Posted inଜାତୀୟ

ଜଷ୍ଟିସ୍‌ ଗୋଗୋଇ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୪।୮ : ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଆସନ୍ତା ବର୍ଷ ଆସାମ ବିଧାନସଭା ନିର୍ବାଚନରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ରବିବାର ସେ ଏହାକୁ ଖଣ୍ଡନ କରିଛନ୍ତି। ରାଜ୍ୟ ସଭାର ମନୋନୀତ ସଦସ୍ୟ ଥିବା ଜଷ୍ଟିସ୍‌ ଗୋଗୋଇ କହିଛନ୍ତି, ସେ ରାଜନେତା ନୁହନ୍ତି ଏବଂ ତାଙ୍କର ସେଭଳି ଇଚ୍ଛା ନାହିଁ। ତାଙ୍କ ସମ୍ପର୍କରେ ଏଭଳି କଳ୍ପନାଜଳ୍ପନା ହେବା ଠିକ୍‌ ନୁହେଁ। ରାଜ୍ୟ ସଭାର ମନୋନୀତ ସଦସ୍ୟ ଓ ରାଜନୈତିକ ଦଳର ପ୍ରତିନିଧି ଭାବେ ଉକ୍ତ ସଦନକୁ ନିର୍ବାଚିତ ହେବା ମଧ୍ୟରେ ପାର୍ଥକ୍ୟକୁ ଲୋକେ ବୁଝିପାରୁ ନ ଥିବା ଦୁର୍ଭାଗ୍ୟଜନକ ବୋଲି ପୂର୍ବତନ ସିଜେଆଇ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷ୍ଣ ଜନ୍ମଭୂମିର ୧୦ ବର୍ଗ କିଲୋମିଟର ଅଞ୍ଚଳ ତୀର୍ଥସ୍ଥଳ ଘୋଷଣା

ଲକ୍ଷ୍ନୌ,୧୦ ।୯: ମଥୁରାକୁ ନେଇ ଯୋଗୀ ଆଦିତ୍ୟାନାଥଙ୍କ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସରକାର ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନର ୧୦ ବର୍ଗ କିଲୋମିଟର...

ବିହାର ନିର୍ବାଚନ: ଭାଜପା ସର୍ବବୃହତ ଦଳ ହେବା ସମ୍ଭାବନା !

ପାଟନା,୧୦।୧୧: ବିହାର ନିର୍ବାଚନରେ ଭାଜପା ସର୍ବ ବୃହତ୍‌ ଦଳ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଭାଜପା ୭୪ ଆସନରେ ଅଗୁଆ ରହିଛି। ସେହିପରି ଆର୍‌ଜେଡ଼ି ୬୬,...

ବଜ୍ରପାତରେ ୧୮ ହାତୀ ମୃତ

ଗୁଆହାଟୀ,୧୪ା୫:ଆସାମର ନଗାଓଁ ଜିଲା ପାର୍ବତ୍ୟାଞ୍ଚଳରେ ଯାଇଛି ୧୮ ହାତୀଙ୍କ ଜୀବନ। କୁଣ୍ଡୋଲି ପ୍ରପୋଜ୍‌ଡ ରିଜର୍ଭ ଫରେଷ୍ଟ (ପିଆର୍‌ଏଫ୍‌)ରେ ବୁଧବାର ରାତିରେ ଘଟିଛି ଏହି ଦୁଃଖଦ ଘଟଣା।...

କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ପରିବାରର ୩ ମୃତ

ଚେନ୍ନାଇ,୨୮।୬: କୋଭିଡ୍‌ ଆରୋଗ୍ୟ ବଟିକା ନାମରେ ବିଷ ବଟିକା ଖାଇ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର ଇରୋଡରେ...

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୨୦ରୁ ଶସ୍ତା ହେବ ଏସବୁ ଉପକରଣ

ନୂଆଦିଲ୍ଲୀ, ୧୪।୭: ଦେଶର ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା କୋଭିଡ୍‌-୧୯ ପରିଚାଳନାରେ ବହୁଳ ବ୍ୟବହୃତ ହେଉଥିବା ପଲ୍ସ ଅକ୍ସିମିଟର, ରକ୍ତଚାପ ମାପିବା ମେଶିନ, ନେବୁଲାଇଜର, ଡିଜିଟାଲ...

୮ ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତି ପାଇଁ ନାମ ସୁପାରିସ

ନୂଆଦିଲ୍ଲୀ, ୧୮।୯: ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ୟୁ.ୟୁ. ଲଲିତ ଏବଂ ଏ.ଏମ୍‌. ଖାନ୍‌ଓ୍ବିଲକରଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟ କଲେଜିୟମ୍‌...

ନ୍ୟାୟ ପାଇଁ ନୁହେଁ ରାଜନୀତି କରିବାକୁ ହାଥରସ ଯାଉଛନ୍ତି ରାହୁଲ: ଇରାନି

ନୂଆଦିଲ୍ଲୀ,୩ ।୧୦: ଉତ୍ତର ପ୍ରଦେଶ ହାଥରସ ବଳାତ୍କାର ମାମଲାକୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ଗୋଟିଏ ପଟେ ପୀଡ଼ିତାଙ୍କ ପରିବାର ଭିନ୍ନ ଭିନ୍ନ...

ସେନା ଶିବିରରେ ଆତ୍ମଘାତୀ

ଶ୍ରୀନଗର/ନୂଆଦିଲ୍ଲୀ,୧୨ା୮:ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦର ତୃତୀୟ ବର୍ଷ ପୂର୍ତ୍ତିକୁ ୬ ଦିନ ବିତିଛି ଏବଂ ଦେଶ ସ୍ବାଧୀନତାର ୭୬ତମ ବର୍ଷ...

Advertisement
Archives

Model This Week