Advertisement
Posted inଜାତୀୟ

କଂଗ୍ରେସରେ ଯୋଗଦାନକୁ କେସିଆର୍‌ ଝିଅଙ୍କ ଖଣ୍ଡନ

ହାଇଦ୍ରାବାଦ,୧୯।୧୧: କଂଗ୍ରେସରେ ଯୋଗଦାନ ଖବରକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ ତଥା ଟିଆର୍‌ଏସ୍‌ ବିଧାନ ପରିଷଦ ସଦସ୍ୟା କେ. କବିତା ଖଣ୍ଡନ କରିଛନ୍ତି। ଅନ୍ୟ କୌଣସି ଦଳରେ ଯୋଗଦେବାର ଆଗ୍ରହ ନାହିଁ ବୋଲି ସେ କହିଛନ୍ତି। ତାଙ୍କୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଫୋନ୍‌ କରି ଦଳରେ ଯୋଗଦେବାକୁ କହିଥିଲେ କି ନାହିଁ ଏ ସମ୍ପର୍କରେ ତାଙ୍କୁ ପଚରାଯାଉ। ଟିଆର୍‌ଏସ୍‌ ଏବେ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ହୋଇଛି। ଆମେ ତେଲଙ୍ଗାନାରେ ବିକାଶ ଆଣିଛୁ, ଏବଂ ସାରା ଭାରତରେ ସେହି ଧାରା ବଜାୟ ରଖିବୁ ବୋଲି କବିତା କହିଛନ୍ତି। କଂଗ୍ରେସରେ ଯୋଗଦେବା ଲାଗି ଖାର୍ଗେ ତାଙ୍କୁ ଡାକିଥିଲେ ବୋଲି ନିଜାମାବାଦ ଭାଜପା ଏମ୍‌ପି ଅରବିନ୍ଦ ଧର୍ମପୁରୀ ଅଭିଯୋଗ ଆଣିବା ପରେ ଏହାକୁ ନେଇ ଗୁଜବ ପ୍ରଚାର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କର ଭାଜପା ରାଜ୍ୟ ସଭା ପ୍ରାର୍ଥୀ

ନୂଆଦିଲ୍ଲୀ,୨୫।୬ପି.ଟି.): ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସୋମବାର ଭାଜପାରେ ବିଧିବଦ୍ଧ ଭାବେ ସାମିଲ ହେବାର କିଛି ସମୟ ପରେ ତାଙ୍କୁ ଗୁଜରାଟରୁ ରାଜ୍ୟ ସଭା ପ୍ରାର୍ଥୀ...

ଟେଲି ମେଡିସିନରେ ଅଶ୍ଳୀଳତା

ନୂଆଦିଲ୍ଲୀ, ୩୦ା୧୨: କରୋନା ସଂକ୍ରମଣବେଳେ ଅନ୍‌ଲାଇନ ସେବାକୁ ମିଳିଛି ପ୍ରାଥମକିତା। ଦିନକୁ ଦିନ ବଢ଼ୁଛି ଓ୍ବେବସାଇଟ୍‌, ଆପ୍‌ର ମାତ୍ରା ଏବଂ ଅଧିକ ସଂଖ୍ୟାରେ ଲୋକଙ୍କୁ ନିଜ...

ଚାଇନାକୁ କଡ଼ା ଜବାବ ଦେବାକୁ ଭାରତବାସୀ ହୁଅନ୍ତୁ ଏକଜୁଟ: ମନମୋହନ ସିଂ

ନୂଆଦିଲ୍ଲୀ, ୨୨।୬: ଭାରତ ଚାଇନା ସୀମାରେ ବୃଦ୍ଧି ପାଉଥିବା ଉତ୍ତେଜନା ନେଇ କଂଗ୍ରେସ ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ମୁହଁ ଖୋଲିଛନ୍ତି। ଏଥିପାଇଁ ଭାରତବାସୀଙ୍କୁ...

ବିଯୁକ୍ତ ୨୦ ଡିଗ୍ରୀ ସେଲସିୟସରେ ଯୋଗ କଲେ ଯବାନ

ନୂଆଦିଲ୍ଲୀ, ୨୧।୬: ଆଜି ସାରା ବିଶ୍ୱରେ ପଞ୍ଚମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ବହୁ...

ଟେରର ଫଣ୍ଡିଂକୁ ନେଇ ଏନଆଇଏର କଡା କାର୍ଯ୍ୟାନୁଷ୍ଠାନ, ୧୦ ରାଜ୍ୟରେ ଚଢାଉ, ପିଏଫଆଇର ଶହେରୁ ଅଧିକ ଲୋକ ଗିରଫ

ନୂଆଦିଲ୍ଲୀ,୨୨ ।୯: ଏନଆଇଏର ଟିମ ସାରା ଦେଶରେ ଚଢାଉ ଆରମ୍ଭ କରିଛନ୍ତି । କୁହାଯାଉଛି କି କେରଳରେ ପ୍ରାୟ ୫୦ଟି ସ୍ଥାନରେ ଏନଆଇଏ ଟିମ ଚଢାଉ...

କର୍ନାଟକରେ ଏକାକି ନିର୍ବାଚନ ଲଢିବ କଂଗ୍ରେସ

ବେଙ୍ଗାଲୁରୁ,୨୪।୬: ଗତ ଲୋକ ସଭା ନିର୍ବାଚନରେ କର୍ନାଟକରେ ଶୋଚନୀୟ ପରାଜୟ ପରେ ଏବେ ଆତ୍ମମନ୍ଥନ କରୁଛି କଂଗ୍ରେସ। ଏହି ପରାଜୟ ପାଇଁ ଦଳ ରାଜ୍ୟରେ ଜନତା...

୨୨ଶହ ମସିହା ବେଳକୁ ମୃତ୍ୟୁକୁ ଜୟ କରିବ ମଣିଷ …

ମଣିଷ ବି ମୃତ୍ୟୁ ଉପରେ ବିଜୟ ଲାଭ କରିବାକୁ ସକ୍ଷମ ହୋଇପାରିବ। ଆଉ ୨୨ ଶହ ମସିହା ବେଳକୁ ମଣିଷ ହୋଇଯିବ ଭଗବାନ। ଯେପରି ସୃଷ୍ଟିକର୍ତ୍ତା...

ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍‌…

ନୂଆଦିଲ୍ଲୀ,୮।୯: କରୋନା ମହାମାରୀରୁ କରୋନା ଯୋଦ୍ଧାଙ୍କୁ ସୁରକ୍ଷା ଦେବା ପାଇଁ ଖୁବ୍‌ ଶୀଘ୍ର କେନ୍ଦ୍ର ସରକାର ନିଷ୍ପତ୍ତିି ଗ୍ରହଣ କରିବେ। ଏହି ଯୋଜନା ଅନ୍ତର୍ଗତ ଦେଶର...

Advertisement
Archives

Model This Week