯୋଗରେ ଦର୍ଶାଇଛନ୍ତି, ଗୁଗ୍‌ଲ ଅଧିଗ୍ରହଣ ମାଧ୍ୟମରେ ଅନ୍‌ଲାଇନ ବିଜ୍ଞାପନ ବଜାରରେ ପ୍ରତିଯୋଗୀମାନଙ୍କୁ ନିରପେକ୍ଷ କିମ୍ବା ବିଲୋପ କରିବାକୁ ଚେଷ୍ଟା କରୁଛି ଏବଂ ବିଜ୍ଞାପନଦାତାଙ୍କୁ ସେମାନଙ୍କ ଉତ୍ପାଦ ବ୍ୟବହାର କରିବା ପାଇଁ ପ୍ରତିଯୋଗୀଙ୍କ ଅଫର ବ୍ୟବହାର କରିବା କଷ୍ଟକର ହୋଇପଡ଼ିଛି।

ଆମେରିକାର ଆଟର୍ନି ଜେନେରାଲ ମେରିକ ଗାରଲ୍ୟାଣ୍ଡ ମଙ୍ଗଳବାର ଖବରଦାତା ସମ୍ମିଳନୀରେ କହିଛନ୍ତି, ଗୁଗ୍‌ଲର ଏହି ଏକଛତ୍ରବାଦୀ ଶାସନ ମୁକ୍ତ ଏବଂ ନିରପେକ୍ଷ ବଜାର ପାଇଁ ବିପଦ ସୃଷ୍ଟି କରିଛି। ଏହା ସହିତ ଏହା ଗ୍ରାହକଙ୍କ ପାଇଁ ମୂଲ୍ୟ ବୃଦ୍ଧି କରିଛି। ଗୁଗ୍‌ଲ ଅଭିଯୋଗ କରିଛି, ଗୁଗ୍‌ଲ ୧୫ ବର୍ଷ ଧରି ପ୍ରତିଯୋଗିତା ବିରୋଧୀ ଆଚରଣରେ ଲିପ୍ତ ଅଛି।

ନ୍ୟାୟ ବିଭାଗ ବ୍ୟତୀତ କାଲିଫର୍ନିଆ, ଭର୍ଜିନିଆ, କନେକ୍ଟିକଟ, କଲରାଡୋ, ନ୍ୟୁ ଜର୍ସି, ନ୍ୟୁୟର୍କ, ରୋଡ ଆଇଲାଣ୍ଡ ଏବଂ ଟେନେସିରେ ଆଠଟି ରାଜ୍ୟ ମୋକଦ୍ଦମା ଦାୟର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

କ’ଣ ମୋଦିଙ୍କ ଗୋଟିଏ କଥାରେ ବିଦେଶ ଯିବା ବନ୍ଦ କରିଦେଲେ ଭାରତୀୟ? ଚମକାଇ ଦେବ RBIର ସଂଖ୍ୟା

ନୂଆଦିଲ୍ଲୀ,୨୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା ଏକ ଅପିଲର ପ୍ରଭାବ ଭାରତୀୟମାନଙ୍କ ବିଦେଶ ଯାତ୍ରା ଧାରାରେ ପ୍ରକାଶ ପାଇବା ଆରମ୍ଭ କରିଛି କି? ଭାରତୀୟ ରିଜର୍ଭ…

‘ଦେଶବାସୀଙ୍କୁ Slow Poison ଦେଉଛନ୍ତି ସରକାର’

ନୂଆଦିଲ୍ଲୀ,୨୪। ୫: ଦେଶରେ କ୍ରମାଗତ ଭାବେ ବଢ଼ୁଥିବା ପେଟ୍ରୋଲ ଏବଂ ଡିଜେଲ ଦରକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଆମ ଆଦମୀ ପାର୍ଟି (AAP)ର ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri