Posted inଜାତୀୟ

ଶିବମୋଗାରେ ପୋଲିସ ଛାଉଣି

ବେଙ୍ଗାଲୁରୁ,୨୧।୨: ଦକ୍ଷିଣପନ୍ଥୀ ଗୋଷ୍ଠୀ ବଜରଙ୍ଗ ଦଳର ୨୬ ବର୍ଷୀୟ ସଦସ୍ୟଙ୍କୁ ରବିବାର ରାତିରେ ହତ୍ୟା କରାଯାଇଛି। ଏହି ହତ୍ୟାକାଣ୍ଡ ପରେ କର୍ନାଟକର ଶିଭମୋଗା ଅଞ୍ଚଳରେ ସୃଷ୍ଟି ହୋଇଛି ହିଂସା ପରିସ୍ଥିତି। ପୂରା ଅଞ୍ଚଳରେ ପୋଲିସ ମୁତୟନ କରାଯିବା ସହ ଜନସାଧାରଣଙ୍କ ଗହଳି ଉପରେ କଟକଣା ଲଗାଯାଇଛି। ଜିଲାରେ ସ୍କୁଲ ଓ କଲେଜ ବର୍ତ୍ତମାନ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ।

“ଆମେ ଖୁବ ଶୀଘ୍ର ଅପରାଧିଙ୍କୁ ଗିରଫ କରିବୁ। ଏହା ହିଜାବ ବିବାଦ ସହ ଜଡ଼ିତ ନୁହେଁ। ମୃତକ ହର୍ଶ ଓ ଯୁବ ଗୋଷ୍ଠୀ ପରସ୍ପରକୁ ଜାଣିଥିଲେ। ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାର ପରିଣାମ” ବୋଲି ଦୋଦ୍ଦାପେଟେ ଥାନା ଅଧିକାରୀ କହିଛନ୍ତି।

ପୋଲିସ ଅନୁଯାୟୀ, ରବିବାର ରାତି ପ୍ରାୟ ୯ଟା ବେଳେ ଅତିକମ୍‌ରେ ୪ ଜଣ ବ୍ୟକ୍ତି ହର୍ଶଙ୍କ ଉପରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆକ୍ରମଣ ପରେ ଅପରାଧିମାନେ ଘଟଣାସ୍ଥଳରେ କିଛି ଗାଡ଼ି ଜାଳି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ: ସଞ୍ଜୟ ରାଉତ

ମୁମ୍ବାଇ,୧୩।୧୧: ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାର ଗଠନ ହେବ। ଏନେଇ ଆଲୋଚନା ଜାରି ରହିଛି ବୋଲି ଶିବସେନା ପ୍ରବକ୍ତା ସଞ୍ଜୟ ରାଉତ ହସ୍ପିଟାଲରୁ ବାହାରିବା ପରେ...

ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍‌ ପାଇଁ ଓଡ଼ିଶାରୁ ପ୍ରସ୍ତାବ ମିଳିନି: କେନ୍ଦ୍ର

ନୂଆଦିଲ୍ଲୀ, ୨୪ା୩:ଭୁବନେଶ୍ୱରରେ ମେଟ୍ରୋ ରେଲ୍‌ ପ୍ରକଳ୍ପ ଲାଗି ଓଡ଼ିଶା ସରକାରଙ୍କ ତରଫରୁ କୌଣସି ପ୍ରସ୍ତାବ ମିଳି ନ ଥିବା କେନ୍ଦ୍ର ଗୃହନିର୍ମାଣ ଓ ସହରାଞ୍ଚଳ ବ୍ୟାପାର...

ଚାଷୀଙ୍କ ପାଇଁ ୪ହଜାର ୭ଶହ ୫୦ କୋଟିର ପ୍ୟାକେଜ ଘୋଷଣା କଲେ ହରିୟାଣା ସରକାର

ଭିଓ୍ବଣ୍ଡି,୨।୯: ଆଗକୁ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ହରିୟାଣା ସରକାର ଚାଷୀଙ୍କ ଲାଗି ୪ହଜାର ୭ଶହ ୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି।...

ଗୋଆ ବିଚ୍‌ର ଫଟୋ ଶୁଟ୍‌କୁ ନେଇ ମିଲିନ୍ଦ ସୋନମଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ,୭ ।୧୧: ବଲିଉଡ୍ ଅଭିନେତା ତଥା ମଡେଲ ମିଲିନ୍ଦ ସୋନମ ଏବେ ଅଡୁଆରେ । ନିକଟରେ ସେ ଗୋଆ ବୁଲିବାକୁ ଯାଇଥିବା ବେଳେ ସେଠାରେ ଉଠାଇଥିବା...

ଭାଗଓ୍ବତ କହିଲେ ଶୁଭ କାର୍ଯ୍ୟ ପାଇଁ ଶକ୍ତି ଜରୁରୀ, ପ୍ରଥମ ଥର ପାଇଁ ଆରଏସଏସ ଶସ୍ତ୍ର ପୂଜନରେ ମହିଳା ମୁଖ୍ୟ ଅତିଥି…

ନାଗପୁର,୫।୧୦ : ପ୍ରଥମ ଥର ପାଇଁ ଜଣେ ମହିଳା ମୁଖ୍ୟ ଅତିଥି ଆରଏସଏସର ଦଶହରା ଶସ୍ତ୍ର ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏଥର ପଦ୍ମଶ୍ରୀ ସାନ୍ତୋଷ...

୪୦% ବଢ଼ିଛି ଇଣ୍ଟରନେଟ୍‌ ବ୍ୟବହାର

ବେଙ୍ଗାଲୁରୁ, ୧୦।୫: ଭାରତରେ ଗତ ମାର୍ଚ୍ଚରେ ଇଣ୍ଟରନେଟ୍‌ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଏହି ସମୟରେ ଦେଶର ସମସ୍ତ ପ୍ରମୁଖ ସହରରେ ବିଭିନ୍ନ...

ପାର୍ଲାମେଣ୍ଟ ବାହାରେ ବିକ୍ଷୋଭ କରିବେ ଚାଷୀ

ନୂଆଦିଲ୍ଲୀ, ୫।୭ (ପି.ଟି.): ଜୁଲାଇ ୧୯ରୁ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି। ଏହି ସମୟରେ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି...

ୟୁପି ଛାଡ଼ୁଛନ୍ତି ପ୍ରେମୀଯୁଗଳ

ବରେଲି,୨୮ା୧୨: ଉତ୍ତରପ୍ରଦେଶରେ ଧର୍ମାନ୍ତରୀକରଣ ବା ‘ଲଭ ଜିହାଦ୍‌’ ଆଇନ ପ୍ରଚଳନ ପରେ ଅଲଗା ଧର୍ମର ପ୍ରେମୀଯୁଗଳଙ୍କୁ ଘାରିଛି ଗିରଫଦାରୀ ଭୟ। ଉଭୟ ଝିଅ ଓ ପୁଅ...

Advertisement
Archives

Model This Week