ଏହି ପ୍ରକାର ଲୋକଙ୍କ ଶରୀର ହୋଇଥାଏ ବିଷରେ ପରିପୂର୍ଣ୍ଣ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଅନେକ କିଛି ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ସୁଖରେ ଜୀବନଯାପନ କରି ପାରିବ ଏହା ସହ ଚାଣକ୍ୟ ସତର୍କ କରାଇଛନ୍ତି। ଦୁର୍ଜନ ଲୋକଙ୍କ ଠାରୁ ଦୂରେଇ ରହିବା ପାଇଁ କହିଛନ୍ତି। ଏକ ଶ୍ଳୋକରେ ଚାଣକ୍ୟ କହିଛନ୍ତି ସାପ ବିଷ ତାହାର ଦାନ୍ତରେ ଥାଏ , ମାଛିର ବିଷ ତାହା ମୁଣ୍ଡରେ ଥାଏ ବିଛା ବିଷ ତାହାର ଲାଙ୍ଗୁଡରେ ଥାଏ।

ଅର୍ଥାତ ଏହି ସମସ୍ତ ବିଷାକ୍ତ ପ୍ରାଣୀମାନଙ୍କର ପ୍ରତ୍ୟେକ ଅଂଶରେ ବିଷ ଥାଏ, କିନ୍ତୁ ଏକ ଦୁର୍ଜନ ବ୍ୟକ୍ତିଙ୍କ ସମସ୍ତ ଅଙ୍ଗ ବିଷରେ ପରିପୂର୍ଣ୍ଣ ।

ସେମାନେ ସେମାନଙ୍କର ବିଷକୁ କେବଳ ଶିକାର ପାଇଁ କିମ୍ବା ସେମାନଙ୍କ ସୁରକ୍ଷା ପାଇଁ ବ୍ୟବହାର କରନ୍ତି। ମାତ୍ର ଦୁଷ୍ଟମାନେ ସର୍ବଦା ବିଷାକ୍ତ ହୋଇଥା’ନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନରେ ଖୁସି ଚାହୁଁଥିଲେ ମାନନ୍ତୁ ଚାଣକ୍ୟଙ୍କ ଏହି ୫ କଥା, ଅସୁବିଧା ପାଖ ମାଡ଼ିବନି

ମଣିଷମାନଙ୍କ ପାଇଁ ସୁଖର ଅର୍ଥ ଶାରୀରିକ ସମ୍ବଳ ନୁହେଁ। ସୁଖର ପ୍ରକୃତ ଅର୍ଥ ହେଉଛି ଆତ୍ମସନ୍ତୋଷ ଏବଂ ଆତ୍ମା ସହ ଜଡିତ ବୋଲି ଚାଣକ୍ୟ କହିଛନ୍ତି।...

‘ପବ୍‌ କଲ୍‌ଚର୍‌’

ରେଷ୍ଟୁରାଣ୍ଟ, କାଫେ, କ୍ଲବ୍‌, ଲାଉଞ୍ଜ୍‌ ଏବେ ଯୁବଗୋଷ୍ଠୀଙ୍କ ପାଇଁ ପ୍ରମୁଖ ହ୍ୟାଙ୍ଗ୍‌ଆଉଟ୍‌ ସ୍ଥାନଭାବେ ପରିଗଣିତ ହେଉଛି। ଆମୋଦପ୍ରମୋଦ ପାଇଁ ସବୁବେଳେ କିଛି ନା କିଛି ନୂଆ...

ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…

ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି...

ଅଳ୍ପ ଶୋଇବା ଅସ୍ଥିକୁ ପ୍ରଭାବିତ କରେ

ଆମେ ରାତିରେ ଅତିକମ୍‌ରେ ୭-୮ ଘଣ୍ଟା ବିଶ୍ରାମ ନେବା ଆବଶ୍ୟକ। ନ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ବିଶେଷଭାବରେ ବୟସ ବଢ଼ିବା ସହ...

ସ୍ମରଣ ଶକ୍ତି ବଢ଼ାଏ ଅଣ୍ଡା

ସ୍ମରଣ ଶକ୍ତି ବଢ଼ାଇବାକୁ ଚାହୁଁଛନ୍ତି କି? ଯଦି ହଁ, ତେବେ ଏହାର ସରଳ ତଥା ସହଜ ଉପାୟ ରହିଛି, ପୁଣି ହାତ ପାଆନ୍ତାରେ। ଏକ ସଦ୍ୟତମ...

ଶୀତଦିନରେ ବୁଟ୍ସ ଦେବ ଷ୍ଟାଇଲିଶ୍‌ ଲୁକ୍‌

ଶୀତଦିନରେ ନିଜକୁ ଷ୍ଟାଇଲିଶ୍‌ ଦେଖାଇବାକୁ ହେଲେ ଅନେକ ଉପାୟ ରହିଛି । ଏହି ସିଜିନ୍‌ରେ ନିଜ ଲୁକ୍‌କୁ ଷ୍ଟାଇଲିଶ୍‌ କରିବାକୁ ହେଲେ ବୁଟ୍ସ ଭଲ ଅପ୍‌ସନ୍‌...

ପରୀକ୍ଷା ସମୟରେ ଖାଆନ୍ତୁ ଏହି ଖାଦ୍ୟ…

ପରୀକ୍ଷାକୁ ନେଇ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ଯେତିକି ଚିନ୍ତାରେ ରହିଥାନ୍ତି ସେମାନଙ୍କଠାରୁ ଅଧିକ ଚିନ୍ତାରେ ଥାନ୍ତି ପରିବାର ଲୋକେ। ସେଥିପାଇଁ ବାପା ମା’ଙ୍କ ଆଖିରେ ନିଦ...

ଦୃଷ୍ଟିଶକ୍ତି ପ୍ରଖର କରେ ମର୍ନିଂ ଓ୍ବାକ୍‌

ଆଜିକାଲି ଅନେକେ ନିଜର ଦୈନନ୍ଦିନ ଜୀବନ ତାଲିକାରେ ବ୍ୟାୟାମକୁ ସାମିଲ କରୁଛନ୍ତି। ପ୍ରତିଦିନ ସକାଳୁ ଅତିକମ୍‌ରେ ଅଧ ଘଣ୍ଟାଏ ଚାଲିଲେ ତାହାର କେତେ ସୁଫଳ ମିଳେ...

Advertisement
Archives

Model This Week