Posted inଫୁରସତ

ଶିଶୁ ଜନ୍ମ ହେବା ପରେ ଛୁଇଁବା ମନା

ଶିଶୁଟିଏ ଜନ୍ମ ହେଲେ ପରିବାରରେ ଆନନ୍ଦର ଲହରୀ ଖେଳିଯାଏ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ ସମ୍ପ୍ରଦାୟରେ, ଶିଶୁ ଜନ୍ମ ହେବା ସମୟରେ ବିଭିନ୍ନ ପ୍ରକାର ରୀତିନୀତି କରାଯାଏ।  ଜାଣି ଆଶ୍ଚର୍ଯ୍ୟ ହେବେ, ଏପରି କିଛି ପରମ୍ପରା ପାଳନ କରୁଥିବା ଲୋକମାନେ ମଧ୍ୟ ବିକଶିତ ଦେଶରେ ଅଛନ୍ତି। ବିଶ୍ୱାସ ରହିଛି ଏହି ରୀତିନୀତି ଦ୍ୱାରା ପିଲାଟି ଅନ୍ୟ ବିଶ୍ୱ ସହିତ ଯୋଗାଯୋଗରେ ରହିଥାଏ।

ଇଣ୍ଡୋନେସିଆର ବାଲି ଦ୍ୱୀପରେ ଯେତେବେଳେ ଶିଶୁଟି ଜନ୍ମ ହୁଏ ସେତେବେଳେ ଏକ ଅଦ୍ଭୁତ ନିୟମ ପାଳନ କରାଯାଏ। ଶିଶୁ ଜନ୍ମର ୩ ମାସ ପର୍ଯ୍ୟନ୍ତ ତାହାକୁ ଭୂମି ଛୁଇଁବାକୁ ଦିଆଯାଇ ନ ଥାଏ। ସେଥିପାଇଁ ସର୍ବଦା ତାହା ଉପରେ ଦୃଷ୍ଟି ରଖାଯାଏ, ଯେପରି କୌଣସି ପ୍ରକାରେ ସେ ଭୂମି ସହିତ ସଂସ୍ପର୍ଶରେ ନ ଆସେ। ଏପରି ପରିସ୍ଥିତିରେ, ମା’ ପିଲାଟିକୁ ସବୁବେଳେ କୋଳରେ କିମ୍ବା ଶଯ୍ୟାରେ ଧରି ରଖିଥାଏ। ଏପରି କଲେ ଶିଶୁ ଅନ୍ୟ ବିଶ୍ୱ ସହିତ ଯୋଗାଯୋଗରେ ରହିଥାଏ ବୋଲି ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତଙ୍କଠାରୁ ଭିନ୍ନ ଦେଖାଯିବା ଲାଗି ଗ୍ରେସ୍‌ଙ୍କ ଅଜବ କାମ: ପୂରା ଶରୀରରେ କଲେ ଟାଟୁ, ଦୁଇଫାଳ କଲେ ଜିଭ

ସୁନ୍ଦର ଦେଖାଯିବା ଲାଗି ମହିଳାମାନେ ବିଭିନ୍ନ ଉପାୟ ଅବଲମ୍ବନ କରିଥା’ନ୍ତି। ଭିନ୍ନ ଭିନ୍ନ ପ୍ରସାଧନ ସାମଗ୍ରୀଠାରୁ ଆରମ୍ଭ କରି ଟାଟୁ କରିବା, ସର୍ଜରି କରିବାକୁ ସେମାନେ...

ପିଲାଙ୍କ ସହ ମା’ଙ୍କର ମଜାଳିଆ ଭିଡିଓ, ଏହାକୁ ଦେଖିସାରିଲେଣି ୫ କୋଟିରୁ ଅଧିକ ଲୋକ

ସୋସିଆଲ ମିଡିଆରେ ବେଳେବେଳେ ଅନେକ ମଜାଳିଆ ଭିଡିଓ ଭାଇରାଲ ହୋଇଥାଏ। ଯାହାକୁ ଲୋକେ ବାରମ୍ବାର ଦେଖିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ଏବେ ସେମିତି ଏକ ଭିଡିଓ...

ଶରୀରକୁ ସୁସ୍ଥ ରଖେ ହସ

ସ୍ବାସ୍ଥ୍ୟ ପାଇଁ ହସ ଗୁରୁତ୍ୱପୂର୍ଣ୍ଣ। ବାସ୍ତବରେ ଏହା ଦୁନିଆର ସର୍ବୋତ୍ତମ ଔଷଧ। ମନ ଏବଂ ଶରୀରକୁ ସୁସ୍ଥ ରଖିବାରେ ହସ ମହୌଷଧି କହିଲେ କିଛି ଭୁଲ୍‌...

ପରୀକ୍ଷା ଦେବାକୁ ଆସି ପୁତ୍ର ସନ୍ତାନ ଜନ୍ମଦେଲେ ଛାତ୍ରୀ, ସ୍ୱାମୀ ନାମ ରଖିଲେ ‘ପରୀକ୍ଷା’

ମୁଜାଫରପୁର,୨୦ ।୨: ବିହାରର ମୁଜାଫରପୁର ଜିଲାରେ ଏମ୍‌ଡିଡିଏମ୍ ପରୀକ୍ଷା କେନ୍ଦ୍ରରେ ଜଣେ ଛାତ୍ରୀ ଶାନ୍ତି ଦେବୀ ପରୀକ୍ଷା ଦେଉଥିବା ସମୟରେ ଗର୍ଭଯନ୍ତ୍ରଣା ପାଇଥିଲେ । ଆମ୍ବୁଲାନ୍ସ...

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର...

ଗାଇଡ୍‌ଙ୍କ ପ୍ରେମରେ ବିଦେଶିନୀ

ବେଙ୍ଗାଲୁରୁ: କର୍ନାକଟର ବାସିନ୍ଦା ଅନନ୍ତରାଜୁ ନିକଟରେ (ନଭେମ୍ବର ୨୫) ହମ୍ପିର ବିରୁପାକ୍ଷ ମନ୍ଦିରରେ ବେଲ୍‌ଜିୟମ୍‌ର ଝିଅଙ୍କୁ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରିଛନ୍ତି। ରିପୋର୍ଟ ଅନୁସାରେ,...

ଏପରି କହି ଜୟାଙ୍କୁ ଟାର୍ଗେଟ କଲେ ମୁକେଶ

ମୁମ୍ବାଇ,୧୮।୯-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର ଲୋକସଭାରେ...

ସଙ୍ଗୀତ ସାଧନାରେ ସତ୍ୟନାରାୟଣ

ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି ତାଙ୍କର ରହିଛି ଆଦର । ସେ ଏକାଧାରରେ ଜଣେ କବି, ଗୀତିକାର, କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ। ବିଭିନ୍ନ ମହୋତ୍ସବରେ...

Advertisement
Archives

Model This Week