Posted inଜାତୀୟ

ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ

ଅହମଦାବାଦ,୨୪।୨: ପୃଥିବୀର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ ଲୋକାର୍ପିତ ହୋଇଛି। ଗୁଜରାଟର ମୋଟେରା ଷ୍ଟାଡିୟମ୍‌କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ। ଏହାର ନିର୍ମାଣରେ ୮୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ଲକ୍ଷେ ୩୨ ହଜାର ଦର୍ଶକ ଏକାଠି ବସି ଖେଳ ଦେଖିପାରିବେ। ଏଥିରେ ୭୫ କର୍ପୋରେଟ୍‌ ବକ୍ସ ରହିଛି। ପ୍ରତି ବକ୍ସରେ ୨୫ ଜଣ ବସିପାରିବେ। ଏଠାରେ ୧୦,୦୦୦ ଦୁଇ ଚକିଆ ଯାନ ସହିତ ୩୦୦୦ କାର ପାର୍କିଂ କରାଯାଇପାରିବ। ଷ୍ଟାଡିୟମ୍‌ର କ୍ଲବ୍‌ ହାଉସ୍‌ରେ ୫୫ଟି ରୁମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଶିଙ୍ଘରେ ତେଲ ମାଲିସ୍‌ ପାଇଁ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ଲାଲୁ

ନୂଆଦିଲ୍ଲୀ, ୨୮।୭: ଚାରା ଘୋଟାଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡାଦେଶ ଭୋଗୁଥିବା ଆରଜେଡି ନେତା ଲାଲୁ ପ୍ରସାଦ ଯାଦବ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି।...

ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି

ଜମ୍ମୁ,୨୩ା୧୦(ପି.ଟି.): ଦେଶରେ ରାଜ୍ୟପାଳ ଜଣେ ଦୁର୍ବଳ ବ୍ୟକ୍ତି, ଯିଏକି ଖବରଦାତା ସମ୍ମଳିନୀ କରିପାରିବେନି କି ନିଜ ହୃଦୟର କଥା କହିପାରିବେ ନାହିଁ। ବିବାଦୀୟ ମନ୍ତବ୍ୟ ଦେଇ...

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

ପୁଣି ୨୦୨୨ ଅକ୍ଟୋବର ୨୫କୁ ଅପେକ୍ଷା

ନୂଆଦିଲ୍ଲୀ, ୨୧।୬: ଚଳିତ ବର୍ଷର ଶେଷ ସୂର୍ଯ୍ୟୋପରାଗ ଶେଷ ହୋଇଛି। ଏହି ମହାଯାଗତିକ ଦୃଶ୍ୟ ସମସ୍ତଙ୍କୁ ବେଶ୍‌ ଚକିତ କରିଛି। ୨୦୨୧ରେ ମଧ୍ୟ ୨ଟି ସୂର୍ଯ୍ୟପରାଗ...

କରୋନା ରୋଗୀଙ୍କୁ ଚିକିତ୍ସା କରିବାକୁ ଏଠି ନାହାନ୍ତି ଡାକ୍ତର

ନୂଆଦିଲ୍ଲୀ,୬।୭: କରୋନା ଭାଇରସ ଏବେ ମହାମାରୀର ରୂପ ନେଇଥିବା ବେଳେ ଏହାଠାରୁ ଦୂରେଇ ରହିବାକୁ ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ଚେଷ୍ଟା ଜାରି ରହିଛି।...

ୟୁପିରେ ଭାଜପା ୨୬୦ ପ୍ଲସ

ନୂଆଦିଲ୍ଲୀ,୧୦।୩: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭାଜପା ସରକାରକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ସ୍ପଷ୍ଟ ବହୁମତ ମିଳିବାକୁ ଯାଉଛି। ଭୋଟ ଗଣତିର ଚତୁର୍ଥ ରାଉଣ୍ଡ ସୁଦ୍ଧା ୨୬୦ରୁ...

ସରକାରୀ ଡାକ୍ତରଖାନାରେ ଲାଗିଲା ନିଆଁ

ଶ୍ରୀନଗର,୫।୩: ଶ୍ରୀନଗର ବାରଗୁଲ୍ଲା ସରକାରୀ ଡାକ୍ତରଖାନାର ଅସ୍ତିଶଲ୍ୟ ବିଭାଗରେ ଶୁକ୍ରବାର ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଫଳରେ ଡାକ୍ତରଖାନାରେ ଫସି ରହିଥିବା ଶତାଧିକ...

କେରଳ ରାଜ୍ୟପାଳ କରୋନା ପଜିଟିଭ

ଥିରୁଭାନନ୍ତପୁରମ,୭ ।୧୧: କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି...

Advertisement
Archives

Model This Week