Advertisement
Posted inଜାତୀୟ

ଝାଡ଼ଖଣ୍ଡରେ ଆୟକର ବିଭାଗର ଚଢ଼ାଉ: ୨କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ, ୧୬ ବ୍ୟାଙ୍କ ଲକର ଉପରେ ଲାଗିଲା ପ୍ରତିବନ୍ଧକ

ରାଞ୍ଚି,୮।୧୧: ଝାଡଖଣ୍ଡରେ କୋଇଲା ବାଣିଜ୍ୟ, ପରିବହନ, ଲୁହା ଖଣି ଇତ୍ୟାଦି ସମ୍ପର୍କିତ କିଛି ବ୍ୟବସାୟ ଉପରେ ମଙ୍ଗଳବାର ଆୟକର ବିଭାଗ ଚଢ଼ାଉ କରିଛି। ରାଞ୍ଚି, ଗୋଡ୍ଡା, ବେରମୋ, ଡୁମ୍‌କା, ଜାମସେଦପୁର, ଚାଇବସା, ପାଟନା, ଗୁରୁଗ୍ରାମ ଏବଂ କୋଲକାତା ସ୍ଥିତ ୫୦ରୁ ଅଧିକ ସ୍ଥାନରେ ଏହି ଚଢ଼ାଉ କରାଯାଇଛି। ଏଥିରେ ୧୦୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅଗଣିତ ନେଣଦେଣ ଓ ନିବେଶ କରାଯାଇଥିବା ବେଳେ ୨ଜଣ ନେତା ଓ ତାଙ୍କ ସହଯୋଗୀ ଏଥିରେ ସାମିଲ ଥିବା ଜଣାପଡ଼ିଛି। ନଭେମ୍ବର ୪ରୁ ଆୟକର ବିଭାଗର ଏହି ଚଢ଼ାଉ ଆରମ୍ଭ ହୋଇଥିବା ବେଳେ ଏଥିରେ ୨କୋଟିରୁ ଊର୍ଦ୍ଧ୍ୱ ନଗଦ ଟଙ୍କା ଜବତ କରାଯିବା ସହ ୧୬ଟି ବ୍ୟାଙ୍କ ଲକର ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଛାନଭିନରେ ବହୁ ସଂଖ୍ୟକ ଅପରାଧୀ କାଗଜପତ୍ର ଏବଂ ଡିଜିଟାଲ ପ୍ରମାଣ ଜବତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଡ୍‌-ଇଭିନ୍‌ ନମ୍ବର କେଉଁଠି ଲାଗୁହେବ କେଉଁଠି ନାହିଁ ସ୍ପଷ୍ଟ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ, ୧୭।୧୦: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆସନ୍ତା ମାସଠାରୁ ଅଡ୍‌-ଇଭିନ୍‌ ନମ୍ବରର ଗାଡି ଚଲାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ଦ୍ଦେଶ ଦେଇଛନ୍ତି।...

୧୮ବର୍ଷ ପରେ ଚପଲ ପିନ୍ଧିବେ ଦେବଦାସ

କିଶନଗଞ୍ଜ,୧୩।୧୧: ବିହାରର କିଶନଗଞ୍ଜର ଦେବଦାସ ଏବେ ୧୮ ବର୍ଷ ପରେ ଚପଲ ପିନ୍ଧିବେ। ରାମମନ୍ଦିର ନିର୍ମାଣ ନହେଲେ ସେ ଚପଲ ପିନ୍ଧିବେନି ବୋଲି ୨୦୦୧ରେ ଶପଥ...

୬୬ କିଲୋ ସୁନା ବିସ୍କୁଟ ଜବତ

ନୂଆଦିଲ୍ଲୀ,୨୧।୯: ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ପ୍ରାୟ ସାଢେ ୩୩ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଉତ୍ତର-ପୂର୍ବ ଦେଶରୁ ମୁମ୍ବାଇ-ପାଟନା-ଦିଲ୍ଲୀକୁ...

ଟିକା ନେବା ପରେ ମୁକ ବ୍ୟକ୍ତି କହିଲେ କଥା

ରାଞ୍ଚି,୧୩ା୧: ଭାରତୀୟ ଟିକାର ଆଉ ଏକ ଚମତ୍କାରିତା ଦେଖିବାକୁ ମିଳିଛି। ଟିକା ନେବା ପରେ ଜଣେ ବ୍ୟକ୍ତିଙ୍କ କଥା କହିବା ଶକ୍ତି ଫେରିଛି। ୫ ବର୍ଷ...

ଚାଷୀ ଆନ୍ଦୋଳନକୁ ୧୨ ବିରୋଧୀ ଦଳର ସମର୍ଥନ

ନୂଆଦିଲ୍ଲୀ, ୨୪।୫: କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆସନ୍ତା ୨୬ ତାରିଖରେ...

ଏଣିକି ଆଉ ଦେବାକୁ ପଡିବନି ‘ଏୟାର ସୁବିଧା’ ଫର୍ମ

ନୂଆଦିଲ୍ଲୀ,୨୨।୧୧: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ହ୍ରାସ ପାଇବା ପରେ ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ‘ଏୟାର ସୁବିଧା’ ଫର୍ମ ପୂରଣ ବାଧ୍ୟତାମୂଳକ ନ କରିବାକୁ ସରକାର...

ଭାଜପାର ଆସନ ସଂଖ୍ୟା ହ୍ରାସ ପାଇବ: ଅଖିଳେଶ

ଲକ୍ଷ୍ନୌ,୧୧।୩: ଭାଜପାର ଆସନ ସଂଖ୍ୟା ହ୍ରାସ ହୋଇପାରିବ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଶୁକ୍ରବାର କହିଛନ୍ତି। ସେ କହିଛନ୍ତି, ଆମ ଆସନକୁ ବୃଦ୍ଧି...

ମଙ୍ଗଳସୂତ୍ର, ସିନ୍ଦୁର ଧରି ଶ୍ରେଣୀଗୃହରେ ପଶିଲେ ନାବାଳକ, ଆଉ ତା’ ପରେ…

ହାଇଦ୍ରାବାଦ,୬ା୧୨: ବାଲ୍ୟ ବିବାହ ପ୍ରଥା ଆଇନସଙ୍ଗତ ହୋଇ ନ ଥିବା ବେଳେ ଦୁଇ ନାବାଳିକା-ନାବାଳକ ଶ୍ରେଣୀଗୃହରେ ବିବାହ କରିବା ଘଟଣା ସାମ୍ନାକୁ ଆସିଛି। ଏହି ବିବାହ...

Advertisement
Archives

Model This Week