ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର,୨୬।୬: ଦେଶର ପ୍ରମୁଖ ଘରୋଇ ବୀମା କମ୍ପାନୀ ତଥା ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ନୂତନ ଯୋଜନା ‘ଆଇପ୍ରୋଟେକ୍ଟ ସ୍ମାର୍ଟ ପ୍ଲାନ୍‌’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ମହିଳାମାନଙ୍କ ପାଇଁ କମ୍ପାନୀର ସର୍ବାଧିକ ବିକ୍ରି ହେଉଥିବା ଟର୍ମ ଇନ୍‌ସ୍ୟୁରାନ୍ସ ପ୍ରଡକ୍ଟ ‘ଆଇପ୍ରୋଟେକ୍ଟ ସ୍ମାର୍ଟ’ ପାଇଁ ପୈଠ କରାଯାଉଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ଘୋଷଣା କରାଯାଇଛି। ଏଥିସହ ବେତନଭୋଗୀ ମହିଳାମାନେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ଅତିରିକ୍ତ ୧୫%ର ରିହାତି ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହେବେ, ଯାହା ସେମାନଙ୍କୁ ଓ ନିଜ ପ୍ରିୟଜନଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବା ପାଇଁ ସକ୍ଷମ କରିବ।

ସେହିଭଳି ଗମ୍ଭୀର ଅସୁସ୍ଥତା ଉପରେ ଲାଭ ସହ ମିଳିତ ଥିବା ଆଇପ୍ରୋଟେକ୍ଟ ସ୍ମାର୍ଟ ବ୍ରେଷ୍ଟ, ଓଭାରିଆନ, ୟୁଟେରାଇନ ଓ ସର୍ଭିକାଲ କ୍ୟାନ୍‌ସର ଭଳି ରୋଗ ସମେତ ୩୪ଟି ଜଟିଳ ଅସୁସ୍ଥତା ବିରୋଧରେ ଏହା କଭର ପ୍ରଦାନ କରୁଛି। ଏହି ମିଶ୍ରଣ ଉଭୟ ସ୍ବାସ୍ଥ୍ୟ ଓ ଜୀବନ ବୀମାର ଲାଭ ପ୍ରଦାନ କରୁଛି। ବିଶେଷକରି ଏହା ୯୯ ବର୍ଷ ପର୍ଯ୍ୟନ୍ତ ଲାଇଫ୍‌ କଭର ଦେଇଥାଏ। ଗୁରୁତ୍ୱପୂର୍ଣ୍ଣ ଭାବେ ନିଦାନ ଉପରେ ପୈଠ କରାଯାଉଥିବା ଗୁରୁତର ଅସୁସ୍ଥତା କଭର ରାଶି, ପରିବାରର ସଞ୍ଚୟକୁ ପ୍ରଭାବିତ ନ କରି ଜରୁରୀ ଚିକିତ୍ସା ପାଇଁ ତୁରନ୍ତ ଆର୍ଥିକ ସହଯୋଗ ପ୍ରଦାନ କରିଥାଏ।

ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍‌ସ୍ୟୁରାନ୍ସର ମୁଖ୍ୟ ବିତରଣ ଅଧିକାରୀ ଅମିତ୍‌ ପାଲ୍‌ଟା କହିଛନ୍ତି, ମହିଳାମାନଙ୍କ ଅଦମ୍ୟ ଉତ୍ସାହକୁ ପାଳନ କରିବା ପାଇଁ ଆମେ ଆମର ସର୍ବାଧିକ ଲୋକପ୍ରିୟ ଟର୍ମ ଇନ୍‌ସ୍ୟୁରାନ୍ସ ଉପତ୍ାଦ ଆଇପ୍ରୋଟେକ୍ଟ ସ୍ମାର୍ଟ ପାଇଁ ପୈଠ କରାଯିବାକୁ ଥିବା ସମସ୍ତ ପ୍ରିମିୟମ ଉପରେ ୧୫%ର ଲାଇଫ୍‌ଟାଇମ ରିହାତି ପ୍ରଦାନ କରି ଗର୍ବ ଅନୁଭବ କରୁଛୁ। ଏପରିକି କାର୍ଯ୍ୟରତ ମହିଳାମାନଙ୍କୁ ମଧ୍ୟ ଆମେ ପ୍ରଥମ ବର୍ଷର ପ୍ରିମିୟମ ଉପରେ ୧୫%ର ଅତିରିକ୍ତ ରିହାତି ପ୍ରଦାନ କରୁଛୁ,ଯାହା ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରିବ।


Enter your email to get our daily news in your inbox.

All Right Reserved By Dharitri.Com

Cash Withdrawal Limit: ଦୈନିକ ATMରୁ ଉଠାଇପାରିବେ କେତେ ଟଙ୍କା? କ୍ଷତିରେ ପଡ଼ିବାକୁ ଚାହୁଁ ନ ଥିଲେ ଜାଣିନିଅନ୍ତୁ ଏହି ନିୟମ

ନୂଆଦିଲ୍ଲୀ,୧୧।୨: ଭାରତରେ ଅନଲାଇନ୍‌ ପେମେଣ୍ଟ ଯୁଗରେ ମଧ୍ୟ, ଆମକୁ ନଗଦ ଟଙ୍କା ଆବଶ୍ୟକତା ପଡ଼ୁଛି। କିନ୍ତୁ ପ୍ରତିଦିନ ATMରୁ ଟଙ୍କା ଉଠାଇବାର ଏକ ସୀମା ଅଛି।...

