ବାହା ହେବାକୁ ଚାହୁଁଛନ୍ତି କାର୍ତ୍ତିକ

ମୁମ୍ବାଇ: ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ତାଙ୍କ ଅଭିନୟ ପାଇଁ ଖୁବ୍ କମ ସମୟ ମଧ୍ୟରେ ଦର୍ଶକଙ୍କ ନିକଟତର ହୋଇ ପାରିଛନ୍ତି । କିଛି ଶାନଦାର ମୁଭିରେ କାର୍ତ୍ତିକଙ୍କ ଅଭିନୟକୁ ଦେଖିବାକୁ ମିଳିଛି । ଅଳ୍ପ ଦିନର କ୍ୟାରିୟରରେ ସେ ବେଶ ସଫଳତା ଅର୍ଜନ କରିଛନ୍ତି । ବଡ ପରଦାରେ ତାଙ୍କୁ ଦେଖିବାକୁ ପ୍ରଶଂସକ ପାଗଳ ହୋଇଯାଉଛନ୍ତି । ଏହାରି ଭିତରେ ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ ଖବର ସାମ୍ନାକୁ ଆସିଛି । ଜି ସିନେ ଆୱାର୍ଡସ ସମୟରେ କାର୍ତ୍ତିକ ତାଙ୍କ ପ୍ରଶଂସକଙ୍କୁ ଏକ ଗୁଡ ନ୍ୟୁଜ ଦେଇଛନ୍ତି । ଏହି ସମୟରେ ସେ ତାଙ୍କ ବିବାହକୁ ନେଇ ଏମିତି କିଛି ଖବର ଶେୟାର କରଛନ୍ତି ।
ଶୁକ୍ରବାର କାର୍ତ୍ତିକ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଅଭିନେତା ଜି ସିନେ ଆୱାର୍ଡ ମଞ୍ଚରେ ଢୋଲ, ନଗାଡା ବଜାଇ ଏଣ୍ଟ୍ରି କରୁଛନ୍ତି । ଏହାପରେ ସେ କହୁଛନ୍ତି, ହଂସତେ, ହଂସତେ ସବକୋ ନମସ୍ତେ । ଆପଣମାନେ ଭାବୁଥିବେ ମୁଁ ଏଠାକୁ ବ୍ୟାଣ୍ଡ ବାଜା ନେଇ କାହିଁକି ଆସିଛି । ଏବେ ଦେଖନ୍ତୁ ନା ବଲିଉଡରେ ଜଣକ ପରେ ଜଣେ ସମସ୍ତଙ୍କ ବ୍ୟାଣ୍ଡ ବାଜୁଛି, ସମସ୍ତେ ଘୋଡା ଚଢୁଛନ୍ତି, ସମସ୍ତଙ୍କ ୱିକେଟ ପଡୁଛି । ହେଲେ ଗୋଟିଏ ୱିକେଟ ଏବେ ପର୍ଯ୍ୟନ୍ତ କାହିଁକି ପଡିନାହିଁ । ଏବେ ଭାବୁଛି ସାଦିକା ଲଡୁ ଖାଇକି ଦେଖିବା କେମିତି ଲାଗୁଛି । ପ୍ୟାର କା ପଞ୍ଚନାମା ତ କରି ନେଇଛି । ଏବେ ସାଦି କା ପଞ୍ଚନାମା ବି କରି ନେବି । ସେଥିପାଇଁ ଏହି ମଞ୍ଚରେ ସମସ୍ତଙ୍କୁ ସାକ୍ଷି ରଖି ସମସ୍ତ ପ୍ରଶଂସକଙ୍କୁ ଖୁସି ଖବର ଦେବାକୁ ଚାହୁଁଛି କି ମୁଁ ବିବାହ କରିବାକୁ ଯାଉଛି । କାର୍ତ୍ତିକଙ୍କ ଏମିତି କଥା ଶୁଣି ସେଠାରେ ଥିବା ସମସ୍ତ ସେଲିବ୍ରିଟି ହସି ପକାଇ ଥିଲେ ।
ଇଲିଜିବଲ ସିଙ୍ଗଲ କ୍ଲବରେ କାହିଁକି ରହିଯାଇଛି । ହେଲେ ଏବେ ପାଣିପାଗ ବଦଳି ଯାଇଛି । ମୁଁ ବି ବିବାହ କରିବାକୁ ଚାହୁଁଛି ।


Enter your email to get our daily news in your inbox.

All Right Reserved By Dharitri.Com

‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର...

କରୋନାରେ ଆଖିବୁଜିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କରୋନା ମହାମାରୀର ଦ୍ୱିତୀୟ ଲହରରେ ଅନେକ ସେଲିବ୍ରିଟ ସଂକ୍ରମିତ ହୋଇଛନ୍ତି। ଏଥିରେ ଅନେକ ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଦକ୍ଷିଣ, ଭୋଜପୁରୀ ଏବଂ ବଲିଉଡ ଚଳଚ୍ଚିତ୍ରରେ...

ସାରାଙ୍କଠାରୁ ଜାହ୍ନବୀ- ଜାଣନ୍ତୁ କେତେ ପଢିଛନ୍ତି ଷ୍ଟାର କିଡ୍ସ

ଆଜିକାଲି ବଲିଉଡ୍‌ରେ ଷ୍ଟାର୍‌ କିଡ୍ସଙ୍କ ଦବ୍‌ଦବା ଚାଲିଛି। ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ଶ୍ରୀଦେବୀ ତନୟା ଜାହ୍ନବୀ...

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ...

ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି...

ସିଦ୍ଧାର୍ଥଙ୍କ ପାଇଁ ରିୟା-ସୁଶାନ୍ତଙ୍କ ମଧ୍ୟରେ ହୋଇଥିଲା ଝଗଡ଼ା

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂଙ୍କ ଆତ୍ମହତ୍ୟା ପଛର କାରଣ ଖୋଜୁଛି ପୋଲିସ। ମାମଲାରେ ପ୍ରେମିକା ରିୟା ଚକ୍ରବର୍ତ୍ତୀ ସନ୍ଦେହ ଘେରରେ ଅଛନ୍ତି। ନିକଟରେ ବାନ୍ଦ୍ରା...

ରାହୁଲ ବୋଷଙ୍କ ଘୋଷଣା: ଶରୀରର ପ୍ରତ୍ୟେକ ଅଙ୍ଗକୁ କରିବେ ଦାନ

ମୁମ୍ବାଇ: ଜନ୍ମ ହେଲେ ମୃତ୍ୟୁ ସୁନିଶ୍ଚିତ। ଏଣୁ ମୃତ୍ୟୁ ପରେ ବି ଅଙ୍ଗଦାନ ଦ୍ୱାରା ଜଣେ ଜୀବିତ ରହିପାରିବ ବୋଲି କୁହାଯାଏ। ପ୍ରଥମେ ଆଖିଦାନ କରି...

ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି ବେବି ଡଲ୍‌: ଦେଲେ ଏମିତି ପ୍ରସ୍ତାବ…

ବଲିଉଡ୍‌ର ବେବି ଡଲ୍‌ ସନ୍ନି ଲିଓନି ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ଅଭିନେତ୍ରୀ ଖ୍ରୀଷ୍ଟିଆନର ବିବାହ ପୋଷାକ ପିନ୍ଧି ସଜ ହୋଇଥିବାର କିଛି ଫଟୋ...

Advertisement
Archives

Model This Week