ଆଦାନୀଙ୍କୁ ବଡ଼ ଉପହାର ଦେବେ ଟ୍ରମ୍ପ! ବଡ଼ ଘୋଷଣା…

ଓ୍ବାଶିଂଟନ୍‌,୧୧।୨: ଡୋନାଲ୍ଡ ଟ୍ରମ୍ପ ଯେବେଠାରୁ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ସେବେଠାରୁ ସେ ତାଜୁବ କରିଦେବା ଭଳି ନିଷ୍ପତ୍ତି ନେଉଛନ୍ତି। ଏବେ ଟ୍ରମ୍ପ ଦେଶର ଆଇନଗତ ବ୍ୟବସ୍ଥା...

Google Pay, PhonePe ଓ Paytm କୁ ବଡ଼ ଝଟ୍‌କା! ହ୍ବାଟସଆପ୍‌ରେ ପେମେଣ୍ଟ କରିପାରିବେ ବିଜୁଳି ବିଲ୍‌, ଜାଣନ୍ତୁ ପ୍ରକ୍ରିୟା

ନୂଆଦିଲ୍ଲୀ,୧୧।୨: ହ୍ବାଟସଆପ ୟୁଜର୍ସଙ୍କ ପାର୍ଇ ଖୁସି ଖବର। ଏଣିକି ହ୍ବାଟସଆପ୍‌ ମାଧ୍ୟମରେ ବିଜୁଳି ବିଲ୍‌ ଓ ପାଣି ବିଲ୍‌ ପେମେଣ୍ଟ କରିପାରିବେ। ଏହା ବ୍ୟତୀତ ଅନ୍ୟାନ୍ୟ...

No 1 Electric Scooter: ରେଞ୍ଜ ମାମଲାରେ ସବୁଠୁ ଆଗରେ ଏହି ଇଲେକ୍ଟିକ୍‌ ସ୍କୁଟର, ଥରେ ଚାର୍ଜ କଲେ ଗଡ଼ିବ ୨୪୮ କିମି; ରହିଛି ଏଭଳି ଫିଚର୍ସ

ନୂଆଦିଲ୍ଲୀ,୧୧।୨: ଯଦି ଆପଣ ନିଜ ପାଇଁ ଏକ ଇଲେକ୍ଟ୍ରିକ ସ୍କୁଟର କିଣିବାକୁ ଚାହୁଁଛନ୍ତି, ତେବେ ଏହା ଏକ ଭଲ ସୁଯୋଗ ହୋଇପାରେ। କାରଣ ପୁରୁଣା ମୂଲ୍ୟରେ...

ରାଜସ୍ୱ ବୃଦ୍ଧି ଲକ୍ଷ୍ୟ: ବିୟର ପିଉଥିବା ଲୋକଙ୍କୁ ବଡ଼ ଝଟକା, ମୂଲ୍ୟ ବୃଦ୍ଧି କଲେ ସରକାର

ନୂଆଦିଲ୍ଲୀ,୧୧।୨: ଗ୍ରୀଷ୍ମ ଋତୁ ପୂର୍ବରୁ ବିୟର ପ୍ରେମୀମାନଙ୍କ ପାଇଁ ବଡ ଖବର। ବ୍ୟବସାୟୀମାନଙ୍କ ଅନେକ ଦିନର ଦାବିକୁ ନଜରରେ ରଖି ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ...

Gold Rate Today: ସର୍ବକାଳୀନ ରେକର୍ଡ ଭାଙ୍ଗିଲା: ଭୁବନେଶ୍ୱରରେ ଏତିକିରେ ପହଞ୍ଚିଲା ସୁନାଦର

ଭୁବନେଶ୍ୱର, ୧୧।୨: କ୍ରମାଗତ ଭାବେ ସୁନା ଓ ରୁପା ଦର ଘରୋଇ ବଜାରରେ ବୃଦ୍ଧି ପାଇଚାଲିଛି। ଏପରି କି ବର୍ତ୍ତମାନ ବିବାହ ଋତୁ ଓ ଶୁଭକାର୍ଯ୍ୟ...

ନିବେଶକ ହରାଇଲେ ୬ ଲକ୍ଷ କୋଟି

ମୁମ୍ବାଇ,୧୧।୨: ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀର ପ୍ରଭାବ ସିଧା ଭାରତୀୟ ପୁଞ୍ଜି ବଜାର ଏବଂ ଷ୍ଟକ ମାର୍କେଟ କାରବାର ଉପରେ ପଡୁଛି। ଏପରିକି ଘରୋଇ ଶେୟାର...

କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ

ମୁମ୍ବାଇ,୧୧।୨: ରିଲାଏନ୍ସ କଞ୍ଜ୍ୟୁମର ପ୍ରଡକ୍ଟ ଲିମିଟେଡ୍‌ (ଆର୍‌ସିପିଏଲ୍‌)ର ନୂତନ ଉତ୍ପାଦ ତଥା ଉନ୍ନତମାନର କ୍ରୀଡ଼ା ପାନୀୟ ‘ସ୍ପିନର’ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏହି ସ୍ପୋର୍ଟସ୍‌ ଡ୍ରିଙ୍କ୍‌ସ/କ୍ରୀଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri